Month: June 2023

କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ଅଭିଯୋଗ: ପରିବହନ ସଂସ୍ଥାରେ ଚଢ଼ାଉ

କଟକ: କଟକ ମଙ୍ଗୁଳି ଅଞ୍ଚଳରେ ବଡ଼ ଧରଣର ଜିଏସଟି ଚଢ଼ାଉ ଚାଲିଛି। ଆନନ୍ଦ କାରବୋ ସଂସ୍ଥାରେ ଏଭଳି ଚଢ଼ାଉ କରିଛନ୍ତି ଜିଏସଟି ଅଧିକାରୀ। କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ଅଭିଯୋଗ ଚଢ଼ାଉରେ ୨୦ ଜଣ ଜିଏସଟି ଅଧିକାରୀ ସାମିଲ ହୋଇଥିଲେ।…

ଛତ୍ରପୁର ବିଧାୟକଙ୍କ ନାମରେ ଫେକ ଆକାଉଣ୍ଟ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ

ଛତ୍ରପୁର: ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ କୌଣସି ଅସାଧୁ ବ୍ୟକ୍ତି ହଇଜାକ କରିଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ଫଟୋ ଲଗାଇ ଫେକ ଆକାଉଣ୍ଟ କରି ଜନସାଧାରଣଙ୍କୁ ବିଭ୍ରାନ୍ତିକର ସ୍ଥିତି ସୃଷ୍ଟି କରି ବିଧାୟକ ଶ୍ରୀ…

ବାହାନଗା ଟ୍ରାଜେଡି: ୬୬୧ ଜଣଙ୍କୁ ମିଳିଲାଣି ୨୨.୬୬ କୋଟି କ୍ଷତିପୂରଣ

ଭୁବନେଶ୍ବର : ହାନଗା ରେଳ ଦୁର୍ଘଟଣାରେ ମୃତକ ଓ ଆହତଙ୍କୁ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି। ଏଯାବତ୍ ୬୬୧ ଜଣଙ୍କୁ କ୍ଷତିପୂରଣ ରାଶି ମିଳିଥିବା ଦକ୍ଷିଣ ପୂର୍ବ ରେଲୱେର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା…

ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ

ଭୁବନେଶ୍ବର: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିସ । ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ…

ଉଚ୍ଚଶିକ୍ଷା ବିଭାଗରୁ ମନ୍ତ୍ରୀଙ୍କ ପରେ ବିଦା ହେଲେ ସଚିବ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବହିଷ୍କାର କରାଯିବାର କିଛି ଘଣ୍ଟା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମସ୍ତ ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କୁ ପନିସମେଂଟ ସ୍ୱରୂପ ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ହେବ ଝଡ଼ବର୍ଷା ସହ କାଳବୈଖାଖୀ: ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆଗକୁ ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ। ତେବେ, ଏହି ସମୟ ମଧ୍ୟରେ ଦିନ ସମୟରେ ଆକାଶରୁ ନିଆଁ ବର୍ଷିବା ସହ ଅପରାହ୍ନ/ ସନ୍ଧ୍ୟା ବେଳକୁ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ…

ମୁଖ୍ୟମନ୍ତ୍ରୀଙ୍କର ଅଧିକ ଆଶା ଥିଲା: ରୋହିତ ପୂଜାରୀ

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳରୁ ଆଜି ବାଦ୍ ପଡ଼ିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ…

କୋହ୍ଲାପୁର ହିଂସାକାଣ୍ଡରେ ଲିପ୍ତ ଲୋକଙ୍କୁ ଗୁଳି କରିଦେବା ଉଚିତ୍.. ଯେପରି ଉତ୍ତରପ୍ରଦେଶରେ ହେଉଛି : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ରର କୋହ୍ଲାପୁର ହିଂସାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ସିନ୍ଦେ ସରକାରଙ୍କୁ ବଡ଼ ସମାଲୋଚନା କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରର କୋହ୍ଲାପୁରରେ ଔରଙ୍ଗଜେବ ବିବାଦ ଏବଂ ପରବର୍ତ୍ତୀ ହିଂସା ପାଇଁ ରାଜ୍ୟ ସରକାର ଦାୟୀ।…

ମୁଁ ଇଡିର କ୍ରୀତଦାସ ନୁହଁ, ସମୟ ହେଲେ ହାଜର ହେବି – ଅଭିଷେକ ବାନାର୍ଜୀ

କୋଲକାତା : କୋଇଲା ସ୍କାମ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ବୋହୂଙ୍କୁ ଇଡି ଗତକାଲି ଘାଣ୍ଟିଥିବା ବେଳେ ଶିକ୍ଷକ ନିଯୁକ୍ତି ମାମଲାରେ ପଚରାଉଚରା ପାଇଁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ କରିଛି। ଆସନ୍ତା ୧୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ…

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ : ଫଲୋ-ଅନ ଏଡ଼ାଇଲା ଭାରତ, ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍

କେନିଙ୍ଗଟନ ଓଭାଲ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି । ଏହା ଫଳରେ ୧୭୩ ରନର ଅଗ୍ରଣୀ ସହ ଅଷ୍ଟ୍ରେଲିଆ ନିଜର ସ୍ଥିତିକୁ ସୁଦୃଢ କରିଛି…