Month: September 2023

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଡ଼ ମାରି ଘରେ ନିଆଁ ଲଗାଇଦେଲେ ଯୁବକ

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ତାଙ୍କ ଘରେ କିଛି ଯୁବକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ନିଆଁରେ ଘରର ସବୁ ଆସବାବ ପତ୍ର ପୋଡ଼ି ଯାଇଛି। ହେଲେ ଦୁର୍ଘଟଣାରେ…

ଭାରତ ଖୋଜୁଥିବା ଆତଙ୍କବାଦୀକୁ ପାକିସ୍ତାନ ଅଧିକୃତ କଶ୍ମୀରରେ ଗୁଳି ମାରି ହତ୍ୟା

ଜମ୍ମୁ: ପାକିସ୍ତାନ ଅଧିକୃତ କଶ୍ମୀରର ରୱାଲକୋଟ୍‌ରେ ଥିବା ‘ଅଲ୍‌-କ୍ବୁଦୁସ୍‌’ ମସ୍‌ଜିଦ୍‌ ଭିତରେ ଶୁକ୍ରବାର ଦିନ ଅଜ୍ଞାତ ବନ୍ଧୁକଧାରୀମାନେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ର ଜଣେ ଶୀର୍ଷସ୍ତରୀୟ କମାଣ୍ଡର୍‌ଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।ନିହତ ଆତଙ୍କବାଦୀ ହେଉଛନ୍ତି ରିୟାଜ୍‌…

ଉଦ୍ୟୋଗୀଙ୍କ ହବ୍ ହେବ ଓଡ଼ିଶା, ୧୧ରେ ଦୁଇଟି ଷ୍ଟାର୍ଟଅପ ଅଭିଯାନର ହେବ ଉଦଘାଟନ

ଭୁବନେଶ୍ୱର: ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ରାଜ୍ୟରେ କେବେ ଶିଳ୍ପ କେନ୍ଦ୍ର ନଥିଲା, କିନ୍ତୁ ଏବେ ଉଦ୍ୟୋଗୀଙ୍କ ବିକାଶ ପାଇଁ ବାଟ ଫିଟିଛି। ଶୁକ୍ରବାର ଭୁବନେଶ୍ୱରରେ ଦ୍ୱିତୀୟ ଷ୍ଟାର୍ଟଅପ୍ ଯାତ୍ରା ଅଭିଯାନର ଶୁଭାରମ୍ଭ ବାବଦରେ ପ୍ରତାପ ଦେବ ଏହା…

ଅକ୍ଷୟ କୁମାର ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି । ଏ ନେଇ ଆଜି ସକାଳୁ ସେ…

ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଆସାମୀ

ଆଠଗଡ଼ : ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଆସାମୀ । କିଛି ଦିନ ତଳେ ବହୁ ଚର୍ଚ୍ଚିତ ଆମ୍ବୃତ ମଣୋହି ପାଟଣା ଗ୍ରାମ ବୋମା ମାଡ଼ ଘଟଣାରେ ଫେରାର ରହିଥିଲା ଏହି ଆସାମୀ। ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଉଠାଇ…

ଆଜିଠୁ ଜି-୨୦ ଶିଖର ସମ୍ମିଳନୀ; ଭାରତ ମଣ୍ଡପମ୍‌ରେ ଏକାଠି ହେବେ ବିଶ୍ୱସ୍ତରୀୟ ନେତା

ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ। ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ରାଷ୍ଟ୍ରମୁଖ୍ୟମାନେ ଆସି ପହଞ୍ଚି ସାରିଥିବା ବେଳେ ଆଜି ବିଶ୍ୱ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏକାଠି ହେବେ ବିଶ୍ୱର…

ଦଳୀୟ ନେତ୍ରୀଙ୍କୁ ଫୋନରେ ଅଶ୍ଳୀଳ କଥା କହି କେନ୍ଦ୍ରାପଡା ବ୍ଲକ ସଭାପତି ବିଜେଡିରୁ ନିଲମ୍ବିତ

କେନ୍ଦ୍ରାପଡା: ଜିଲ୍ଲାର ଜଣେ ବ୍ଲକ ଅଧ୍ୟକ୍ଷଙ୍କୁ ଶୃଙ୍ଖଳାଗତ କାରଣ ଦର୍ଶାଇ ନିଲମ୍ବିତ କରିଛି ବିଜୁ ଜନତା ଦଳ। କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଶୁକ୍ରବାର ଏକ ସରକାରୀ ଚିଠିରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ, ସନ୍ଧ୍ୟା ଧୂପ ପରେ କରାଯିବ ସୁସଜ୍ଜିତ

ପୁରୀ: ଗତ ମଙ୍ଗଳବାର ଦିନଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଛି । ଆଜି ଭାଦ୍ରକୃଷ୍ଣ ଦଶମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଆଜି ଠାରୁ ଶ୍ରୀଜିଉଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ ।…

ଜଳସେଚନ ଜମି ଜବରଦଖଲ ଅଭିଯୋଗ, ହସ୍ତକ୍ଷେପ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ସାଂସଦଙ୍କ ଅନୁରୋଧ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଜମି ଜବରଦଖଲ ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ଆସିବାର ଗୋଟିଏ ଦିନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଗରିବ ଚାଷୀଙ୍କ…

ଗାଡି ଭିତରୁ ଜବତ ହେଲା ଗୋରୁ ମାଂସ, ୪ ଅଟକ

ମୟୂରଭଞ୍ଜ : ମୟୂରଭଞ୍ଜ ଝାରପୋଖରିଆ ଥାନା ସାରସକଣାରେ ଗୋ ମାଂସ ଜବତ । ଘଟଣାରେ ୪ ଜଣକୁ ଅଟକ ରଖିଛି ପୋଲିସ । ୨ ଜଣ ଗୋ ମାଂସ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗତକାଲି ରାତି ପ୍ରାୟ ୧୧…