Month: October 2023

ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭୁଲିପାରିବେନି ଓଡ଼ିଶାବାସୀ

ଭୁବନେଶ୍ବର: ୨୦୧୮ ମେ’ ୨୫ରେ ଓଡ଼ିଶାର ୨୫ତମ ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ୍‌ ନିଯୁକ୍ତ ହୋଇଥିଲେ। ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତି ପାଇବାର ୪ ଦିନ ପରେ ଅର୍ଥାତ୍‌ ମେ’ ୨୯ରେ ତତ୍‌କାଳୀନ ଓଡ଼ିଶାର ଭାରପ୍ରାପ୍ତ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକଙ୍କଠାରୁ ଦାୟିତ୍ବ…

ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ସହିଦ ନଗରରେ ଓପିଟିସିଏଲ୍ ଟେକ୍ ଟାୱାର (ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ) ଲୋକାର୍ପଣ କରିଛନ୍ତି। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ବହୁ ମହଲା ବିଶିଷ୍ଟ ଏହିଓପିଟିସିଏଲ୍…

ଅକ୍ଟୋବର ୨୦ରେ ବସ୍‌ ଧର୍ମଘଟ ଡାକରା ଦେଲା ଘରୋଇ ମାଲିକ ସଂଘ

ଭୁବନେଶ୍ବର: ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ୨୦ ତାରିଖ ଠାରୁ ୨୯ ଯାଏଁ ବିଦ୍ୟାଳୟଗୁଡ଼ିକ ଛୁଟି ହେବ। ଅନ୍ୟାନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ପୂଜା ସମୟରେ ଅବକାଶ ରହିବ। ଛୁଟି ସମୟରେ ଲୋକେ ଅନ୍ୟ ସ୍ଥାନକୁ…

ଜମିଜମା ସମସ୍ୟାର ତୁରନ୍ତ ସମାଧାନ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୩ ଜିଲ୍ଲାର ୨ ଲକ୍ଷ ଚାଷୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ…

ସବରେଜିଷ୍ଟ୍ରାର ଅଫିସରେ ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କଲେ ସୋମାଲିକା ଦାଶ

କଟକ : କଟକ ସବରେଜିଷ୍ଟ୍ରାର ଅଫିସରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା। ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କରିଛନ୍ତି । ଗତକାଲି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା । କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ବିଜୟ…

ଓଡ଼ିଆ ଝିଅ ସଂଧ୍ୟା ଦଳେଇ ହେଲେ ମିସେସ୍‌ ଏସିଆ ୱାର୍ଲଡ-୨୦୨୩

ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସାମିଲ…

ଜଷ୍ଟିସ୍‌ ଏସ୍‌ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ; ମିଳିିଲା ବରିଷ୍ଠ ଆଇନଜୀବୀ ଗାଉନ୍‌

ନୂଆଦିଲ୍ଲୀ: ନିକଟରେ ଚାକିରିରୁ ଅବସର ନେଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ। ଅକ୍ଟୋବର ୧୬ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମନୋନୀତ କରିଥିଲେ। ଅକ୍ଟୋବର ୧୬ ତାରିଖରେ ବସିଥିବା…

ଆଜମ ଖାନ୍‌ଙ୍କ ସମେତ ପତ୍ନୀ ଓ ପୁଅକୁ ୭ ବର୍ଷ ଜେଲ ଦଣ୍ଡାଦେଶ

ଜେଲ୍‌ ଗଲେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ୍‌ଙ୍କ ପୂରା ପରିବାର। ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନ୍‌ଙ୍କ ପୂରା ପରିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଅବଦୁଲ୍ଲା ଆଜମ…

ଜମ୍ମୁରେ ୨ ‘ବିଏସ୍‌ଏଫ୍‌’ ଯବାନ ଆହତ

ଜମ୍ମୁ: ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଥିବା ସୀମାନ୍ତ ପ୍ରହରୀମାନଙ୍କ ଉପରକୁ ପାକିସ୍ତାନ ରେଞ୍ଜର୍‌ମାନେ ଅକାରଣ ଗୁଳି ଚଳାଇବାରୁ ୨ଜଣ ‘ବିଏସ୍‌ଏଫ୍‌’ କର୍ମଚାରୀ ଆହତ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଜାରି କରିଥିବା ବିବୃତିରେ ‘ସୀମା ସୁରକ୍ଷା ବଳ’ (ବିଏସ୍‌ଏଫ୍‌)…

ଇନ୍ଧନ ଅଭାବରୁ ୪୮ ବିମାନ ବାତିଲ୍‌ କଲା ପାକିସ୍ତାନ ସରକାରୀ ଏୟାର୍‌ଲାଇନ୍‌

ଇସ୍‌ଲାମାବାଦ: ଇନ୍ଧନ ଅଭାବରୁ ସରକାରୀ ବିମାନ ଚଳାଚଳ ସଂସ୍ଥାନ ‘ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ସ୍‌’ (ପିଆଇଏ) ଉଭୟ ଦେଶ ଭିତରେ ଓ ବିଦେଶକୁ ଚଳାଚଳ କରୁଥିବା ୪୮ଟି ବିମାନ ବାତିଲ କରିଥିବା କଥା ସମ୍ବାଦପତ୍ର ‘ଦି ଡନ୍‌’ ରିପ‌ୋର୍ଟ କରିଛି। ‘ପିଆଇଏ’ର ଜଣେ…