ଆମେରିକାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନର ଦର ନେଇ ସହମତି ହୋଇନାହିଁ : ପ୍ରତିରକ୍ଷା ମନ୍ତ୍ରାଳୟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଯାଇଛି ଓ ସେ ଏବେ ଇଜିପ୍ଟ ଗସ୍ତରେ ଅଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ ଆମେରିକା ଗସ୍ତ ସମୟରେ ହିଁ ପ୍ରିଡେଟର ଡ୍ରୋନ କ୍ରୟ କଥା ଚର୍ଚ୍ଚାରେ ଥିଲା । କେତେକ…