ସମୁଦ୍ର କୂଳରେ ବାପାଙ୍କ ଆଗରେ ପୁଅକୁ ଖାଇଗଲା ସାର୍କମାଛ
ନୂଆଦିଲ୍ଲୀ: ଲୋକେ ଆତଙ୍କିତ ହୋଇ ଚାହିଁଥିବା ବେଳେ ଇଜିପ୍ଟ୍ର ହୁର୍ଘାଡ଼ାରେ ଥିବା ଏକ ଲୋକପ୍ରିୟ ସମୁଦ୍ର ତଟ ରିସର୍ଟରେ ଜଣେ ୨୩ ବର୍ଷିୟ ରୁଷୀୟ ପର୍ଯ୍ୟଟକଙ୍କୁ ଗୋଟାଏ ସାର୍କମାଛ ଖଣ୍ଡିଆଖାବରା କରି ମାରି ଖାଇ ଦେଇଥିବା କଥା ‘ଦି ଡେଲି ମେଲ୍’…