ମାଇକ୍ରୋସଫ୍ଟରେ ଯୋଗ ଦେଲେ ସାମ୍ ଅଲ୍ଟମ୍ୟାନ୍
ମାଇକ୍ରୋସଫ୍ଟରେ ଯୋଗ ଦେଲେ ଚାଟ୍ ଜିପିଟିର ପୂର୍ବତନ ସିଇଓ ସାମ୍ ଅଲ୍ଟମ୍ୟାନ୍। ଚାଟ୍ ଜିପିଟିରୁ ବହିଷ୍କୃତ ହେବାପରେ ତାଙ୍କ ଭବିଷ୍ୟତକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା। ସେ ପୁଣି ଥରେ ଓପନ୍ ଏଆଇକୁ ଫେରିବା ନେଇ ମଧ୍ୟ ଆଶଙ୍କା କରାଯାଉଥିଲା।…