Month: May 2023

ଆଦର୍ଶଗତ ମତପାର୍ଥକ୍ୟ ଥିବାରୁ ଆପ୍ ସହ ମେଣ୍ଟ କରିବା ସମ୍ଭବ ନୁହେଁ : ସିଦ୍ଧୁ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ସହ ମେଣ୍ଟ ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଆଦର୍ଶଗତ ମତଭେଦ ଥାଏ, ତେବେ ମେଣ୍ଟ ହୋଇପାରିବ ନାହିଁ। ସିଦ୍ଧୁ…

୫୮ ବର୍ଷ ପରେ ଭାରତରୁ ସ୍ବଦେଶ ଫେରୁଛି ଏହି ଆମେରିକୀୟ ସେନା ଅଧିକାରୀଙ୍କ ମରଶରୀର

କୋଲକାତା : ୫୮ ବର୍ଷ ପରେ ପଶ୍ଚିମବଙ୍ଗର ଦାର୍ଜିଲିଂରୁ ଆମେରିକାର ଅନ୍ୟତମ ସମ୍ମାନିତ ଅଧିକାରୀ ମେଜର ଜେନେରାଲ ହ୍ୟାରି କ୍ଲେନବେକ୍ ପିକେଟଙ୍କ ମରଶରୀରକୁ ଆମେରିକା ନିଆଯାଉଛି । ମେଜର ଜେନେରାଲ କ୍ଲେନବେକ୍ ଉଭୟ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଢ଼ିଥିଲେ…

ଲୌରେନ୍ ସାଞ୍ଚେଜଙ୍କ ସହ ମହାକାଶରେ ବିବାହ କରିବେ ଜେଫ୍ !

ନୂଆଦିଲ୍ଲୀ: ପୃଥିବୀରେ ନୁହେଁ ଭାବିପତ୍ନୀ ଲୌରେନ୍ ସାଞ୍ଚେଜଙ୍କ ସହ ମହାକାଶରେ ବିବାହ କରିବେ ‘ଆମାଜନ୍’ ପ୍ରତିଷ୍ଠାତା ତଥା ପୃଥିବୀର ଅନ୍ୟତମ ଧନୀକ ଉଦ୍ୟୋଗୀ ଜେଫ୍ ବେଜୋସ୍। ମହାକାଶରେ ବିବାହ କରିବାରେ ବେଜୋସ ପ୍ରଥମ ବ୍ୟକ୍ତି ହୋଇପାରନ୍ତି ବୋଲି କୁହାଯାଉଛି। ନିକଟରେ ଲୌରେନ୍…

ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେନି ଦେଶର ଷ୍ଟାର ରେସଲର

ନୂଆଦିଲ୍ଲୀ : ଦିଲ୍ଲୀର ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେ ନାହିଁ ଦେଶ ପାଇଁ ପଦକ ଜିତିଥିବା ଷ୍ଟାର ରେସଲର। ସେମାନେ ଏଠାରେ ଏପ୍ରିଲ ୨୩ରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗତକାଲି ନ୍ୟାୟ ପାଇଁ ସଂସଦ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ।…

ଡିଭାଇଡର ଡେଇଁ ପିକ୍‌ ଅପ୍‌ ଭ୍ୟାନକୁ ଧକ୍କା ଦେଲା ସ୍କପ୍ରିଓ , ୭ ଇଞ୍ଜିନିୟରିଂ ଛାତ୍ର ମୃତ

ଗୌହାଟୀ : ଆସାମର ଗୌହାଟୀରେ ଅତ୍ୟନ୍ତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଦ୍ରୁତଗାମୀ ସ୍କପ୍ରିଓ ଏସ୍‌ୟୁଭି ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ପିକ୍‌ ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଛି। ଦୁର୍ଘଟଣାରେ ଦୁଇଟି ଯାକ ଗାଡ଼ି ଚୂରମାର ହୋଇଯାଇଥିବା ବେଳେ…

ମଧ୍ୟପ୍ରଦେଶରେ କଂଗ୍ରେସ ଜିତିବ ୧୫୦ ଆସନ : ରାହୁଳ

ଭୋପାଳ : କର୍ଣ୍ଣାଟକାରେ ବିଜୟ ସ୍ୱାଦ ପାଇଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି। ଚଳିତ ବର୍ଷ ଶେଷ ଭାଗରେ ଏଠାରେ ବିଧାନସଭା ନିର୍ବାଚନ ହେବ। କର୍ଣ୍ଣାଟକା ଭଳି ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ବାଜିମାତ କରିବ ବୋଲି…

କଳିଙ୍ଗନଗର ଶିଳ୍ପା‌ଞ୍ଚଳରେ ଦାରିଦ୍ର୍ୟର କଷଣ: ଆଖି ବୁଜିଲେ ମହିଳା, ଅପପୁଷ୍ଟିର ଶିକାର ଶିଶୁପୁତ୍ର

ଦାନଗଦୀ : କଳିଙ୍ଗନଗର ଶିଳ୍ପା‌ଞ୍ଚଳରେ ଦାରିଦ୍ର୍ୟର କଷଣ ଉତ୍କଟ ହେବାରେ ଲାଗିଛି। ଗତ କିଛିମାସ ତଳେ ଦାନଗଦୀ ବ୍ଲକ୍‌ ରଣାଗୁଣ୍ତି ପଞ୍ଚାୟତର ଘାଟିସାହିରେ ଅପପୁଷ୍ଟିରେ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ୩ ବର୍ଷର ଝିଅ ବିଛଣାଲଗା ହୋଇପଡ଼ିଥିଲା। ପୁଣି ଏକ…

ବିଳମ୍ବିତ ରାତିରେ ରାଜଧାନୀର ନାଇଟ କ୍ଳବ, ବାର ଓ ହୋଟେଲରେ ଚଢ଼ଉ

ଭୁବନେଶ୍ବର: ବିଳମ୍ବିତ ରାତିରେ ରାଜଧାନୀର ନାଇଟ କ୍ଳବ, ବାର ଓ ହୋଟେଲରେ କମିସନରେଟ ପୁଲିସ ଚଢ଼ଉ କରିଥିଲା। ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ ଓ ହୋଟେଲରେ ଚଢ଼ଉ କରାଯାଇଥିଲା। ସ୍ୱତନ୍ତ୍ର ୨ଟି ପୁଲିସ ଟିମ,…

ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ, ସାନଭାଇର ମୃତ୍ୟୁ ଓ ବଡ଼ଭାଇ ଗୁରୁତର

ଖୋର୍ଦ୍ଧା: ଜଘନ୍ୟ ହତ୍ୟା । ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ସାନଭାଇର ମୃତ୍ୟୁ, ବଡ଼ଭାଇ ଗୁରୁତର । ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ…

ମହମ୍ମଦ ମୋକିମ୍ ଓ ଚିରଞ୍ଜିବ ବିଶ୍ବାଳଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ…