ଅଜା, ଆଈ ଓ ମାମୁଙ୍କୁ ନିର୍ମମ ଭାବେ ହତ୍ୟା କଲା ୨୩ ବର୍ଷୀୟ ଯୁବକ
ଆମେରିକାର ନ୍ୟୁଜର୍ସିର ସାଉଥ ପ୍ଲେନଫ୍ଲିଡରେ ଘଟିଥିବା ଟ୍ରିପଲ ମର୍ଡର ଘଟଣା ଗୁଜରାଟର ଆନନ୍ଦ ଜିଲ୍ଲାର ଲୋକଙ୍କୁ ସ୍ତବ୍ଧ କରି ଦେଇଛି। ଜଣେ ୨୩ ବର୍ଷୀୟ ଯୁବକ ତା’ର ଅଜା, ଆଈ ଓ ମାମୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା…
ଆମେରିକାର ନ୍ୟୁଜର୍ସିର ସାଉଥ ପ୍ଲେନଫ୍ଲିଡରେ ଘଟିଥିବା ଟ୍ରିପଲ ମର୍ଡର ଘଟଣା ଗୁଜରାଟର ଆନନ୍ଦ ଜିଲ୍ଲାର ଲୋକଙ୍କୁ ସ୍ତବ୍ଧ କରି ଦେଇଛି। ଜଣେ ୨୩ ବର୍ଷୀୟ ଯୁବକ ତା’ର ଅଜା, ଆଈ ଓ ମାମୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା…
ମସ୍ଜିଦରେ ବ୍ୟାନ୍ ହେବନି ଲାଉଡସ୍ପିକର୍। ଆଜାନ ପାଇଁ ମସ୍ଜିଦରେ ବ୍ୟବହାର ହେଉଥିବା ଲାଉଡସ୍ପିକର ଉପରେ ଲାଗିବନି କୌଣସି ପ୍ରତିବନ୍ଧକ। ଆଜି ଏଭଳି କିଛି ରାୟ ଶୁଣାଇଛନ୍ତି ଗୁଜରାଟ ହାଇକୋର୍ଟ। ଗୁଜରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର…
ଭୁବନେଶ୍ବର: ରାଜଧାନୀର ବଡଗଡରେ ଅଞ୍ଚଳରେ ଅଭିନବ ଉପାୟରେ ସାଇକେଲ ଚୋରୀ । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାକେଶ ବେହେରା ଓରଫ ପୋଡ ଓ ଶିବ ବେହେରା ।…
ଖୁବଶୀଘ୍ର ରାଜ୍ୟର ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ ମେଳା। ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ତିନି ମାସ ମଧ୍ୟରେ ସରିବ। ୩ ମାସ ମଧ୍ୟରେ ସବୁ ବ୍ଲକ ଓ ବଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ । ଲୋକମାନେ କଏନ…
ଋଷିକେଶ ଗଲେ ଉତ୍ତରକାଶୀର ଟନେଲ ରୁ ଉଦ୍ଧାର ହୋଇଥିବା ୪୧ ଶ୍ରମିକ। ବାୟୁସେନାର ସ୍ୱତନ୍ତ୍ର ବିମାନ ‘ଚିନୁକ୍’ରେ ଏମାନଙ୍କୁ ଏୟାରଲିଫ୍ଟ କରାଯାଇ ଋଷିକେଶର ଏମ୍ସରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ସମସ୍ତ ଶ୍ରମିକଙ୍କୁ ଏକ ଅସ୍ଥାୟୀ ହସ୍ପିଟାଲରେ ରଖାଯାଇଥିଲା। ଏମାନଙ୍କୁ ଏୟାରଲିଫ୍ଟ କରିବା…
ସରିଲା ଉତ୍ତରକାଶୀ ସୁଡଙ୍ଗରୁ ଉଦ୍ଧାର କାର୍ଯ୍ୟ, ଆରମ୍ଭ ହେଲା ରାଜନୈତିକ ବୟାନବାଜି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ଭିଡିଓରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ରାଜନୈତିକ ଗୀତରେ ନାଚୁଥିବାର ଦୃଶ୍ୟକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଉତ୍ତରାଖଣ୍ଡର…
ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇ ଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ବନ୍ଦ୍ବ ରହିଥିଲା। କେହି କେହି ରାହୁଲ ଆଉ କୋଚ୍ ବନିବେ ନାହିଁ…
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ କୃଷି ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏଯାଏଁ ବାତ୍ୟା ନେଇ କୌଣସି ସୂଚନା ମିଳିନି। ଆମେ ସବୁବେଳେ ପ୍ରସ୍ତୁତ ଅଛୁ। ଯଦି କୌଣସି ସୂଚନା…
ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ । ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍, ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର ଫିଙ୍ଗି…
ଫାଟିଲା ଗ୍ୟାସ୍ ସିଲିଣ୍ଡର। ଦେଖୁ ଦେଖୁ ଭୁଶୁଡ଼ି ପଡିଲା ୫ ଘର। ଅନେକ ଲୋକେ ଭଗ୍ନାଂଶ ତଳେ ଦବି ରହିଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଆଜି ସକାଳୁ ମମ୍ବାଇର…