Month: November 2023

ଶ୍ରୀମନ୍ଦିରରେ ଆଜି ହେବନାହିଁ ମହାପ୍ରଭୂଙ୍କର ରାତ୍ର ପହୁଡ: ବିଳମ୍ବିତ ରାତି ଯାଏଁ ଚାଲିବ ଦର୍ଶନ

ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ମହାପ୍ରଭୁ ଭକ୍ତ ମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କାରଣ ଆଜି…

ଆଦିବାସୀ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍‌ ନିଷ୍ପତ୍ତିକୁ ରଦ୍ଦ କରାଯାଉ: ସାଂସଦ ଜୁଏଲ ଓରାମ୍

ଭୁବନେଶ୍ବର: ଆଦିବାସୀ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍‌ ନିଷ୍ପତ୍ତିକୁ ସ୍ଥଗିତ ରଖାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ସେ କହିଛନ୍ତି, କ୍ୟାବିନେଟ୍ ର ନିଷ୍ପତ୍ତିକୁ କ୍ୟାବିନେଟ୍ ରେ ରଦ୍ଦ କରାଯିବା ଦରକାର। ଏହାକୁ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ୭ ପୁଲିସକର୍ମୀ ନିଲମ୍ବିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ସରକାର ବଡ଼ ଆକ୍ସନ ନେଇଛନ୍ତି। ଜଣେ ଏସ୍‌ପି, ଦୁଇ ଜଣ ଡିଏସ୍‌ପିଙ୍କ ସମେତ ୭ ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ୭ ଜଣ ପୁଲିସକର୍ମୀଙ୍କ ବିରୋଧରେ…

କାର୍ତ୍ତିକ ପୂର୍ଣ୍ଣମୀ ପ୍ରସ୍ତୁତି: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ…

ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ

ନବରଙ୍ଗପୁର : ଚିତ୍ରକୋଣ୍ଡା ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ମୋତିଗାଁରେ ପହଁଚିଲା ୬ ମୃତଦେହ। ଶହଶହ ଲୋକଙ୍କ କାନ୍ଦବୋବାଳି ଏବଂ ଶୋକାକୁଳ ପରିବେଶ ରେ ଫାଟିପଡ଼ୁଛି…

ମଣ୍ଡିରେ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ସମବାୟ ମନ୍ତ୍ରୀ

ଭୁବନେଶ୍ବର: ଧାନ ମଣ୍ଡି ଅଵ୍ୟଵସ୍ଥା ନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗତ ବର୍ଷ କୌଣସି ମଣ୍ଡିରେ କିଛି ଅବ୍ୟବସ୍ଥା ନଥିଲା। ଗତ ୨୧ ତାରିଖରୁ ମଣ୍ଡିରେ ଧାନକିଣା ଆରମ୍ଭ ହୋଇଛି। ଧାନ ବିକ୍ରି…

ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ଲଜରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ମୃତ ମହିଳା କେରଳର ଅବଦୁଲ ପରିପାଲିପ । ତାଙ୍କ ବୟସ ୪୦ରୁ ୪୫ ମଧ୍ୟରେ ହେବ। ବ୍ରହ୍ମପୁର ଗୋଇଲୁଣ୍ଡି-କୋର୍ଟପେଟା ରାସ୍ତାରେ ଥିବା ଏକ ଲଜରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ସୂଚନା…

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ

କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ବଡ଼ସିଂହାର ସହ ହରିହର…

ଶହେ ବର୍ଷର ଅନନ୍ୟ ପରମ୍ପରା ବଡ଼ବେତରାର ଫୁଲରଥ

ହରିହର ତ୍ରିପାଠୀ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଗ୍ରାମର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ମଦନମୋହନ ଓ ଜଟେଶ୍ବର । ଗ୍ରାମର ଦକ୍ଷିଣଭାଗରେ ଜଟେଶ୍ବର ମହାଦେବଙ୍କ ମନ୍ଦିର ଅବସ୍ଥିତ ଥିବାବେଳେ ଗାଁ ମଝିରେ ସ୍ଥାପିତ ମଦନମୋହନ ଓ ରାଧାରାଣୀଙ୍କ…

‘୨୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ’

ପୁରୀ : ଆସନ୍ତା ୨୮ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ କାର୍ତ୍ତିକ ପୂର୍ଣ୍ଣମୀ ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଏନେଇ ଏଏସ୍‌ଆଇ ସହ…