ବାରବାଟୀ-କଟକ ଆସନ ନିର୍ବାଚନୀ ମାମଲାରେ ତୃତୀୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ
କଟକ: ବାରବାଟୀ-କଟକ ଆସନ ନିର୍ବାଚନୀ ମାମଲାରେ ତୃତୀୟ ସାକ୍ଷୀ ତଥା ୨୦୧୯ରେ ବାରବାଟୀ-କଟକ ବିଧାନସଭା ଆସନ ନିର୍ବାଚନର ରିଟର୍ଣ୍ଣିଂ ଅଫିସର୍ ଥିବା ସୁକାନ୍ତ କୁମାର ପ୍ରଧାନଙ୍କ ହାଇକୋର୍ଟରେ ସାକ୍ଷ୍ୟ ଗ୍ରହଣ ହୋଇଛି। ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ…