Month: November 2023

ଦେଶର ୩ବଡ ବ୍ୟାଙ୍କ ଉପରେ ୧୦କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶର ୩ବଡ ବ୍ୟାଙ୍କ ଉପରେ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ରେଗୁଲେଟୋରୀ ନିୟମର ଉଲ୍ଲଘଂନ ନେଇ ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଇଛି ଆରବିଆଇ। ସୂଚନାଯୋଗ୍ୟ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ଇଣ୍ଡିଆନ ଓଭରସିଜ…

କେସିଆରଙ୍କ ପାଖରେ କାହିଁକି ରହିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ: ରାହୁଲଙ୍କ ପ୍ରଶ୍ନ

ହାଇଦ୍ରାବାଦ : ନଭେମ୍ବର ୩୦ ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। କଂଗ୍ରେସ ଏବଂ ଭାଜପାର ବିଶେଷ ଧ୍ୟାନ ଏହି ଦକ୍ଷିଣ ରାଜ୍ୟ ଉପରେ ରହିଛି। ଏଥର କଂଗ୍ରେସ ତେଲଙ୍ଗାନାକୁ ପାଞ୍ଚଟି ରାଜ୍ୟ ମଧ୍ୟରୁ ନିଜର ନିର୍ବାଚନ…

‘ପନୌତି’ ବନାମ ‘ଫ୍ୟୁଜ ଟ୍ୟୁବ୍‌ଲାଇଟ୍‌’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିର୍ବାଚନୀ ସଭାରେ ‘ପନୌତି’ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାଜପା ଏବଂ କଂଗ୍ରେସ। ଉଭୟ ଦଳ ପୋଷ୍ଟର ମାଧ୍ୟମରେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ…

ମାତ୍ର ୪ ଦିନରେ ଶେଷ ହେଲା ବିଧାନ ସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର: ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଏହି ଅଧିବେଶନ ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିଲା। ଆଜି ଯାଏଁ ୪ଟି କାର୍ଯ୍ୟ ଦିବସରେ କିଛି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା।…

ବିବାହିତା ମହିଳାଙ୍କ ସହିତ ‘ଲିଭ୍‌-ଇନ୍‌’ରେ ରହି ଚାକିରି ହରାଇଲେ ପୁଲିସ କର୍ମଚାରୀ

ମୁମ୍ବାଇ: ଜଣେ ବିବାହିତା ମହିଳାଙ୍କ ସହିତ ‘ଲିଭ୍‌-ଇନ୍‌’ ସମ୍ପର୍କ ରଖିବା ଓ ତାଙ୍କ ପ୍ରତି ବିଶ୍ବାସଘାତକତା କରିଥିବା କାରଣରୁ ମୁମ୍ବାଇ ପୁଲିସର ଜଣେ କନେଷ୍ଟବଳ ଚାକିରିରୁ ବିଦା ହୋଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ସରକାରୀ ଅଧିକାରୀଜଣକ କହିଛନ୍ତି, କେନ୍ଦ୍ରୀୟ…

‘୧୦ ଲକ୍ଷ ବିଟ୍‌ କଏନ ଦିଅ, ନଚେତ ମୁମ୍ବାଇ ଏୟାରପୋର୍ଟ ଉଡ଼ାଇ ଦେବୁ ’

‘୪୮ ଘଣ୍ଟା ଭିତରେ ୧୦ ଲକ୍ଷ ଦିଅ, ତାହା ପୁଣି ବିଟ୍‌ କଏନ ହୋଇଥିବା ଦରକାର। ନଚେତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଉଡ଼ାଇଦେବୁ ।’ ଏପରି ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମୁମ୍ବାଇ ପୁଲିସ୍‌ର ନିଦ ହଜାଇ ଦେଇଛନ୍ତି। ମୁମ୍ବାଇ ପୁଲିସ୍‌ ସୂଚନା…

ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ, କାବୁ ହେଲେ ଯୁବକ

ଜଳେଶ୍ୱର: ସବୁବେଳେ କୁହାଯାଏ ପ୍ରେମ ଶାଶ୍ୱତ, ଚିରନ୍ତନ, ପବିତ୍ର। ଦୁଇଟି ମନ ଓ ହୃଦୟର ମିଳନକୁ ହିଁ ତ ପ୍ରେମ କୁହାଯାଏ। ଏହା ଏକ ସ୍ୱତନ୍ତ୍ର ଭାବନା, ଯାହା ଦେଖେନି ଧନୀ ଗରିବ, ଗୋରା କଳା, ଡେଙ୍ଗାଗେଡ଼ା, ବୟସ ତାରତମ୍ୟ। ହେଲେ…

କେରଳ-ତାମିଲନାଡୁରେ ପ୍ରବଳ ବର୍ଷା, IMD ଜାରି କଲା ଆଲର୍ଟ

ମୁମ୍ଵାଇ : ଗୁରୁବାର ୨୩ ନଭେମ୍ବର ତାମିଲନାଡୁ ଏବଂ କେରଳର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଥିଲା। ​​ଯେଉଁଥିପାଇଁ ଯାତାୟତରେ ମଧ୍ୟ ବ୍ୟାହତ ହୋଇଥିଲା। ରାଜ୍ୟ PWD…

୨୭ରେ ଲଘୁଚାପ, ୨୯ରେ ଅବପାତ !

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ୨୬ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ…

‘ଡିପ୍‌ଫେକ୍‌’ ଭିଡିଓ ଯାଞ୍ଚ କରିବାକୁ ନିଯୁକ୍ତ ହେବେ ଅଫିସର୍‌: କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ‘ଡିପ୍‌ଫେକ୍‌’ ଭିଡିଓ ପ୍ରସାରଣ ଯୋଗୁଁ ସର୍ବସାଧାରଣରେ ଆତଙ୍କ ଓ ଉଦ୍‌ବେଗ ଦେଖା ଦେଇଥିବା ବ‌େଳେ ଆଜି ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଏଭଳି ‘କଣ୍ଟେଣ୍ଟ୍‌’ (ଡିପ୍‌ଫେକ୍‌ ଭିଡିଓ) ଯାଞ୍ଚ…