Month: May 2023

ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଲା

ଭୁବନେଶ୍ବର : ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍‌ ପୋର୍ଟାଲରେ ଅନ୍‌ ଲାଇନ୍‌ରେ ଆବେଦନ । samsodisha.gov.inରେ ହେବ ଆବେଦନ। ଜୁନ୍‌ ୨୦ ଯାଏଁ ଚାଲିବ ଆବେଦନ । ଜୁନ୍‌ ୨୮ରେ ପ୍ରକାଶ ପାଇବ…

ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେରୋ, ୨ ଗୁରୁତର

ପାରାଦୀପ : ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେରୋ । ୨ ଗୁରୁତର । ପାରାଦୀପ କୁଜଙ୍ଗ ଥାନା ସନ୍ତରା ଗଡା ନିକଟରେ ଦୁର୍ଘଟଣା । ବୋଲେରୋଟି ପାରାଦୀପରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି…

କଟକ ତାଳଦଣ୍ଡା କେନାଲକୁ ଖସିଲା କାର, ଜଣଙ୍କର ମୃତ୍ୟୁ

କଟକ: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨…

ଭୁବନେଶ୍ବରରୁ ୨୭୩ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର : ଭୁବନେଶ୍ବରରୁ 273କେଜି ଗଞ୍ଜେଇ ଜବତ କରିଛି NCB। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଟାଟା ଟ୍ରକ୍ ରେ ଡ୍ରାଇଭର ସିଟ ପଛରେ ଥିବ କ୍ୟାବିନ୍ ରେ ପ୍ୟାକେଟ ରେ ରଖା ଯାଇଥିଲା ଗଞ୍ଜେଇ। ପୁଷ୍ପା ଫିଲ୍ମ…

୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର। ଆପାର୍ଟମେଣ୍ଟ ଓ ସାମୁହିକ ଗୃହନିର୍ମାଣ ନିମନ୍ତେ ପ୍ରତ୍ସୋହନ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସେ ଗୁଡିକରେ ଉତ୍ତରାଧୀକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କ୍ୟାବିନେଟରେ ପରିବର୍ତ୍ତିତ ଅଧିନିୟମ ଆଗତ ହୋଇଛି ।…

୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ

ବାରିପଦା : ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ । ଦୁଇଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଜମି ଅଧିଗ୍ରହଣ ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଉଥିଲେ ଚାଲର୍ସ ନାୟକ ।…

ବିଶ୍ଵ ପ୍ରସିଦ୍ଧ ମହିମା ଗାଦିରେ ୫ଟି ସଚିବ ଭି.କେ ପାଣ୍ଡିଆନ

ଢେଙ୍କାନାଳ : ଢେଙ୍କାନାଳ ଗଁଦିଆ ବ୍ଲକର ଯୋରନ୍ଦା ମହିମାଗାଦିରେ ୫ଟି ସଚିବ ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ପରେ ଆଜି ଯୋରନ୍ଦା ଗସ୍ତ କରି ମହିମା ଧର୍ମପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ। ରାଜ୍ୟ ସରକାରଙ୍କ…

ଆରମ୍ଭ ହେଲା ମୋ ଘର ଯୋଜନା

ଭୁବନେଶ୍ବର: ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ମୋ ଘର ଉପହାର। ଆରମ୍ଭ ହେଲା ମୋ ଘର ଯୋଜନା। ଏହାକୁ ମିଳିଲା କ୍ୟାବିନେଟ ଅନୁମୋଦନ। ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାପଦଣ୍ଡ ଯୋଗୁ ବାଦ୍‌ ପଡିଥିବା…

ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଯୋଗଦାନ କରିଥିଲେ…

ସ୍ତ୍ରୀକୁ କୋଦାଳ ବେଣ୍ଟରେ ପିଟିପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼:ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କରି ଘର ସାମ୍ନାରେ ପୋତି ଦେଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୁଆ ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ ନେଇ ସ୍ତ୍ରୀ ସରସ୍ୱତୀକୁ ସ୍ୱାମୀ ତ୍ରିଲୋଚନ କିସାନ କୋଦାଳ…