Month: October 2023

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ମାନ୍ୟତା

ଭୁବନେଶ୍ବର: କେନ୍ଦ୍ରାପଡା ସହ ସାରା ଓଡିଶା ପାଇଁ ଖୁସି ଖବର। କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ କରାଯିବା ସହ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି। ଗୁଣବତ୍ତା ଓ…

ଦିନକ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ବର : ସରିଲା ମୌସୁମୀ ଅଧିବେଶନ । ଦିନକ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି । ମୌସୁମୀ ଅଧିବେଶନ ବେଶ ସରଗରମ ରହିଥିଲା । ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ୨୮…

ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ, ଗୃହରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଶ୍ରଦ୍ଧା କିଏ ? ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ରୋମ ଗସ୍ତରେ ସେ କାହିଁକି ଯାଇଥିଲେ ? ତାଙ୍କୁ କିଏ ଟିକେଟ୍ ଦେଇଥିଲା ? ଗତ କିଛି ଦିନ ହେବ ରାଜ୍ୟବାସୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲା। ବିରୋଧୀ ମଧ୍ୟ…

UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନକଲି ବିଶ୍ୱବିଦ୍ୟାଳୟର ତାଲିକା ଜାରି କରିଛି । ୟୁଜିସି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ପ୍ରମୁଖ ସଚିବଙ୍କୁ ରାଜ୍ୟରେ ଥିବା ନକଲି ସଂସ୍ଥା ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ଦେଶର…

ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ…

ରାମସେତୁକୁ ଜାତୀୟ ସ୍ମାରକୀ ଭାବେ ମାନ୍ୟତା ଦେବାକୁ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ରାମସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ଏବଂ ସେହି ସ୍ଥାନରେ ପାଚେରି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗତ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି। ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ପମ୍ବାନ୍‌ ଦ୍ୱୀପ ଏବଂ…

ଜଟଣୀରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ

ଜଟଣୀ ନାଇଜର ପରିସରରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ। ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୦ ଏକର ଜମିରେ ୬୫୦ କୋଟି ଟଙ୍କା ବ୍ୟୟରେ ୨୦୦ ଶଯ୍ୟା ବିଶିଷ୍ଟ ହୋମି ଭାବା କ୍ୟାନସର ହସପିଟାଲ…

ରାଜଧାନୀରେ ହିଟ ଆଣ୍ଡ ରନ୍ ମାମଲା, ଗିରଫ ହେଲେ କାର ଡ୍ରାଇଭର

ଗିରଫ ହେଲେ ବିକାଶ ପାଲ। ଗତ ଶନିବାର ଦିନ ରାଜ ମହଲ ଛକରେ ଦୀନବନ୍ଧୁ ବରାଲ ନାମକ ଯୁବକକୁ ହିଟ ଆଣ୍ଡ ରନ ରେ ଗାଡି ଚପାଇ ଦେଇଥିଲେ। ଶନିବାର ଦିନ କ୍ୟାପିଟାଲ ଥାନାର ରାଜମହଲ ଛକ ଠାରେ ଶୋଇଥିବା ଅବସ୍ଥାରେ…

ଟିଡିପି ନେତା ଗିରଫ, ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ତଥା ପୂର୍ବତନ ମନ୍ତ୍ରୀ ବନ୍ଦରୁ ସତ୍ୟନାରାୟଣ ମୁର୍ତ୍ତୀ ଗିରଫ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଏବଂ ମହିଳା ମନ୍ତ୍ରୀ ଆର.କେ ରୋଜାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ…

ଭୂକମ୍ପ ଝଟକା ପରେ ଅଫିସ ଛାଡ଼ି ବାହାରକୁ ଚାଲି ଆସିଲେ କେନ୍ଦ୍ରମନ୍ତ୍ରୀ

ବଡ଼ଧରଣର ଭୂକମ୍ପ ଝଟକାରେ ଆଜି ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଥରିଛି। ଅପରାହ୍ନ ସମୟରେ ଏହି ଝଟକା ଯୋଗୁ ଦିଲ୍ଲୀର ଅଧିକାଂଶ ଲୋକ ଘର ଓ ସେମାନଙ୍କ ଅଫିସ ଛାଡ଼ି ତୁରନ୍ତ ବାହାରକୁ ଚାଲି ଆସିଥିଲେ। ଅଫିସ ଛାଡ଼ି…