Month: October 2023

ଭୂମିକମ୍ପରେ ଥରିଲା ମିଆଁମାର

ନେପାଳ ପରେ ଥରିଲା ମିଆଁମାର୍‌। ଆଜି ସକାଳେ ଏଠି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସୂଚନା ମୁତାବକ, ଆଜି ସକାଳ ୬ଟା ବେଳେ ମିଆଁମାର୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।…

ଦଶହରା ଭିଡ ପାଇଁ କଟକ-ଭୁବନେଶ୍ୱରରେ ୧୦ ଘଣ୍ଟା ଭାରିଯାନ ଚଳାଚଳ ବନ୍ଦ

ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦଶହରା ଉତ୍ସବ ପାଳନ ବେଳେ ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି,…

ଭାରତକୁ ୨୭୪ ରନର ଟାର୍ଗେଟ

ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ନ୍ୟୁଜିଲ୍ୟାଣ୍ଡର ଷ୍ଟାର ବ୍ୟାଟର ଡାରେଲ ମିଚେଲ। ଧର୍ମଶାଲାରେ ମିଚେଲଙ୍କ ବ୍ୟାଟରୁ ବାହାରିଛି ଦମଦାର ଶତକ। ଏହି ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ ରନ କରିଛି।…

ଟ୍ରକକୁ ଧକ୍କା ହେଲା କାର୍‌: ୨ ଜଣଙ୍କ ମୃତ୍ୟୁ, ୫ ଗୁରୁତର

ଗଞ୍ଜାମ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍‌କୁ ଧକ୍କା ଦେଇଛି କାର। ଏଥିଯୋଗୁ ଘଟଣା ସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଏବେ କାର୍‌ରେ ଥିବା ଆଉ ୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ…

ଆପଣଙ୍କ ଘରେ ମା-ଭଉଣୀ ଅଛନ୍ତି କି ନାହିଁ? ଏଭଳି ପ୍ରଶ୍ନ ପଚାରିଲେ ରାଜ୍ୟପାଳ

ପାଟନା: ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କହିଛନ୍ତି ଯେ ସନାତନ ଧର୍ମକୁ କଟାକ୍ଷ କରୁଥିବା ବ୍ୟକ୍ତିଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ସନାତନ ଧର୍ମକୁ ଭୁଲ ବୋଲି କହୁଛନ୍ତି ସେମାନେ ନିଜେ ଭୁଲ୍ | ସନାତନ ଧର୍ମର ଶକ୍ତି…

୨୨୦ ଓଏଏସ୍ ଅଫିସରଙ୍କ ବଦଳି

ରାଜ୍ୟ ସରକାର ଶନିବାର ବିଳମ୍ବିତ ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏହି ବଦଳି ନିର୍ଦ୍ଦେଶ ସହ ସମସ୍ତ ଅଫିସରଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି ଓ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ…

ଚୀନ୍‌ LACରେ ତିଆରି କରିଛି ହେଲିପ୍ୟାଡ୍‌ ଓ ଅନେକ ରାସ୍ତା

ସୁଧୁରୁନି ଚୀନ୍‌। ବାରମ୍ବାର ଦେଖାଉଛି ନିଜ ଦାଦାଗିରି। ବାସ୍ତିବକ ନିୟନ୍ତ୍ରଣ ରେଖାରେ ଚଲାଇଛି ନିଜର ମନମାନି। ଏଲ୍‌ଏସିକୁ ଲାଗି ତିଆରି କରିଛି ଏକାଧିକ ସୁଦୃଢ଼ ରାସ୍ତା। କେବଳ ସେତିକି ନୁହେଁ ହେଲିପ୍ୟାଡ୍‌ ଓ ବିମାନ ବନ୍ଦର ମଧ୍ୟ ତିଆରି କରିଛି ଚୀନ୍‌।…

ବିଧାୟକଙ୍କ ନିଲମ୍ବନ ବାତିଲ କଲା ବିଜେପି, ଦେଲା ଟିକେଟ୍‌

ପାଖେଇ ଆସୁଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ଆସନ୍ତା ନଭେମ୍ବର ୩୦ ତାରିଖରେ ଏଥିପାଇଁ ପଡିବ ଭୋଟ। ତେବେ ଏହା ପୂର୍ବରୁ ବିଜେପି ତା’ର ପ୍ରର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀ କରିଥିବା ବିଧାୟକ ଟି. ରାଜା ସିଂହଙ୍କ…

‘ନର୍କ ହୋଇଗଲାଣି ଜୀବନ’, ନିଜ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ଜୀବନ ନର୍କ ହୋଇଗଲାଣି।। ଯୋଗଯୋଗ ପୂରା ବିଚ୍ଛିନ୍ନ ହୋଇସାରିଛି। ସେମାନେ ଜୀବିତ ଅଛନ୍ତି ନା ନାହିଁ ସେ ନେଇ କୌଣସି ସୂଚନା ମିଳୁନାହିଁ। ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି ଆମେ ଏଠି ପଡି ରହିଛୁ। ଆମର ୨୦୦ରୁ ଅଧିକ ଲୋକ…

ଛତିଶଗଡ଼ରେ ବିଜେପି-କଂଗ୍ରେସ ପାଇଁ ଚିନ୍ତାର କାରଣ ସାଜିଲା ନୂଆ ଦଳ

ରାୟପୁର: ଛତିଶଗଡରେ ବିଧାନସଭା ନିର୍ବାଚନ ପାଖେଇ ଆସିଥିବାବେଳେ ଏବେ କଂଗ୍ରେସ ଏବଂ ବିଜେପିକୁ ଅକଳରେ ପକାଇଦେଇଛି ଛତିଶଗଡ କ୍ରାନ୍ତି ସେନା | ବାସ୍ତବରେ ଗତକାଲି ଏହି ନୂଆ ଦଳ ବାବଦରେ ଘୋଷଣା ହୋଇଥିଲା | କେବଳ ଘୋଷଣା ହୋଇନାହିଁ ବରଂ ଏହି…