Month: June 2023

ଆଇସିସି, ବିସିସିଆଇ ଦେଲେ ପାକିସ୍ତାନକୁ ବଡ଼ ଝଟକା, ବିଶ୍ବକପ- ମ୍ୟାଚ ସ୍ଥାନ ପରିବର୍ତ୍ତନ ଅନୁରୋଧକୁ ପ୍ରତ୍ୟାଖ୍ୟାନ

ମୁମ୍ବାଇ : ପାକିସ୍ତାନ କ୍ରିକେଟ ବୋର୍ଡକୁ ଏକ ବଡ଼ ଝଟକା ଦେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଭାରତର ବିସିସିଆଇ । ଆଇସିସି ଓ ବିସିସିଆଇ ଆଗରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଦାବି କରିଥିଲା ଯେ, ୨୦୨୩ ବିଶ୍ବକପ୍ ମ୍ୟାଚ୍ ଚେନ୍ନାଇ…

ଭାରତ ଆସିବାକୁ ମନ ବଳାଇଲେ ମସ୍କ, କହିଲେ- ମୁଁ ମୋଦିଙ୍କ ଫ୍ୟାନ୍‌

ନିୟୁର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲିଠୁ ୩ ଦିନିଆ ରାଜକୀୟ ଆମେରିକା ଗସ୍ତରେ ଯାଇଥିବା ବେଳେ ଟ୍ୱିଟରର ମାଲିକ ଏଲନ ମସ୍କଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପରେ ମସ୍କ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇବା…

ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବେ ବୋଲି ଜଣେ ବ୍ୟକ୍ତି ଆଜି ଦିଲ୍ଲୀ ପୁଲିସର ‘ଆଉଟର୍‌ ଡିଷ୍ଟ୍ରିକ୍ଟ୍‌’ ପୁଲିସକୁ ଦୁଇଟି ‘ପିସିଆର୍‌’ କଲ୍‌ କରିଥିବା କଥା ‘ଇଣ୍ଡିଆ ଟିଭି’…

ଅଯୋଧ୍ୟା ରାମ ମନ୍ଦିର: ମକର ସଂକ୍ରାନ୍ତିରେ ହେବ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା : ମକର ସଂକ୍ରାନ୍ତି ଅବସରରେ ଅର୍ଥାତ ଆସନ୍ତା ବର୍ଷ ଜାନୁୟାରୀ ୧୪ ତାରିଖରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା। ଏହି ଉତ୍ସବ ୧୦ ଦିନ ପର୍ଯ୍ୟନ୍ତ ଖୁବ୍‌ ଜାକଜମକରେ ପାଳନ ହେବ ।…

ମାର୍ଚ୍ଚ ୨୦୨୪ ସୁଦ୍ଧା ବନ୍ଦେ ଭାରତ ସ୍ଲିପର୍, ଘୋଷଣା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ : ବନ୍ଦେ ଭାରତ ଏକ୍ସପ୍ରେସ ଭାରତରେ ରେଳ ଯାତ୍ରା କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ କରିଥିବାବେଳେ ଏହାର ସ୍ଲିପର ଭର୍ସନ ଚଳାଇବାକୁ ସରକାର ଯୋଜନା କରୁଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ୨୦୨୪…

କରୋନା ସ୍କାମ: ଆଇଏଏସ ଅଫିସରଙ୍କ ଠିକଣାରେ ଇଡିର ରେଡ୍‌

ମୁମ୍ବାଇ : ମହାମାରୀ କରୋନା ବେଳେ ସେବା ଯୋଗା ଦେବା ନାଁରେ କରାଯାଇଥିବା ଠକେଇର ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡି ଆଇଏଏସ୍‌ ଅଫିସର ସଞ୍ଜୀବ ଜୈସୱାଲଙ୍କ ବିଭିନ୍ନ ଠିକଣାରେ ରେଡ୍‌ କରିଛି। ଏହା ବ୍ୟତୀତ…

ନିମ୍ନମାନର ଆନ୍ତର୍ଜାତିକ ରାଜନୈତିକ ସ୍ବାର୍ଥ: ଚୀନ୍‌କୁ ସମାଲୋଚନା କରି କହିଲା ଭାରତ

ନୂଆଦିଲ୍ଲୀ: ୨୬/୧୧ର ‘ମାଷ୍ଟର୍‌ମାଇଣ୍ଡ୍‌’ ତଥା ପାକିସ୍ତାନସ୍ଥିତ ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀ ସାଜିଦ୍‌ ମିର୍‌ଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ଜାତିସଂଘରେ ଭାରତ ଓ ଆମେରିକା ମିଳିତଭାବେ ଉପସ୍ଥାପନ କରିଥିବା ପ୍ରସ୍ତାବକୁ ‘ବ୍ଲକ୍‌’ କରିଥିବା ଚୀନ୍‌କୁ ସମାଲୋଚନା କରି ଭାରତ କହିଛି ଯେ, ଏହା ତୁଚ୍ଛ…

ମହିଳା ଜେଲ୍‌ରେ ସାଂଘାତିକ ଦଙ୍ଗା: ୪୧ କଏଦୀଙ୍କୁ ନିର୍ମମ ହତ୍ୟା

ହଣ୍ଡୁରାସ : ଜେଲ୍‌ ଚାରି କାନ୍ଥ ଭିତରେ ଘଟିଲା ସାଂଘାତିକ ଦଙ୍ଗା। ଏହି ଦଙ୍ଗାରେ ୪୧ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଆମେରିକାର ମଧ୍ୟଭାଗରେ ଥିବା ହଣ୍ଡୁରସ୍‌ ନାମକ ଏକ ଦେଶରେ ଘଟିଛି।…

ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲକୁ ମୋଦୀଙ୍କ ସାକ୍ଷାତକାର: ବିଶ୍ବ ଫୋରମ୍‌ରେ ଭାରତକୁ ଯୋଗ୍ୟ ସ୍ଥାନ ମିଳିବା ଉଚିତ

ନୂଆଦିଲ୍ଲୀ: ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବା ପୂର୍ବରୁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ସାକ୍ଷାତ୍‌କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ବରେ ଭାରତ ତା’ର ଉପଯୁକ୍ତ ସ୍ଥାନ ପାଇବା ଦିଗରେ ଉଦ୍ୟମ କରୁଛି। ଭାରତ ଅନ୍ୟ କୌଣସି ଦେଶର ସ୍ଥାନ ନେଉନାହିଁ।…

ଧୋକା ଦେଲା ସମଲିଙ୍ଗୀ ପାର୍ଟନର, ଲିଙ୍ଗ ବଦଳାଇବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ହତ୍ୟା କଲା ତାନ୍ତ୍ରିକ

ନୂଆଦିଲ୍ଲୀ: ନିଜର ସମଲିଙ୍ଗୀ ପାର୍ଟନରଙ୍କୁ ଧୋକା ଦେଇଛନ୍ତି ଜଣେ ଯୁବତୀ। ମା’ଙ୍କ କଥାରେ ପଡ଼ି ନିଜର ସମଲିଙ୍ଗୀ ପାର୍ଟନରଙ୍କୁ ଜଣେ ତାନ୍ତ୍ରିକ ହାତରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଇଛନ୍ତି। ସମସ୍ତେ ମିଳିତ ଭାବେ ଝିଅରୁ ପୁଅ ହେବାକୁ ଚାହୁଁଥିବା ଜଣେ…