Month: August 2023

ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡ଼ିହା ଗାଁ ନିକଟରେ ଅଭାବନୀୟ ଘଟଣା । ଦୁର୍ଘଟଣାରେ ଗୋଟିଏ ଟ୍ରକ ଜଳିବା ସହ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

ସୀମା ଭାରତରେ ପଶିବା ଘଟଣାରେ ୨ ସୁରକ୍ଷା କର୍ମୀ ନିଲମ୍ବିତ

ନେପାଳ ରାସ୍ତା ଦେଇ ଭାରତରେ ପଶିଥିବା ପାକିସ୍ତାନର ସୀମା ହୈଦରଙ୍କୁ ନେଇ ଚର୍ଚ୍ଚା ଥମିବାରେ ନାଁ ଧରୁନି। ସୀମା ଅବୈଧ ରୂପେ ନେପାଳ ନେଇ ଭାରତରେ ପ୍ରବେଶ କରିଥିବା ବେଳେ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର।…

ବନ୍ୟା ସ୍ଥିତି ପାଇଁ ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସବୁ ସ୍କୁଲ ଛୁଟି

ଭଦ୍ରକ: ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା…

ଚେତନଙ୍କ ପତ୍ନୀଙ୍କ ଚାଞ୍ଚଲ୍ୟକର ବୟାନ – ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ

‘ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ। ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଦୀର୍ଘ ଦିନ ହେଲା ସେ ଏହି ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ବି ଚାଲିଛି।’ ଗତ ୩୧ ତାରିଖରେ ମୁମ୍ବାଇରେ ଚଳନ୍ତା ଜୟପୁର-ମୁମ୍ବାଇ ଟ୍ରେନରେ…

ମହାନଦୀରେ ୨୦ ଫୁଟର ଘାଇ, ଚାଲିଛି ମରାମତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ଜିଲ୍ଲାର ତେରମାଣପୁର, ପୋଟସାହି ଓ ମଠ ସାହି…

ଜଳିଲା ମଣିପୁର; ସୈନ୍ୟ ଶିବିର ଉପରେ ଆକ୍ରମଣ ପରେ ଗୁଳି, ବାରୁଦ ଲୁଟ୍‌

ପୁଣି ଥରେ ଜଳି ଉଠିଛି ମଣିପୁର। ରାଜ୍ୟର ବିଷ୍ଣୁପୁର ସମେତ ବହୁ ଜାଗାରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି । ଫଳରେ ପୁଣି ଥରେ ମଣିପୁର ଅଶାନ୍ତ ହେବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ

ଯାଜପୁର: ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉପୁଜି ଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ବୁଧବାର ଦିନ ଏକ ଜରୁରୀ ବୈଠକ ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ସହିତ କରି ସାରିବା ପରେ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ…

ଅଗଷ୍ଟ ୫ ତାରିଖରୁ ଆପଣ ବି ବୁଲି ଦେଖି ପାରିବେ ଓଡ଼ିଶା ହାଇକୋର୍ଟ

କଟକ: ହାଇକୋର୍ଟ କମ୍ପ୍ଲେକ୍ସରେ କଣ ଅଛି ? କେଉଁଠି କେଉଁ ସୁବିଧା ମିଳେ । ଏଣିକି ଏ ସମସ୍ତ ବିଷୟରେ ଜାଣି ପାରିବେ ସର୍ବସାଧାରଣ । ଅଗଷ୍ଟ ୫ ତାରିଖରୁ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ କମ୍ପ୍ଲେକ୍ସରେ ଆରମ୍ଭ ହେଉଛି ଗାଇଡେଡ୍…

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କାଲି ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ମହାପ୍ରଭୁଙ୍କ ବନକ ଲାଗି ନୀତି ମୁଖ୍ୟ ପ୍ରସଙ୍ଗ ରହିବ । ନୀଳାଦ୍ରି…

ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ସିଇଓ ହେଲେ ଶିବପ୍ରସାଦ ସାମନ୍ତରାୟ

ଭୁବନେଶ୍ୱର: ଶିବପ୍ରସାଦ ସାମନ୍ତରାୟଙ୍କୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ମୁଖ୍ଯ କାର୍ଯ୍ୟନିର୍ବାହା ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଶିବପ୍ରସାଦ ପୂର୍ବତଟ ରେଳପଥ (ବ୍ରିଜ୍ ୱାର୍କ୍ସ)ର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି…