Month: October 2023

ଦିଲ୍ଲୀରେ କଂଗ୍ରେସକୁ ୩ ଲୋକସଭା ଆସନ ଛାଡ଼ିବାକୁ ଆପ୍‌ ରାଜି!

ବିଜେପି ବିରୋଧରେ ଏକାଠି ଲଢ଼ିବାକୁ ପଣ କରିଥିବା ବିରୋଧୀ ଦଳଗୁଡ଼ିକ ଏବେ ସିଟ ଶେୟାରିଂ ଉପରେ ଆଲୋଚନା ଜାରି ରଖିଛନ୍ତି। ନିକଟରେ ହୋଇଥିବା ଆଲୋଚନା ବେଳେ ଦିଲ୍ଲୀର ୭ ଲୋକସଭା ଆସନରୁ କ୍ଷମତାସୀନ ଆପ୍‌ ୩ଟି କଂଗ୍ରେସକୁ ଛାଡ଼ିବାକୁ ରାଜି ହୋଇଛି।…

ଆସନ୍ତାକାଲି ସକାଳ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର:ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ । ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହି । ପଶ୍ଚିମବଙ୍ଗ ଗାଙ୍ଗେୟ କ୍ଷେତ୍ର ଏବଂ ତତସଂଲଗ୍ନ ଝାଡଖଣ୍ଡ ନିକଟରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି…

କିଶୋର ଜେନାଙ୍କୁ ଦେଢ଼ କୋଟି ର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର। ଚୀନର ହଙ୍ଗଝୌରେ ଜାରି ଏସୀୟ କ୍ରୀଡ଼ା ୨୦୨୩ର ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଥାଉକି, ଫାଇନାଲ୍‌ରେ କିଶୋର ନୀରଜ…

ଜାଭେଲିନ ଥ୍ରୋରେ ରୌପ୍ୟ ଜିତି ଇତିହାସ ରଚିଲେ କିଶୋର ଜେନା, ସ୍ବର୍ଣ୍ଣ ଜିତିଲେ ନୀରଜ୍

ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ହାତେଇଛି ଭାରତ । ଭାରତର ଷ୍ଟାର୍ ଖେଳାଳି ନୀରଜ ଚୋପ୍ରା ପୁଣି ଥିରେ ଚାମ୍ପିଅନ ପରି…

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ପଦକ୍ଷେପ ନେଇଛି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଦିଲ୍ଲୀ ମଦ ନୀତି ମାମଲାରେ ସମ୍ପୃକ୍ତ…

ଫଳକ ପଡି ଚାଲିଗଲା ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଭଦ୍ରକ: ରାସ୍ତା କାମ ପାଇଁ ଲାଗିଥିବା ଫଳକ ଖସି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ଗାଁରେ । ମୃତକ ଜଣକ ହେଲେ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର…

କଟକ ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କଲେ ଅନୁଭବ

କଟକ: ବର୍ଷା-ଅନୁଭବ ବିବାଦ ମାମଲା । କଟକ ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କଲେ ଅନୁଭବ । ବର୍ଷାଙ୍କ ଦାୟର ଘରୋଇ ହିଂସା ମାମଲାର ଶୁଣାଣି ଶୀଘ୍ର ସାରିବାକୁ ଆବେଦନ। ସାଂସଦ ଅନୁଭବଙ୍କ ନାଁରେ ଘରୋଇ ହିଂସା ମାମଲା…

ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରବ ଟାଇଫସ ରୋଗ ଚିହ୍ନଟ କରି ପାରିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଏପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ…

ବେଙ୍ଗାଲୁରୁରେ ବାୟୁସେନାକୁ ମିଳିଲା ‘ତେଜସ୍’ ଶ୍ରେଣୀର ପ୍ରଥମ ହାଲୁକା ଯୁଦ୍ଧ ବିମାନ, ‘ଏଲିଟ୍‌ କ୍ଲବ’ରେ ସାମିଲ ହେଲା ଭାରତ

ବେଙ୍ଗାଲୁରୁ: ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍‌ (ହାଲ୍‌) ବୁଧବାର ଭାରତୀୟ ବାୟୁସେନା (ଆଇଏଏଫ୍‌)କୁ ପ୍ରଥମ ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ଟ୍ଵିିନ୍‌ ସିଟ୍‌ ବିଶିଷ୍ଟ ତେଜସ୍‌ ବିମାନ ହସ୍ତାନ୍ତର କରିଛି। ବେଙ୍ଗାଲୁରୁସ୍ଥିତ ହାଲ୍‌ କମ୍ପାନି କହିଛି ଯେ ଟ୍ଵିନ୍‌ ସିଟ୍‌ ବିଶିଷ୍ଟ ଏହି…

ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସମ୍ବଲପୁର, କେନ୍ଦୁଝର, ବରଗଡ଼, ପୁରୀ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ଏନେଇ…