Month: May 2023

ବଜ୍ରପାତ ନେଲା ୩ ଜୀବନ

ନୟାଗଡ଼: ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଘଟିଥିବା କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଫଳରେ ଅକାଳରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଛି। ଶରଣକୁଳ ଥାନା ଅଧୀନ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ଏହି ବଜ୍ରପାତରେ ଜାକେଡ଼ାର ପଦ୍ମା ପ୍ରଧାନ(୩୫),…

ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ

ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଛି। ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି…

ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁରର ସୁଜ୍ଞାନୀ ସ୍ୱାଇଁ । ସୁଜ୍ଞାନୀ ପଦ୍ମାବତୀ…

ଝାରସୁଗୁଡ଼ାରେ ମତଦାନ ପାଇଁ କଡ଼ା ସୁରକ୍ଷା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସୁରକ୍ଷା କଡ଼ାକଡ଼ି । ସାଇଲେଣ୍ଟ ପିରିଡୟରେ କଡ଼ା ନଜର ରଖିଛି ସର୍ଭେଲାନ୍ସା ଓ ଫ୍ଲାଇଂ ସ୍କ୍ଵାଡ୍‌ । ପ୍ରଚାର ସରିବା ପରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ଓ ସହରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଗତକାଲି…

ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ

ବାଙ୍କୀ : ଭୁଲିଗଲେ ମାନବିକତା । ଜଣେ ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିଛନ୍ତି ଏକ ପରିବାରର କିଛି ସଦସ୍ୟ । ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରିପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗ୍ରାମରେ…

ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ

କେନ୍ଦୁଝର : ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ପୁଢେଇଝୋଳ ସାହିରେ ଘଟିଛି ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଛି। ଗାଁର ସୋମନାଥ ନାୟକଙ୍କ ଘରେ ବୋମା ପକାଇଛନ୍ତି…

ନୂଆପଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ବାଘର ମୃତ୍ୟୁ

ନୂଆପଡ଼ା: ନୂଆପଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ବାଘର ମୃତ୍ୟୁ ଘଟିଛି। ରାତି ୧୨ଟା ୧୫ ମିନିଟ ସମୟରେ ଉକ୍ତ ବାଘର ପ୍ରାଣହାନି ଘଟିଛି। ଏନେଇ ସୂଚନା ଦେଇଛନ୍ତି ଏସିଏଫ୍ ମହମ୍ମଦ ମୁସ୍ତାଫ ସାଲିହା। ବନ ବିଭାଗର ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ…

କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ , ୩ ମାଓବାଦୀ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ମଦନପୁର ରାମପୁର ଥାନା ତୁରଙ୍ଗ ରିଜର୍ଭ ଫରେଷ୍ଟରେ ଗୁଳି ବିନିମୟ ହୋଇଛି । ଆଜି ସକାଳ ୧୦ଟା ବେଳେ ଏହି ଗୁଳି ବିନିମୟ ହୋଇଥିଲା…

ନବୀନ-ନୀତୀଶ ଭେଟ, ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ବିହାର ଭବନ ନିର୍ମାଣ ଲାଗି…

ଛୀନତାଇ ଘଟଣାର ହେବ ଟିଆଇ ପରେଡ଼, ସହଜରେ ଜାମିନରେ ଖସିପାରିବେନି ଅଭିଯୁକ୍ତ: ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର : ଲୁଟେରା କହିବ ଲୁଟର ସତ। ଛୀନତାଇ ଘଟଣାର ହେବ ଟିଆଇ ପରେଡ଼। ପ୍ରପର୍ଟି ଅଫେନ୍ସ ଘଟଣାରେ ଥାନାଧିକାରୀ ଓ ଆଇଓ ଙ୍କୁ ତାଗିଦ କରିବାକୁ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିନା ଟିଆଇ ପରେଡ଼ରେ ହସ୍ତାନ୍ତର…