Month: June 2023

ରଙ୍ଗ୍‌‌ ରୁଟ୍‌‌ରେ ବଢୁଛି ଗାଡ଼ିଚାଳନା

ଭୁବନେଶ୍ୱର : ରଙ୍ଗ୍‌‌ରୁଟ୍‌‌(ବିପରୀତ ଦିଗ)ରେ ଗାଡ଼ି ଚଳାଇବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଛି। ଦୁର୍ଘଟଣା ବଢ଼଼ିବା ସହ ଧନଜୀବନ ଚାଲିଯାଉଛି। ବେପରୁଆ ହେଉ କିମ୍ବା ଅଧିକ ବୁଲାଣି ପଡ଼ୁଥିବାରୁ ଗାଡ଼ି ଚାଳକ ରଙ୍ଗ୍‌‌ରୁଟ୍‌‌ରେ ପଶିଯାଉଛନ୍ତି। ଏଥିସହିତ ରଙ୍ଗ୍‌‌ରୁଟ୍‌‌ ଚାଳକଙ୍କୁ ଜଗିବା…

ଟ୍ରେନ ଦୁର୍ଘଟଣାର ୧୦ ଦିନ; ଚିହ୍ନଟ ହୋଇନି ୮୧ ଶବ, ବାହାନଗାରେ ଆଜି ସାମୁହିକ ମୁଣ୍ଡନ ଓ ଦଶାହ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ଆଜି ୧୦ମ ଦିନ । ଅର୍ଥାତ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ୧୦ ଦିନ ବିତିଗଲାଣି । ତଥାପି ଅନେକ ଶବ ଚିହ୍ନଟ ହୋଇନି । ଭୁବନେଶ୍ୱର ଏମ୍ସରେ କଣ୍ଟେନରେ ରହିଛି ଶବ । ୮୧ଟି ଶବକୁ…

ରାଜ୍ୟର ସବୁଠୁ ଦୀର୍ଘ ‘ଯୋଡ଼ା ଫ୍ଲାଏଓଭର’ର ନିର୍ମାଣ କାମ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ: ୫-ଟି ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍ ଶନିବାର ଠାରୁ ଦୁଇ ଦିନିଆ କେଉଁଝର ଗସ୍ତ କରିଛନ୍ତି। ୫-ଟି ସଚିବ ଆଜି ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ…

ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ ଶ୍ରୀଗଣେଶନ୍‌

ଭୁବନେଶ୍ୱର: ପ୍ରଦୀପ ଜାଳିଲା ବେଳେ ଲିଭିଗଲା ଜୀବନ ଦୀପ। ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ । ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର…

ଜଳେଶ୍ୱର ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ

ଜଳେଶ୍ୱର : ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ଜଳେଶ୍ୱର ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ । ଦକ୍ଷିଣପୂର୍ବ ରେଳପଥର ରୂପ୍ସା ଷ୍ଟେସନରେ ଏଭଳି ଅଘଟଣ ଘଟିଛି । କୋଇଲା ବୋଝେଇ ହୋଇ ଷ୍ଟେସନରେ ଛିଡା ହୋଇଥିବା ବେଳେ ନିଆଁ ଲାଗିଯାଇଛି…

ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ

ଖୋର୍ଦ୍ଧା: ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ। ଗୁଳିମାଡରେ ଆହତ ହୋଇ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା। ଗତ ୭ ତାରିଖ ରାତିରେ ସାମନ୍ତରାପୁର…

ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଆସିବେ ଅମିତ ଶାହ

ଢେଙ୍କାନାଳ : ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୧୭ ତାରିଖରେ ଅିମତ ଶାହ ଆସିବେ । ମହା ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବେ । ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ…

ବିଦ୍ୟୁତ ଆଘାତରେ ଚାଲିଗଲା ମା ଓ ପୁଅଙ୍କ ଜୀବନ

ଖଇରା/ସୋର: ବାଲେଶ୍ବର ଜିଲ୍ଳା ଖଇରା ଥାନା ଅଧୀନ ମହତୀପୁର ପଞ୍ଚାୟତର ନାହୁଲ ଗାଁର ବିଦ୍ୟୁତ ଆଘାତରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି। ନାହୁଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦାସ(୪୫) ଓ ପୁଅ ରାମଚନ୍ଦ୍ର ଦାସ (୨୭) ଆଜି ସକାଳେ…

ବାହାନଗା ବଜାର ଷ୍ଟେସନରେ ଏବେ ରହିବ ନାହିଁ କୌଣସି ଟ୍ରେନ୍

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ। ଏନେଇ ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାହାନଗା ବଜାର ଷ୍ଟେସନରେ ମେମୁ, ଏକ୍ସପ୍ରେସ୍ ବା ପାସେଞ୍ଜର୍ ଟ୍ରେନ୍…

ପାୱାର କଟ ହେଉନାହିଁ, ଭିତ୍ତିଭୂମି ଅସୁବିଧା ଯୋଗୁଁ କଟୁଛି ଲାଇନ : ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାୱାର ସଟେଜ ନାହିଁ। ପାୱାର କଟ କେଉଁଠି ହେଉନାହିଁ । ପବନ ହେଲେ ଲାଇନ କାଟିବାକୁ ବାଧ୍ୟ । କାଳ ବୈଶାଖୀ ଦ୍ୱାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ି ଯାଇଛି। ଖୁଣ୍ଟ ଲଗେଇକି ତାର ଲଗେଇବା ସମୟ ସାପେକ୍ଷ।…