Month: September 2023

ମନ୍ଦିର ସିଢିରେ ଉଦୟନିଧି ଷ୍ଟାଲିନଙ୍କ ଫଟୋ, ପାଦରେ କୁଦି ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଏବଂ ହିନ୍ଦୁ ଧର୍ମ ଉପରେ ଟିପ୍ପଣୀ ଦେବା ପାଇଁ ସମଗ୍ର ଭାରତରେ ହଙ୍ଗାମା ହୋଇଛି । ଏଭଳି ମନ୍ତବ୍ୟଙ୍କୁ ସମଗ୍ର ଭାରତରେ ବିରୋଧ କରାଯାଉଛି । ଦେଶରେ ଏହାକୁ ନେଇ…

ସମ୍ବଲପୁରରୁ ଚିହ୍ନଟ ହେଲେ ଆଉ ୩ ଆକ୍ରାନ୍ତ

ସମ୍ବଲପୁର: ଡ଼େଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରପ ଟାଇଫସ ଆତଙ୍କ । ଟ୍ରମ୍ବୀ କୁଲାଇଟ କୀଟ କାମୁଡିବ ଦ୍ୱାରା ଏହି ଜ୍ୱର ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି କୀଟ…

କେରଳରେ 2 ମୁଣ୍ଡ ନେଲାଣି ନିପା ଭାଇରସ୍

ଡରାଉଛି ନିପା ଭାଇରସ୍। କେରଳକୁ ଗଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍। କୋଜିକୋଡରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଠାକୁ ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ପଠାଇଛନ୍ତି। ଅଗଷ୍ଟ ୩୦ରେ ଜଣେ…

୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେପି

ଭୁବନେଶ୍ୱର: ୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟହାର କଲା ବିଜେପି । ଭଦ୍ରକ ଜିଲ୍ଲାର ଏହି ତିନି ତୃଣମୂଳ ସ୍ତର କର୍ମୀଙ୍କୁ ଦଳରେ ସାମିଲ କରାଇଛି ଦଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ର ଦାସ, ସୁବାସ ମୁଦୁଲି…

ଏଆର୍‌ ରେହମାନ୍‌ଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ବେଳେ ଟ୍ରାଫିକ୍‌ ଜାମ୍‌ରେ ଫସିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ଗାଡ଼ି ଟ୍ରାଫିକ୍‌ ଜାମ୍‌ରେ ଫସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ରହିଛି ଯେ ଏଠାରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ‘ମରକ୍କୁମା ନେନଜାମ୍‌’ ଚାଲିଥିଲା। ଏହି ସମୟରେ ଇଷ୍ଟ୍‍ କୋଷ୍ଟ୍‍…

ଜି୨୦ ସମ୍ମିଳନୀ ସମୟରେ ହୋଟେଲ ତାଜ ପ୍ୟାଲେସରୁ ମିଳିଥିଲା ଚୀନ ପ୍ରତିନିଧିଙ୍କ ରହସ୍ୟମୟ ବ୍ୟାଗ

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି- ୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଏହି ସମ୍ମିଳନୀ ଶେଷ ହେବା ପରେ ଜି-୨୦ କମିଟି ପକ୍ଷରୁ ଏକ ବଡ ଘଟଣା ସାମ୍ନାକୁ ଆସିଛି । ୨ ଦିନ ଧରି ଚାଲିଥିବା ଶିଖର ସମ୍ମିଳନୀରେ…

ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

କଟକ: ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ । କହିବାକୁ ଗଲେ କଟକରେ ଏଇ କିଛି ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ କଟକର ଅନେକ କ୍ଲିନିକରେ ଚଢାଉ କରାଯାଇ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା…

ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ ମୃତ

ଭିଏତ୍‌ନାମ ରାଜଧାନୀ ହନୋଇରେ ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସମୟାନୁସାରେ, ସେପ୍ଟେମ୍ବର ୧୩ ତାରିଖ ବିଳମ୍ବିତ ରାତିରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏଏନ୍‌ଆଇ ରିପୋର୍ଟ ମୁତାବକ,…

ଚଳିତ ବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ଵର: ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲଗାତାର ଭାବରେ ଗତ ୬ ବର୍ଷ…

ଆଜମ ଖାନଙ୍କ ୬ଟି ସ୍ଥାନରେ ଚଢଉ କରିଛି ଆୟକର ବିଭାଗ

ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ପାଇଁ ପୁଣି ବଢିଲା ସମସ୍ୟା । ରାମପୁର ଠାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆୟକର ବିଭାଗ ଚଢଉ କରିଛି । ଲକ୍ଷ୍ନୌ, ରାମପୁର, ମେରଠ, ଗାଜିଆବାଦ,…