Month: June 2023

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବେ ଡେଭିଡ ୱାର୍ଣ୍ଣର

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ବରିଷ୍ଠ ଖେଳାଳି ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆଇସିସି ଏହି ସୂଚନାକୁ ନିଜ ଅଧିକାରୀକ ୱେବସାଇଟରେ ସେୟାର କରିଛି। ସେ ଜାନୁଆରି ୨୦୨୪ରେ ପାକିସ୍ତାନ ବିପକ୍ଷରେ ନିଜ ଟେଷ୍ଟ…

ସରକାରଙ୍କୁ ଲ’ କମିସନଙ୍କ ସୁପାରିସ, ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ

ନୂଆଦିଲ୍ଲୀ: ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ। ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ୧୨୪କ ଧାରାରେ ରାଜଦ୍ରୋହ ସଂପର୍କରେ ଅବତାରଣା କରାଯାଇଛି। ତେବେ ଏହାକୁ କେଉଁସବୁ ପରିସ୍ଥିତିରେ ଲାଗୁ କରାଯିବା ଆବଶ୍ୟକ ସେଥିରେ ସଂଶୋଧନ ଅଣାଯିବା ଉଚିତ ବୋଲି ଅବସରପ୍ରାପ୍ତ ବିଚାରପତି…

୫୯ବର୍ଷ ତଳେ ପୂରା ଟ୍ରେନକୁ ଗିଳି ପକାଇଥିଲା ସମୁଦ୍ର, ମିଳିନଥିଲା ବଗିର ପତ୍ତା

ନୂଆଦିଲ୍ଲୀ: ଶୁକ୍ରବାର ରାତି ସାରା ଭାରତ ବର୍ଷ ପାଇଁ କଳା ରାତି ଥିଲା। ବାଲେଶ୍ବରର ବାହାନଗାରେ ଏକା ସାଙ୍ଗରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ଓ ୨୬୧ଜଣକର ଜୀବନ ଚାଲିଯିବା ଖବର ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ୧୦୦୦ରୁ…

ବାହାନଗା ରେଳ ଦୁର୍ଘଟଣାକୁ ନେଇ ବିମାନ କମ୍ପାନୀଙ୍କୁ ତାଗିଦ, ମନ ଇଛା ଭଡା ବଢାଅ ନାହିଁ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ସମ୍ପୂର୍ଣ୍ଣ ଆକ୍ସନ ମୁଡ଼ରେ ଅଛନ୍ତି କେନ୍ଦ୍ର ସରକାର | ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ୟ ରାଜ୍ୟକୁ ଯାଉଥିବା ବିମାନ ବା ଅନ୍ୟ…

ଟଳିଗଲା ଆଉ ଏକ ବଡ଼ ରେଳ ଦୁର୍ଘଟଣା, ବର୍ତ୍ତିଗଲା ଏଗମୋର୍ ଏକ୍ସପ୍ରେସ, ରେଳଧାରଣା ଉପରେ ରଖାଯାଇଥିଲା ଟ୍ରକ୍ ଟାୟାର

ତ୍ରିଚି : ଓଡ଼ିଶାର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ କେବଳ ଦେଶ ନୁହେଁ, ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି । ଏହି ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ କମିଟି ପକ୍ଷରୁ ତଦନ୍ତ ଜାରି ରହିଛି। ଏହା ମାନବୀୟ କିମ୍ବା…

ଟ୍ରେନ ଟ୍ରାଜେଡିକୁ ନେଇ ପାକିସ୍ତାନ, ତାଲିବାନ, ପୁଟିନଙ୍କ ସମେତ ପୂରା ବିଶ୍ୱର ଶୋକ

ନୂଆଦିଲ୍ଲୀ : ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ପୂରା ବିଶ୍ୱ ଶୋକ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ ଜଣ ଆହତ ହୋଇଛନ୍ତି। ଏବେ ବି ଅନେକ…

୧୯ଟି ବ୍ୟାଙ୍କକୁ ୬ ହଜାର ୫୨୪ କୋଟିର ଚୁନ ଲଗାଇଛି ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍

ନୂଆଦିଲ୍ଲୀ : ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକମାନେ ପ୍ରାୟ ୧୯ଟି ବ୍ୟାଙ୍କକୁ ୬ ହଜାର ୫୨୪ କୋଟି ଠକିଥିବା ନେଇ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୨୦୧୬ରୁ ୨୦୧୮ ମଧ୍ୟରେ…

ଇସ୍ତଫା ପ୍ରସଙ୍ଗରେ କହିଲେ ଅଶ୍ବିନୀ – ପ୍ରଥମେ ମାନବୀୟ ସମ୍ବେଦନଶୀଳତା ଆବଶ୍ୟକ

ବାହାନଗା : ବାଲେଶ୍ୱରରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ଅକାଳରେ ୩ ଶହ ପାଖାପାଖି ଜୀବନ ଚାଲି ଯାଇଥିବା ବେଳେ ବହୁ ଘର ଉଜୁଡ଼ି ଯାଇଛି। କିଏ ନିଜ ପୁଅକୁ ହରାଇଛି ତ କିଏ ନିଜ ବାପାମା’ଙ୍କୁ ହରାଇଛି। ନିଜ ଆତ୍ମୀୟଙ୍କ ମୃତଦେହ…

ଦୁର୍ଘଟଣାସ୍ଥଳ ବୁଲିଲେ ମମତା ବନାର୍ଜୀ, ନିଜ ରାଜ୍ୟର ମୃତକଙ୍କ ପାଇଁ ଘୋଷଣା କଲେ ୫ଲକ୍ଷ

ବାହାନଗା : ଗତକାଲି ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ। ଏଥିସହ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି…

ସିଗ୍ନାଲ ଫେଲ୍‌ ଯୋଗୁ ଘଟିଛି ଭୟଙ୍କର ଦୁର୍ଘଟଣା

ନୂଆଦିଲ୍ଲୀ : ବାଲେଶ୍ୱର ଟ୍ରେନ ଟ୍ରାଜେଡିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଥିବା ବେଳେ ୨୪ ଘଣ୍ଟା ନ ପୁରୁଣୁ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁ ଏତେ ବଡ଼ ଘଟଣା…