Month: May 2023

ପାକିସ୍ତାନରେ ଜରୁରୀ ପରିସ୍ଥିତି ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ସରିଫଙ୍କୁ ସୁପାରିଶ

ଇସ୍ଲାମାବାଦ : ପାକିସ୍ତାନ ପୁଣି ଥରେ ଅନ୍ଧାର ଯୁଗକୁ ଚାଲିଯିବାର ଆଶଙ୍କା ଦେଖାଦେଇଛି । ଇସଲାମାବାଦ ହାଇକୋର୍ଟରୁ ଇମ୍ରାନ ଖାନଙ୍କୁ ଜାମିନ ମିଳିବା ମାତ୍ରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ କ୍ୟାବିନେଟ୍ ସୁପାରିସ କରିଥିବା ସୂଚନା ମିଳିଛି…

ଇମ୍ରାନ ଖାନଙ୍କୁ ମିଳିଲା ୨ ସପ୍ତାହର ଜାମିନ

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ଦୁଇ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଏହି ଅବସରରେ ଇମ୍ରାନ୍‌ ଖାନ୍‌ଙ୍କ ଦଳ ଏକ ରାଲି ଘୋଷଣା କରିବା ସହ ନେତାଙ୍କ ଅଭିଭାଷଣ ପାଇଁ ଅଦାଲତ…

ଜ୍ଞାନବାପି ମସଜିଦ ମଧ୍ୟରେ ଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ସର୍ଭେ ହେବ, ଆହ୍ଲାବାଦ ହାଇକୋର୍ଟ ଦେଲେ ଅନୁମତି

ଆହ୍ଲାବାଦ : ବାରାଣାସୀର ବିବାଦୀୟ ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟରୁ ହିନ୍ଦୁ ପକ୍ଷକୁ ବଡ଼ ବିଜୟ ମିଳିଛି । ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି…

ବନ୍ଧବୀଙ୍କୁ କକପିଟକୁ ନେଇଥିବା ପାଇଲଟ୍‌ ନିଲମ୍ବିତ, ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଦୁବାଇରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ବନ୍ଧୁଙ୍କୁ ସୁରକ୍ଷା ନିୟମ ଉଲ୍ଲଂଘନ କରି କକପିଟ୍‌ ରେ ପ୍ରବେଶ ଓ ରହିବାକୁ ଅନୁମତି ଦେଇଥିବାରୁ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି ଏବଂ ଏୟାରଲାଇନ୍‌ସକୁ…

ପରମବୀର ସିଂହଙ୍କ ନାଁରେ ଥିବା ସବୁ ମାମଲା ବନ୍ଦ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ : ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ନାଁରେ ଥିବା ସମସ୍ତ ମାମଲାକୁ ଆଜି ମହାରାଷ୍ଟ୍ର ସରକାର ବନ୍ଦ କରିଛନ୍ତି। ଏଥିସହ ୨୦୨୧ ଡିସେମ୍ବର ମାସରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବା ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାକୁ…

ଆଦାନି-ହିଣ୍ତେନବର୍ଗ ବିବାଦ: ତଦନ୍ତ ପାଇଁ ଆଉ ୬ ମାଗିଲା ସେବି, ୧୫ରେ ଶୁଣାଣି

ନୂଆଦିଲ୍ଲୀ : ଆଦାନି ଗ୍ରୁପ ସମ୍ପର୍କରେ ଆମେରିକୀୟ କମ୍ପାନୀ ହିଣ୍ଡେନଗବର୍ଗ ଦେଇଥିବା ରିପୋର୍ଟ ଘଟଣାର ତଦନ୍ତ ସାରିବାକୁ ଆହୁରି ୬ ମାସ ସମୟ ମାଗିଛି ସେବି। ତେବେ ସୁପ୍ରିମକୋର୍ଟ ବିବାଦର ତଦନ୍ତ ପାଇଁ ଗଠନ କରିଥିବା କମିଟି ଦେଇଥିବା ପ୍ରାଥମିକ ରିପୋର୍ଟର…

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ଛାତ୍ରୀମାନେ ଆଗରେ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮୭.୩୩ % ରହିଛି। cbseresults.nic.in ଓ cbse. gov.inରେ ରେଜଲ୍ଟ ପ୍ରକାଶ…

‘ମନ ବି ବାତ’ ନ ଶୁଣିବାରୁ ୩୬ ଛାତ୍ରଛାତ୍ରୀଙ୍କୁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ : ‘ମନ ବି ବାତ’ ନ ଶୁଣିବାରୁ ମିଳିଲା ଦଣ୍ଡ । ଏପରିକି ୩୬ ଛାତ୍ରଛାତ୍ରୀଙ୍କୁ ନିଜ ହଷ୍ଟେଲରେ ସପ୍ତାହେ କାଳ ରହିବା ସହ ବାହାରକୁ ନ ବାହାରିବାକୁ ଜାରି ହେଲା ନିର୍ଦ୍ଦେଶାନାମା । ଏପରି ଏକ ଘଟଣା ପଞ୍ଜାବର…

The Kerala Story ବ୍ୟାନ: ବେଙ୍ଗଲ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ସରକାର ରାଜ୍ୟରେ କାହିଁକି ବିବାଦୀୟ ଫିଲ୍ମ ‘The Kerala Story’କୁ ବ୍ୟାନ କରିଛନ୍ତି, ତା’ର କାରଣ ଜାଣିବା ପାଇଁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ପୂରା ଦେଶରେ ଏହା ବିନା କୌଣସି ସମସ୍ୟାରେ ଚାଲିଥିବା ବେଳେ ବେଙ୍ଗଲରେ କାହିଁକି…

ମସଜିଦରେ ପ୍ରାର୍ଥନା କରିବେ ହିନ୍ଦୁ ଯୁବତୀ, ସୁରକ୍ଷା ଯୋଗାଇ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଜଣେ ୨୨ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ମସଜିଦରେ ପ୍ରାର୍ଥନା ପାଇଁ ଅନୁମତି ଦେଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ସେ ମସଜିଦରେ ନମାଜ ପାଠ କରିବାକୁ ଚାହୁଁଥିବା ବେଳେ ଏହାକୁ ବିଭିନ୍ନ ହିନ୍ଦୁ ସଂଗଠନ ବିରୋଧ କରୁଥିଲେ। ନମାଜ ପାଠ କଲେ…