Month: May 2023

ରାଜସ୍ଥାନ କଂଗ୍ରେସରେ ଚାଲିଥିବା କନ୍ଦଳକୁ ନେଇ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ

ଜୟପୁର : ରାଜସ୍ଥାନ କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଏହି ପ୍ରସଙ୍ଗ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ଉଠାଇବା ସହ…

ହିଂସାକାଣ୍ଡ ଓ ପୋଡ଼ାଜଳା ପାଇଁ ବିଜେପି ଓ ଆରଏସଏସ୍‌ ଦାୟୀ : ପାକିସ୍ତାନ

ଇସଲାମାବାଦ : ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଅଶାନ୍ତ ହୋଇ ପଡ଼ିଛି ପାକିସ୍ତାନ। ପାକିସ୍ତାନରେ ଇମ୍ରାନଙ୍କ ଦଳ ପିଟିଆଇର କର୍ମୀମାନେ ବିକ୍ଷୋଭ କରିବା ସହ ପୋଡ଼ାଜଳା କରିଛନ୍ତି। ତେବେ ଏପରି ପୋଡ଼ାଜଳା ଓ ହିଂସାତ୍ମକ ପରିସ୍ଥିତି ପାଇଁ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ପୂରା ପାକିସ୍ତାନରେ ବନ୍ଦ ହେଲା ଇଣ୍ଟରନେଟ ସେବା

ଇସଲାମାବାଦ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ପୂରା ପାକିସ୍ତାନ ଜଳିବାରେ ଲାଗିଛି। ଇମ୍ରାନ ସମର୍ଥକମାନେ ବ୍ୟାପକ ପୋଡ଼ଜଳା କରିବାରେ ଲାଗିଛନ୍ତି। ଏହି ଘଟଣାରେ ୧୦୦୦ରୁ ଅଧିକ ପିଟିଆଇ କର୍ମୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଉତ୍ତେଜନା ଥମିବାର…

ଆସିଲା ଏକ୍‌ଜିଟ୍‌ ପୋଲ ଫଳାଫଳ : କର୍ଣ୍ଣାଟକରେ ହେବ ଝୁଲା ବିଧାନସଭା; ଫାଇଦାରେ ରହିବ କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜ୍ୟ ବିଧାନସଭା ପାଇଁ ନିର୍ବଚନରେ ଆଜି ମତଦାନ ଶେଷ ହେବା ପରେ ସନ୍ଧ୍ୟାରେ ଏକ୍‌ଜିଟ୍‌ ପୋଲ ( ବୁଥ୍ ବାହୁଡା ମତ) ଫଳାଫଳ ପ୍ରକାଶ ପାଇଛି। ୩ଟି ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ରେ କର୍ଣ୍ଣାଟକରେ ଝୁଲା…

କର୍ଣ୍ଣାଟକ ନିର୍ବାଚନ: ‘ଏଲ୍‌ପିଜି’ ସିଲିଣ୍ଡର୍‌କୁ ଫୁଲମାଳ ପିନ୍ଧାଇ ପୂଜା କଲେ କଂଗ୍ରେସ କର୍ମୀ

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ବେଙ୍ଗାଲୁରୁର ରାଜରାଜେଶ୍ବରୀ ନଗର ଅଞ୍ଚଳରେ କଂଗ୍ରେସ କର୍ମୀମାନେ ଗୋଟାଏ ‘ଏଲ୍‌ପିଜି’ ଗ୍ୟାସ୍‌ ସିଲିଣ୍ଡର୍‌କୁ ଫୁଲହାର ପିନ୍ଧାଇ ଧୂପଦୀପ ଦେଇ ଭୋଗ ଲଗାଇଥିବା ରିପୋର୍ଟ ଆସିଛି। ଗଣମାଧ୍ୟମରେ ସିଲିଣ୍ଡର୍‌ ପୂଜା…

କୋର୍ଟରେ ହାଜର ହେଲେ ଇମ୍ରାନ, ୧୪ ଦିନ ରିମାଣ୍ଡରେ ନେବାକୁ ଏନଏବିର ଆବେଦନ

ଇସ୍ଲାମାବାଦ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବୁଧବାର କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ରାଜଧାନୀ ଇସ୍ଲାମାବାଦର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି । ଇମ୍ରାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଛି…

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ପୋଲ ଉପରୁ ବସ୍‌ ଖସି ୨୨ ମୃତ

ଭୋପାଳ: ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଆଜି ଏକ ପୋଲ ଉପରୁ ଯାତ୍ରୀବାହୀ ବସ୍‌ ଖସି ପଡ଼ିବା ଫଳରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି। ଅନ୍ୟ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖରଗୋନ…

ଓଡ଼ିଶାରେ ୫୧,୨୬୦ ନକଲି ମୋବାଇଲ୍‌ ସିମ୍ କାର୍ଡ ବାତିଲ

ଭୁବନେଶ୍ବର: ଟେଲିକମ୍ୟୁନିକେସନ ବିଭାଗ (ଡିଓଟି) ଟେଲିକମ୍ ସିମ୍ ସବସ୍କ୍ରାଇବର ଯାଞ୍ଚ ପାଇଁ ନକଲି/ଜାଲ୍ ମୋବାଇଲ୍ ସଂଯୋଗକୁ ବିଶ୍ଳେଷଣ, ଚିହ୍ନଟ ଏବଂ ବିଚ୍ଛିନ୍ନ କରିବା ପାଇଁ ଏଏସଟିଆର ନାମକ ଫେସିଆଲ୍ ରେକଗନିସନ୍ ଟୁଲକୁ କାର୍ଯ୍ୟକାରୀ କରିଛି। ଏହା ସହାୟତାରେ ସାଇବର ଅପରାଧକୁ କମ୍…

କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସହ ୫ଦଫା ଦାବି ନେଇ କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ସଫଳ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସହ ଜିଲ୍ଲା ଭିତ୍ତିକ ନିଯୁକ୍ତି ସମେତ ୫ଦଫା ଦାବିକୁ ନେଇ ମଙ୍ଗଳବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀରାଣୀ ବାହିନୀପତି ଜିଲ୍ଲା ବ୍ୟାପି…

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ

ମୋହନା : ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତର ପ୍ରଥମ ଦିନରେ ହେଲିକପ୍ଟର ଯୋଗେ ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ଠାରେ ଆସି ପହଞ୍ଚିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ l ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସିବା…