Month: June 2023

ଭିଜିଲାନ୍ସ କୋର୍ଟରେ ହାଜର ହେବେ କୁବେର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ନବରଙ୍ଗପୁର: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେବେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆଜି ସନ୍ଧ୍ୟାରେ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ହାଜର କରିବ ଭିଜିଲାନ୍ସ । ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ…

କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ

ବରଗଡ: ବିଶ୍ବସ୍ତରୀୟ ମଞ୍ଚରେ ନେପାଳର କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ । ଏଥିପାଇଁ ଆଜି ସେ କାଠମାଣ୍ଡୁ ଗସ୍ତ କରିଛନ୍ତି । ବରଗଡ ଜିଲ୍ଲା ତଥା ସାରା ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା…

ଖେଳୁ ଖେଳୁ କୂଅକୁ ଖସିପଡ଼ିଲା ଅଢେଇ ବର୍ଷର ଝିଅ

ରଖେ ହରି ତ ମାରେ କିଏ। ଏହାର ଅର୍ଥ ଯାହାକୁ ଉପରବାଲା ରକ୍ଷା କରିବାକୁ ଚାହୁଁଛନ୍ତି, ତା’ର କେହି କିଛି ବି କ୍ଷତି କରିପାରିବେ ନାହିଁ। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ। ପୁଇଁତଳା ଥାନା ପଦମପୁର…

ବିଜେଡି ଲିଗାଲ୍ ସେଲ୍ ଉପଦେଷ୍ଟା ପଦ ଛାଡ଼ି କଂଗ୍ରେସରେ ଯୋଗଦେଲେ ଗୋପାଳକୃଷ୍ଣ ମହାନ୍ତି

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବିଜେଡି ଲିଗାଲ ସେଲ୍ ଉପଦେଷ୍ଟା ଗୋପାଳକୃଷ୍ଣ ମହାନ୍ତି ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ବିଜେଡି ଲିଗାଲ ସେଲ୍ ବିଭାଗର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ…

ଉତ୍ସବ ଆପରେ ଜଗନ୍ନାଥଙ୍କ ନାଁରେ ଠକେଇ

ପୁରୀ: ଉତ୍ସବ ଆପରେ ଭକ୍ତଙ୍କୁ ଠକେଇ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ସିଂହ ଦ୍ୱାର ଥାନା। ଘଟଣାର ସତ୍ୟତା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନା ଅନୁଯାୟୀ ଭକ୍ତଙ୍କ ଭାବନା…

ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଭିଜିଲାନ୍ସ ରେଡ଼ ପରେ କାର୍ଯ୍ୟାଳୟ ସାମ୍ନାରେ ମିଠା ବାଣ୍ଟି ଖୁସି ମନାଇଲେ ଯୁବ ଗୋଷ୍ଠୀ

ନବରଙ୍ଗପୁର : ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଭିଜିଲାନ୍ସ ରେଡ଼ ପରେ ତାଙ୍କ କାର୍ଯ୍ୟାଳୟ ସାମ୍ନାରେ ବାଣ ଫୁଟେଇ ମିଠା ବାଣ୍ଟିଲେ ସହରର ଯୁବ ଗୋଷ୍ଠୀ। ଶୁକ୍ରବାର ଦିନ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭିଜିଲାନ୍ସ ଚଢ଼ାଉରେ ପ୍ରାୟ ୩ କୋଟିରୁ ଅଧିକ ନଗଦ…

ଜିଏସଟି ଠକେଇ ଅଭିଯୋଗରେ ମାର୍ବଲ ଦୋକାନରେ ରେଡ୍‌

ଝାରସୁଗୁଡା: ମାର୍ବଲ ଦୋକାନରେ ଚଢଉ । ଜିଏସଟି ଠକେଇ ଅଭିଯୋଗରେ ଚଢଉ ହୋଇଛି । ଝାରସୁଗୁଡା ଜିଏସଟି ବିଭାଗର ଅତିରିକ୍ତ କମିଶନରଙ୍କ ନେତୃତ୍ୱରେ ଏକ ୧୫ଜଣିଆ ଟିମ୍‌ ସୁନ୍ଦରଗଡ ପତ୍ରାପାଲ୍ଲି ବାଇପାସରେ ଥିବା ଦାଶ ଟାଇଲ୍ସ ଏଣ୍ଡ ମାର୍ବଲ ଦୋକାନରେ ଚଢଉ…

ପାନ ଦୋକାନୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୩ ଦୁର୍ବୃତ୍ତ

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାନ ଦୋକାନୀକୁ ହାଣିଲେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନନ୍ତେଇ ଛକରେ ଦୋକାନୀ ସୁଶାନ୍ତ ରେଡ୍ଡୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୩ ଦୁର୍ବୃତ୍ତ । ସୁଶାନ୍ତଙ୍କ ଗୋଡ଼ ସହ ମୁଣ୍ଡ ଓ ବେକ…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନ ୫୫ନମ୍ବର ଜାତୀୟ ରାଜପଥ କଞ୍ଜରାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ଜୀବନ ଯାଇଥିବା ଖବର ମିଳିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଜାତୀୟ…

ରାଜ୍ୟରେ ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ ଆରମ୍ଭ; ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜର ୫୮୧ ସ୍କୁଲ୍ ସାମିଲ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଦ୍ୱାଦଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ୫-ଟି ରୂପାନ୍ତିକରଣ ବ୍ୟବସ୍ଥାରେ ଅନେକ ବିଦ୍ୟାଳୟର ରୂପରେଖ ବଦଳି ଯାଇଛି । ଉନ୍ନତ ଭିତ୍ତିଭୂମି ସାଙ୍ଗକୁ ଗୁଣାତ୍ମକଶିକ୍ଷାଦାନ…