Month: October 2023

୨୬ରେ ଲୋକାର୍ପିତ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନୂଆ ଏଟିସି କମ୍ପ୍ଲେକ୍ସ

ଭୁବନେଶ୍ୱର : ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନନ୍ଦରରେ ନବନିର୍ମିତ ଏୟାର ଟ୍ରାଫିକ୍‌‌ କଣ୍ଟ୍ରୋଲ ଟାୱାର (ଏଟିସି) ଶେଷରେ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆସନ୍ତା ୨୬ତାରିଖ ଦିନ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଅଧ୍ୟକ୍ଷ ସଞ୍ଜୀବ କୁମାର ଏୟାର ଟ୍ରାଫିକ୍‌‌ ସର୍ଭିସ୍‌‌…

ଆକାଶର ରଙ୍ଗ ହୋଇଗଲା ଗୋଲାପୀ, ସ୍ଥାନୀୟ ଲୋକେ ଭୟଭୀତ

ନୂଆଦିଲ୍ଲୀ: ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି‌ଲେ ଲୋକେ ଖୁସି ହୋଇଯାଆନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ କବି ଓ ଗାଳ୍ପିକ ଅନେକ କବିତା ଓ ଗପ ଲେଖିଛନ୍ତି। ନିକଟରେ ଆକାଶରେ ପ୍ରକୃତିର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ…

ମହୁଆ ବିବାଦ: ଟିଏମସି କହିଲା ତଦନ୍ତ ରିପୋର୍ଟ ଆସୁ

ଟଙ୍କା ନେଇ ସଂସଦରେ ପ୍ରଶ୍ନ କରିବା ଅଭିଯୋଗରେ ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଏହି ମାମଲାରେ ଟିଏମ୍‌ସି ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସଜବାଜ ହେଉଥିବା ଜଣାପଡିଛି। କେବଳ ସେତିକି…

ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ; ଜଣେ ମୃତ, ୪୩ରୁ ଅଧିକ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ । ସମ୍ବଲପୁରରେ ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ନିକଟସ୍ଥ ମହମ୍ମଦପୁର ଗାଁରେ ଝାଡାବାନ୍ତି ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି…

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ଗାଁ ନିକଟ କେନାଲ ରାସ୍ତାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କଲରଙ୍ଗିଅତା ଗାଁର…

ପହିଲି ଶୀତ, ଚିଲିକାରେ ପହଞ୍ଚିଲେଣି ବିଦେଶୀ ପକ୍ଷୀ

ବାଲୁଗାଁ: ରାଜ୍ୟରୁ ଫେରିଛି ମୌସୁମୀ । ଏବେ ଓଡିଶାକୁ ଧୀରେ ଧୀରେ ସ୍ପର୍ଶ କଲାଣି ଶୀତର ପହିଲି ଛୁଆଁ । ଶୀତ ଋତୁର ଆଗମନ ପୂର୍ବରୁ ଏବେ ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ । ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶାଗତ…

ଏନ୍‌କାଉଣ୍ଟର ଭୟ, ଗାଡ଼ିରେ ବସିବାକୁ ମନା କଲେ ଆଜମ ଖାନ୍‌

ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ଘାରିଲା ଏନ୍‌କାଉଣ୍ଟର ଭୟ। ପୁଲିସ ଗାଡ଼ିରେ ବସିବାକୁ ସଫା ସଫା ମନା କରିଦେଲେ ଆଜମ ଖାନ୍‌। ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ବେଳେ ଏଭଳି କିଛି ଡ୍ରାମା ଦେଖାଇଛନ୍ତି ଏହି ନେତା। ଦୁଇଟି ଜାଲ୍‌ ଜନ୍ମ…

ବାକି ଟଙ୍କା ଆଦାୟକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ

ଗୁଣପୁର: ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ଗୁଣପୁର ସହରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗତ ୬ ମାସ ମଧ୍ୟରେ ସହରରେ ଏହା ତୃତୀୟ ହତ୍ୟାକାଣ୍ଡ । ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟିକା ସାହିର ଠିକାଦାର ଅଶୋକ…

ଚାକିରି ପାଇବା ପରେ ସମୟ ଦେଇପାରିଲେନି ପତ୍ନୀ, ମାରିଦେଲା ସ୍ୱାମୀ

ସାଧାରଣତଃ ବୃତ୍ତିଗତ ମହିଳାମାନେ ବ୍ୟସ୍ତ ରହନ୍ତି। କାର୍ଯ୍ୟ ଭାର କାରଣରୁ ଘରକୁ ବିଶେଷ ସମୟ ଦେଇପାରନ୍ତି ନାହିଁ। ଆଉ ଏହି କାର୍ଯ୍ୟ ବ୍ୟସ୍ତତା ଜଣେ ମହିଳାଙ୍କ ପାଇଁ କାଳ ସାଜିଛି! ପରିବାରକୁ ଟାଇମ୍ ଦେଇନପାରିବାରୁ ଜଣେ କନଷ୍ଟେବଳଙ୍କୁ ତାଙ୍କ ସ୍ୱାମୀ ହତ୍ୟା…

ଜଣଙ୍କର ଚାଲିଗଲା ଜୀବନ, ଆଉ ଜଣେ ଗୁରୁତର

ଗଞ୍ଜାମ : ଖଲ୍ଲିକୋଟ ରମ୍ଭା ଥାନା ବଡରାମପଲ୍ଲୀ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଗାଁ ରାସ୍ତାରେ…