Month: November 2023

ଗାଜା ହସ୍ପିଟାଲରେ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା

ଗାଜା ସହରରେ ଆତଙ୍କବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା। ସହରର ସବୁଠୁ ବଡ ହସ୍ପିଟାଲ କୁହାଯାଉଥିବା ଅଲ୍ ସିଫା କ୍ୟାମ୍ପସ୍ ପରିସରରେ ଏହି ସୁଡଙ୍ଗ ରହିଛି। ସ୍ୱତନ୍ତ୍ର ଅପରେସନ୍ ସମୟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ସୁଡଙ୍ଗକୁ ଠାବ କରିଛନ୍ତି।…

ବିଶ୍ୱକପ ଫାଇନାଲରେ ହାରିବା ପରେ ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ଡ୍ରେସିଂ ରୁମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭାରତୀୟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ସାମି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମୋଦି ସାମିଙ୍କ ଆଲିଙ୍ଗନ କରିଛନ୍ତି । ଏହା ବିଶ୍ୱକପ ଫାଇନାଲ ହାରିବା ପରେ ପ୍ରଧାନମନ୍ତ୍ରୀ ଟିମର ଡ୍ରେସିଂ ରୁମକୁ…

ବନ ବିଭାଗର ଗଜସାଥୀଙ୍କୁ କଚାଡିଲା ହାତୀ

ବଲାଙ୍ଗୀର: ଥମୁନି ହାତୀ ଆତଙ୍କ । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ବଲାଙ୍ଗୀରରୁ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା ।…

କଡା ସୁରକ୍ଷା ମଧ୍ୟରେ ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଏଠାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତିଙ୍କୁ…

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ନୟାଗଡ : ଥମୁନି ବାଘ ଛାଲ ବେପାରୀଙ୍କ ପ୍ରାର୍ଦୁଭାବ । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା ଏସଟିଏଫ୍ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଅଞ୍ଚଳରେ । ସୂଚନା ଅନୁସାରେ…

ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

ଯାଜପୁର : କ୍ରିକେଟ ଖେଳ ନିଶା ହେଲା କାଳ। ଭାରତର ପରାଜୟ କୁ ସହ୍ୟ ନ କରି ପାରି ଜୀବନ ହାରିଲେ ୨୩ବର୍ଷୀୟ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତ କୁଳସାହି…

ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ୩ ମୃତ, ୧୦ ଆହତ

ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦଶ ଜଣ ଆହତ ହୋଇଛନ୍ତି। ତେଲେଙ୍ଗାନାରେ ଆଜି ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ରଙ୍ଗା ରେଡ୍ଡୀ ଜିଲ୍ଲା ମୋଇନାବାଦ ଗ୍ରାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଉଥିଲା। ଆଜି…

ବିଶାଖାପାଟନମ ଫିସିଂ ହାର୍ବରରେ ଅଗ୍ନିକାଣ୍ଡ, ଜଳିଗଲା ୨୫ ଡଙ୍ଗା

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ସହରରେ ଥିବା ଫିସିଂ ହାର୍ବରରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଲାଗିବା ଯୋଗୁଁ ବନ୍ଦରରେ ଥିବା ୨୫ ଟି ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା ଯାହା ସୋମବାର ସକାଳ…

ମୁଁ ତୁମମାନଙ୍କ କଷ୍ଟ କଳ୍ପନା କରିପାରୁଛି, ଖେଳାଳିଙ୍କ ମନୋବଳ ବଢାଇଲେ ସଚିନ ତେନ୍ଦୁଲକର

ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ସଚିନ ତେନ୍ଦୁଲକରଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେଉଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟିମ୍‌ ଖେଳାଳିଙ୍କ ମନୋବଳ ବଢାଇଛନ୍ତି । ଫାଇନାଲରେ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିବା ପରେ…

ନଡ଼ା ଜାଳିବାକୁ ମନା କରାଯିବା ସତ୍ତ୍ୱେ ବି ଜଳିଲା ନଡ଼ା, ବର୍ଷିଲେ NGT

ଦିନକୁ ଦିନ ବଢ଼ି ଚାଲିଛି ପ୍ରଦୂଷଣ। ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ସହରକୁ ବିଷାକ୍ତ ବାୟୁ ଢ଼ାଙ୍କି ରହିଛି। ନଡା ଜାଳିବା ଯୋଗୁ ଏହି ପ୍ରଦୂଷଣ ବଢ଼ୁଥିବା କୁହାଯାଉଛି। ତେଣୁ ସରକାର ଏହି ନଡ଼ା ଜାଳିବା ଉପରେ ବ୍ୟାନ୍‌…