ବାଇକ-ବୋଲେରୋ ମୁହାଁମୁହିଁ, ଜଣେ ମୃତ, ୨ ଗୁରୁତର
ଯାଜପୁର: ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା । ଜଣେ ମୃତ, ୨ ଗୁରୁତର । ଯାଜପୁର ଥାନା ଯୋଡିକୂଅ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଏସ୍. କେ. ମୋତି । ଗୁରୁତର ଦୁଇ ଯୁବକ ହେଲେ…
ଯାଜପୁର: ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା । ଜଣେ ମୃତ, ୨ ଗୁରୁତର । ଯାଜପୁର ଥାନା ଯୋଡିକୂଅ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଏସ୍. କେ. ମୋତି । ଗୁରୁତର ଦୁଇ ଯୁବକ ହେଲେ…
ନୂଆଦିଲ୍ଲୀ : ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଶକୁନି ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲ (ସରବଜିତ ସିଂହ ପେଣ୍ଟଲ)ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେତୁ…
ନୂଆଦିଲ୍ଲୀ : ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଯୋଗୁ ୨୭୫ ଜଣଙ୍କ ଜୀବନ ଯିବା ପରେ ରେଳବାଇ ବୋର୍ଡ ଆକ୍ସନ ମୋଡକୁ ଆସିଛି। ବୋର୍ଡ ପକ୍ଷରୁ ସମସ୍ତ ଭାରତୀୟ ରେଳବାଇର ସମସ୍ତ ୧୯ଟି ଯାକ ଜୋନରେ ସୁରକ୍ଷା…
ବେଙ୍ଗାଲୁରୁ : ଟୋଲା ପ୍ଲାଜାରେ ଲାଗିଥିବା ବୁମ ବ୍ୟାରିୟର ବା ଗେଟ୍ ଖୋଲିବାରେ ସାମାନ୍ୟ ବିଳମ୍ବ ହେବାରୁ ଘଟିଛି ଅଭାବନୀୟ ଘଟଣା। ଗେଟ ଖୋଲିବାରେ ବିଳମ୍ବ ହେବାରୁ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ୪ ଜଣ ଲୋକ ପିଟିପିଟି ହତ୍ୟା କରିଛନ୍ତି।…
କୋଲକାତା : ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଓ ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ। ଏନେଇ ରେଳବାଇ ବୋର୍ଡ ସୁପାରିସ କରିଛି। ବାଲେଶ୍ୱରର ବାହାନଗାରେ ଘଟିଥିବା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ହଜାରେରୁ ଅଧିକ…
କୋଲ୍କାତା: ପିଲାମାନଙ୍କୁ ନେଇ ଦୁବାଇ ଯିବାକୁ ବାହାରିଥିବା ‘ତୃଣମୂଳ କଂଗ୍ରେସ’ ନେତା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ଆଜି ‘ଇମିଗ୍ରେସନ୍ ଅଥରିଟି’ ଦମ୍ଦମ୍ ବିମାନ ବନ୍ଦରରେ ଅଟକାଇଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦେଶାଳୟ ରୁଜିରାଙ୍କ ନାଁରେ ‘ଲୁକ୍-ଆଉଟ୍ ସର୍କ୍ୟୁଲାର୍’ ଜାରି କରିଥିଲା।…
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ।ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ମନୀଷ ସିସୋଦିଆ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ, ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ…
ଭୁବନେଶ୍ବର : ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ପକ୍ଷରୁ ୨୦୨୩ର ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ଶିକ୍ଷା ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ସୋମବାର ଏହି ତାଲିକା ଜାରି କରିଛନ୍ତି । ଏହି ତାଲିକାରେ…
ବାରାଣାସୀ: ବାରଣାସୀର ‘ଏମପି-ଏମଏଲଏ କୋର୍ଟ’ ଅବଧେଶ ରାୟ ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି। ଏହି ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ତାଙ୍କୁ ୧…
ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧୀ ଏକତା ଅଭିଯାନକୁ ବଡ଼ ଝଟକା ଲାଗିଛି। ବିହାରରେ ଜୁନ୍ ୧୨ତାରିଖରେ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକକୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି। ଏବେ ଏହି ବୈଠକର ତାରିଖ ପରେ ସ୍ଥିର…