Month: June 2023

ମଣିପୁରରେ ବିଜେପିର ରଣନୀତି କାମ ଦେବ ନାହିଁ: ଖଡ଼ଗେ

ଇମ୍ଫାଲ: ରାଜ୍ୟ ସରକାର ଏବଂ ସେନାର ସହଯୋଗରେ ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ଏସବୁ ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଣିପୁରର ସଦ୍ୟତମ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ…

“୨୦ ଲକ୍ଷ କୋଟିର ଦୁର୍ନୀତି ଗ୍ୟାରେଣ୍ଟି” ବିରୋଧୀ ଏକତା ପ୍ରତି ମୋଦୀଙ୍କ କଟାକ୍ଷ

ଭୋପାଳ : ଗତ ୨୩ ତାରିଖରେ ବିହାରର ରାଜଧାନୀ ପାଟନାରେ ଅନୁଷ୍ଠିତ ବିରୋଧୀ ଏକତା ବୈଠକକୁ ନେଇ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୋପାଳରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ଏହି ମେଣ୍ଟର…

ୟୁନିଫର୍ମ ସିଭିଲ କୋଡ: ମୋଦିଙ୍କୁ କାଉଣ୍ଟର କଲା ଷ୍ଟାଲିନଙ୍କ ଡିଏମକେ

ଚେନ୍ନାଇ : ୟୁନିଫର୍ମ ସିଭିଲ କୋର୍ଡ(ୟୁସିସ) ବା ଏକକ ନାଗରିକ ସଂହିତା ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ରଖିବା ପରେ ଏହା ଉପରେ ପ୍ରଶ୍ନ ଉଠାଛି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦଳ ଡିଏମକେ। ତାମିଲନାଡୁର ଶାସକ ଡିଏମକେ କହିଛି…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁନେ : ପୁଣିଥରେ ଜଣେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରାଯାଇଛି। ଜଣେ ବ୍ୟକ୍ତି ହାତରେ କାତି ଧରି ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସେ ତଳେ ପଡ଼ି ଯାଇଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କୁ ଆକ୍ରମଣ କରିବାର କୌଣସି ସୁଯୋଗ…

ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବାରୁ ମମତାଙ୍କ ପିଠି ଓ ଆଣ୍ଠୁରେ ଲାଗିଲା ଆଘାତ

କୋଲକାତା: ଆଜି କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଜଲପାଇଗୁଡିର କ୍ରିଣ୍ଟିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଗଡୋଗ୍ରା ଯାଉଥିଲେ। ବର୍ଷା…

ଅମରନାଥ ଯାତ୍ରା ପୂର୍ବରୁ କଶ୍ମୀରରେ ସେନାର ସ୍ବତନ୍ତ୍ର ଅଭିଯାନ, ୧୫ ଦିନରେ ମଲେଣି ୧୧ ବିଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ : କଶ୍ମୀର ଘାଟିରେ ଏବେ ଅନୁପ୍ରବେଶ ବଢିଚାଲିଥିବାବେଳେ ସେମାନଙ୍କ ନିପାତ ପାଇଁ ସୁରକ୍ଷା ବାହିନୀ ଅଣ୍ଟା ଭିଡ଼ିଛି । ଏଥିପାଇଁ ସ୍ବତନ୍ତ୍ର ଅପରେସନ ଚଳାଯାଉଛି । ଏହାର ଫଳସ୍ବରୂପ ଗତ ୧୫ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର କୁପଓ୍ଵାରା ସେକ୍ଟରରେ ବିପୁଳ…

ମୋଦିଙ୍କୁ ପ୍ରଶ୍ନ ପଚାରି ସାମ୍ବାଦିକ ହଟହଟା, ନିନ୍ଦା କଲା ହ୍ୱାଇଟ ହାଉସ୍‌

ନୂଆଦିଲ୍ଲୀ : ମୋଦିଙ୍କୁ ପ୍ରଶ୍ନ ପଚାରି ହଇରାଣ ହେଉଛନ୍ତି ସାମ୍ବାଦିକ । ତାଙ୍କୁ ଅନଲାଇନ୍‌ରେ ଭାରତରୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଏହାକୁ ନିନ୍ଦା କରିଛି ହ୍ୱାଇଟ୍‌ ହାଉସ୍‌। ଏପରିକି ସାମ୍ବାଦିକଙ୍କ ପ୍ରତି ଏପରି ନିର୍ଯାତନା ଦିଆଯିବା ଆଦୌ ଗ୍ରହଣୀୟ…

ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ

ନୂଆଦିଲ୍ଲୀ : ଆଗାମୀ ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆଜି ଆଇସିସି ପକ୍ଷରୁ ମ୍ୟାଚ ସୂଚୀ ଜାରି କରାଯାଇଛି। ଉଦ୍‌ଘାଟନୀ ମ୍ୟାଚ୍…

ଟୁଇନ୍‌ ସିଟିରେ ପ୍ରବଳ ବର୍ଷା ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସଂପ୍ରତି ଲଘୁଚାପ ପ୍ରଭାବରେ ତମାମ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ମଧ୍ୟ ହେଉଛି। ଏହି କ୍ରମରେ ଆଜି (ସୋମବାର) ବିଳମ୍ବିତ ସନ୍ଧ୍ୟାରୁ ଆସନ୍ତା କାଲି (ମଙ୍ଗଳବାର) ସକାଳ ସୁଦ୍ଧା ଟୁଇନ୍‌ ସିଟି କଟକ…

ହାଇ‌‌ର୍କୋଟରେ ଆଗୁଆ ଜାମିନ ଆବେଦନ କଲେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ

କଟକ: ଫେରାର କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ ଆଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କଟକ ମହିଳା ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ପାଇଁ ଆଜି ସୌରିନ ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି। ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ…