Month: June 2023

ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ! ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ : ପୁଣି ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ୩ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ ବୈଠକର…

‘ମହିମା ମଠ ରାଜନୈତିକ ରଣକ୍ଷେତ୍ର ନୁହେଁ, ଟଙ୍କା ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିପାରିବେନି’

ଗଁନ୍ଦିଆ/ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡିଛି । ଏଠି ବାବୁମାନେ ପ୍ରତିନିଧି । ବାବୁ ମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର…

ବାହାନଗା ରେଳ ଷ୍ଟେସନରେ ୨୬ ଦିନ ପରେ ଆଜିଠୁ ପୁଣି ଟ୍ରେନ୍ ସେବା ଆରମ୍ଭ

ବାହନଗା: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ୨୬ ଦିନ ପରେ ଆଜିଠୁ ସ୍ବାଭାବିକ ହେବାକୁ ଯାଉଛି ରେଳସେବା। ଦୁର୍ଘଟଣାରେ ୨୯୨ ଜଣଙ୍କୁ ମୃତ୍ୟୁ ଘଟିଛି। ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ରେଳସେବା ସାମୟିକ ପାଇଁ ବନ୍ଦ ରହିଥିଲା। ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ…

୫ ଦିନିଆ ରିମାଣ୍ଡରେ ଗଲେ ଅତିରିକ୍ତ ଉପ ଜିଲ୍ଲାପାଳ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରାପଡିଥିବା ନବରଙ୍ଗପୁରର ଅତିରକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ୫ ଦିନିଆ ରିମାଣ୍ଡ ପାଇଁ ବୁଧବାର ଅନୁମତି ଦେଇଛନ୍ତି ସୁନ୍ଦରଗଡ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ…

କେନ୍ଦୁଝର ଟ୍ରକ ଦୁର୍ଘଟଣା , ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଗତ ରାତିରେ କେନ୍ଦୁଝର ଜିଲ୍ଲା ଷଠୀଘର ନିକଟରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ହୋଇଥିବା ୫ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ପ୍ରାଣ ହରାଇଥିବା ୫ଜଣ ମୃତକଙ୍କ ପରିବାରକୁ…

ବିଡିଓଙ୍କ ଭିଡିଓ ଭାଇରାଲ୍, ଦୌଡ଼ି ଆସି ରାସ୍ତା ଉପରେ ମାରୁଛନ୍ତି ଚାପୁଡ଼ା

ପାରାଦୀପ: ଗାଡ଼ିରୁ ଓହ୍ଲାଇ ଆସିଲେ, ରାସ୍ତା ଉପରେ ବ୍ୟକ୍ତିଙ୍କ ଗାଲକୁ କଷି ଦେଲେ । ଭଦ୍ର ବେଶରେ ଥିବା ଏ ବାବୁ ଜଣଙ୍କ କିଏ ? କାହିଁକି ରାସ୍ତା ଉପରେ ରୋବାବ୍ ଦେଖାଉଛନ୍ତି ? ସିସିଟିଭିରେ ରେକର୍ଡ ଭାଇରାଲ୍ ହେଉଥିବା ଏ…

ବାହୁଡ଼ାରେ ଅଘଟଣ: ରଥ ଦଉଡି ଛିଡି ସେବାୟତ ଆହତ, ଶ୍ୱାସରୁଦ୍ଧ ହୋଇ ୮ ଅସୁସ୍ଥ

ପୁରୀ:ଏଥର ରଥଯାତ୍ରାରେ ଅଘଟଣ ଯେମିତି ପିଛା ଛାଡୁନି । ଗୁଣ୍ଡିଚା ଯାତ୍ରାରେ ଦଳାଚକଟାରେ ୧୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତିନି ରଥ ଶରଧାବାଲିରେ ଲାଗି ପାରି ଥିଲା । ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ଠାକୁର…

ଲଗାଣ ବର୍ଷା କାରଣରୁ ଟମାଟୋ ଦର ବଢ଼ିଛି : ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଟମାଟୋ ଦର । ସପ୍ତାହକରେ ୧୦୦ ଟଙ୍କା ପାର୍ କରିଛି ଟମାଟୋ ଦର। ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ରାଜଧାନୀ ଭୁବନେଶ୍ୱରରେ ଟମାଟୋ କିଲୋ ପିଛା…

ଇସ୍ତଫା ଦେଲେ ବିଜେଡି ରାଜ୍ୟ ସମ୍ପାଦକ

ଭୁବେନଶ୍ୱର: ୫ଟି ସଚିବ କାର୍ଯ୍ୟକୁ ନେଇ ଖାଲି ବିରୋଧୀ ତାତି ନାହାନ୍ତି । ଦଳ ଭିତରେ ବି କୁହୁଳୁଛି ଅସନ୍ତୋଷର ନିଆଁ । ଏହି ନିଆଁ ଆଜି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର…

ଏକାମ୍ର କ୍ଷେତ୍ର ବିକାଶକୁ ବିରୋଧ କରୁଥିବା ବିଜେପି ନେତାଙ୍କୁ କ୍ଷମା ଦେବେନି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: ଆଜି ଶେଷ ହେବ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ । ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ଏକାମ୍ର ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ବିଜେଡି-ବିଜେପି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ…