Month: June 2023

ବିଦେଶରେ ଦେଶକୁ ଗାଳିଦେବା ରାହୁଲଙ୍କ ଅଭ୍ୟାସ : ଜୟଶଙ୍କର

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ରାହୁଲ ଗାନ୍ଧିଙ୍କର ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି ଏବଂ ଯେତେବେଳେ ବି ସେ ଭାରତ ବାହାରକୁ ଯାଆନ୍ତି, ସେ…

ଚଳିତ ବର୍ଷର ପ୍ରଥମ ବାତ୍ୟା ‘ବିପର୍ଯ୍ୟୟ’ ଆରବ ସାଗରରେ : ଘନୀଭୂତ ହେବାରେ ଲାଗିଛି

ମୁମ୍ବାଇ : ଚଳିତ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ‘ବିପର୍ଯ୍ୟୟ’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିଛି। ‘ବିପର୍ଯ୍ୟୟ’ ଏବେ ଗୋଆ ଠାରୁ ୮୬୦…

ମୀରା ରୋଡରେ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା ମାମଲାରେ ଏବେ ନୂଆ ରହସ୍ୟ ଉନ୍ମୋଚିତ

ମୁମ୍ବାଇ: ମୁମ୍ବାଇର ମୀରା ରୋଡରେ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା ମାମଲାରେ ଏବେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି | ହତ୍ୟାକାଣ୍ଡର ଶିକାର ହୋଇଥିବା ସରସ୍ବତୀ ବୈଦ୍ୟ ଅଭିଯୁକ୍ତ ମନୋଜଙ୍କୁ ୨୦୧୪ ମସିହାରେ ଭେଟିଥିଲେ | ସରସ୍ବତୀ, ମନୋଜଙ୍କୁ ଏକ ରାସନ…

ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଜ୍ଞାନବ୍ୟାପୀ ଆବେଦନକାରୀ

ଲକ୍ଷ୍ନୌ : ବାରାଣସୀ ଜ୍ଞାନବ୍ୟାପୀ ମସଜିଦ ମାମଲାର ଜଣେ ଆବେଦନକାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି। କିଛି ଦିନ ତଳେ ସେ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଆଉ ପକ୍ଷ ହେବାକୁ ଚାହୁଁ ନଥିବା କହି ଆବେଦନ ପ୍ରତ୍ୟାହାର…

ଯଦି ପ୍ରଧାନମନ୍ତ୍ରୀ ଆସୁଛନ୍ତି, ତେବେ ବିହାର ପ୍ରତି କିଛି ଧ୍ୟାନ ଦିଅନ୍ତୁ

ପାଟନା: ମେ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବିଜେପି ଦ୍ୱାରା ସାରା ଦେଶରେ ଜନସମ୍ପର୍କ ଅଭିଯାନ ଚାଲିଛି। ଏଥିପାଇଁ ବିଜେପି ପକ୍ଷରୁ ଅନେକ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ମାସରେ ବିହାର ଗସ୍ତରେ…

ଅଧା ଦୁଇ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିଲାଣି

ମୁମ୍ବାଇ : ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ବ୍ୟାଙ୍କକୁ ଏହା ଫେରିବା ଆରମ୍ଭ ହୋଇଛି। ପ୍ରତ୍ୟାହାର ନିଷ୍ପତ୍ତି ପୂର୍ବରୁ ଭାରତୀୟ ବଜାରରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ୫୦% ବ୍ୟାଙ୍କକୁ ଫେରି ସାରିଲାଣି। ୨୦…

ଜୁଲଫିକରଙ୍କ ଭଳି ଇମ୍ରାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ପାକିସ୍ତାନରେ ଚର୍ଚ୍ଚା

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ ସୁପ୍ରିମୋ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ତାଙ୍କ ଦଳର ନେତାଙ୍କୁ ବର୍ତ୍ତମାନର ଶେହବାଜ ସରିଫ୍ ସରକାର ବିଭିନ୍ନ ମାମଲାରେ ଗିରଫ କରୁଛନ୍ତି। ସେପଟେ…

ରାୟଗଡ଼ା ଜିଲ୍ଲାର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ କରାଯିବ: ୫-ଟି ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ…

ଥାନାଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ

ସୁବର୍ଣ୍ଣପୁର : ଦୁଇ ଭାଇଙ୍କ କଳିର ସମାଧାନ କରିବାକୁ ଯାଇ ପୋଲିସ ହଟହଟା । ସୁବର୍ଣ୍ଣପୁର ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ଏହା ହେଉଛି ସୋମବାର ଦିନର ଘଟଣା । ତିଲେଇମାଲ ଗାଁର…

ରେଳ ଦୁର୍ଘଟଣା ମୃତାହତଙ୍କୁ ସହାୟତା, ସରକାରଙ୍କ ପକ୍ଷରୁ ୫ଲକ୍ଷ ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ପ୍ରଦାନ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁର୍ଘଟଣାରେ ବାଲେଶ୍ୱର ଜିଲ୍ଲାର ୧୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଓ…