Month: May 2023

ମାଓବାଦୀଙ୍କ ଗତିବିଧିକୁ ଜଗିବ ଡ୍ରୋନ୍‌: ପୁଲିସ ଡିଜି

କୋରାପୁଟ: କୋରାପୁଟରେ ରହିଥିବା ମାଓ ଗତିବିଧିକୁ ଜଗିବ ଡ୍ରୋନ। ଡ୍ରୋନ ସହଯୋଗରେ ଜିଲ୍ଲାରେ ରହିଥିବା ମାଓବତିବିଧିକୁ ନିୟନ୍ତ୍ରଣ କରାଯିବ। ଏଥିପାଇଁ ଜିଲ୍ଲାରେ ୬ଟି ଡ୍ରୋନକୁ ସାମିଲ କରାଯିବ ବୋଲି କୋରାପୁଟ ଗସ୍ତରେ ଆସି କହିଛନ୍ତି ପୁଲିସ ଡିଜି ସୁନୀଲ କୁମାର ବଂଶଲ।…

ଆଇପିଏଲ : ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ : ହାଇଦ୍ରାବାଦଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୫୮ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ହାଇଦ୍ରାବାଦ ଦ୍ବାରା ରଖାଯାଇଥିବା ୧୮୩ରନର ଲକ୍ଷ୍ୟକୁ ଲକ୍ଷ୍ନୌ ୧୯.୩ ତମ ଓଭରରେ ୩ ଓ୍ବିକେଟ ହରାଇ ୧୮୫…

ଅନଲାଇନରେ ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର କ୍ଲିପ୍‌ ବିକ୍ରି ଉପରେ ରୋକ୍‌

ନୂଆଦିଲ୍ଲୀ : ଇକମର୍ସ ସଂସ୍ଥାଗୁଡ଼ିକ ବିକ୍ରି କରୁଥିବା ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର୍‌ କ୍ଲିପ୍ ବିକ୍ରି ଉପରେ ସରକାର ରୋକ୍ ଲଗାଇଛନ୍ତି। ଏହି କ୍ଲିପର ବିକ୍ରି ଗ୍ରାହକଙ୍କ ଜୀବନ ପ୍ରତି ବିପଦ ବୋଲି ଦର୍ଶାଇଛି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ)।…

ବିଜେପି ଛାଡି କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିବା ଜଗଦୀଶ ଶେଟ୍ଟାରଙ୍କୁ ଝଟକା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଟିକେଟ୍‌ ନ ପାଇବାରୁ ‘ଅପମାନ’ ବୋଧ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର୍‌ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସ ଟିକେଟରେ ହୁବଲି-ଧରୱାଡରୁ ନିର୍ବାଚନ ଲଢ଼ିଥିଲେ | ତେବେ ଏଥର ଜଗଦୀଶଙ୍କୁ ଶକ୍ତ…

କର୍ଣ୍ଣାଟକରେ ଜେଡିଏସ୍‌ କୁ ଶକ୍ତ ଧକ୍କା

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ହାତରେ ଏକ ବଡ଼ ବିଜୟ ଲାଗିଥିବାବେଳେ ବିଜେପି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । କିନ୍ତୁ ଏହି ଫଳାଫଳକୁ ନେଇ ଆଉ ଏକ ଦଳ ନିରାଶ ହୋଇଛି-ତାହା ହେଉଛି ଜନତା ଦଳ(ଧର୍ମନିରପେକ୍ଷ) ବା…

ହାରିଗଲେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି

ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଥିବା ବିଜେପି ଜାତୀୟ ସାଧାରଣ ସମ୍ପାଦକ ସିଟି ରବି ଏଥର ପରାସ୍ତ ହୋଇଛନ୍ତି। ସେ ଚିକମାଗାଲୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ବିଜେପିର ଜଣେ ହେଭିୱେଟ ଭାବେ ପରିଚିତ ରବି ଏଥର ମଧ୍ୟ…

ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ: ୬ ମାସ ସମୟ ଦେବାକୁ ସୁପ୍ରିମକୋର୍ଟ ଅରାଜି

ନୂଆଦିଲ୍ଲୀ : ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଉ ୬ ମାସ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏତେ ଅଧିକ…

ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ : ସିଦ୍ଦରମୈୟାଙ୍କ ପୁଅ

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ କ୍ଷମତାସୀନ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି। ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ଠାରୁ କଂଗ୍ରେସ ଜିତିଲେ,…

କର୍ଣ୍ଣାଟକା ବିଜୟ ପରେ କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : କର୍ଣ୍ଣାଟକାରେ କଂଗ୍ରେସର ବିପୁଳ ବିଜୟ ହୋଇଛି। କଂଗ୍ରେସ ୨୨୪ଟି ଆସନରୁ ୧୩୬ରେ ଜିତିଥିବା ବେଳେ ବଜେପି ୬୪ଟି ଆସନରେ ଜିତବାକୁ ଯାଉଛି। ଏହି ବିଜୟ ପରେ ପୂରା ଦେଶରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରିବାରେ ଲାଗିଛନ୍ତି। ରାହୁଲ…

କର୍ଣ୍ଣାଟକ ପାଇଁ ଶିମଲା ମନ୍ଦିରରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୂଜାର୍ଚ୍ଚନା

କର୍ଣ୍ଣାଟକରେ ଭୋଟ ଗଣତି ଜାରି ରହିଥିବା ବେଳେ କଂଗ୍ରେସ ରାଜ୍ୟରେ କ୍ଷମତା ଦଖଲ କରିବା ଆଶାରେ ରହିଛି କଂଗ୍ରେସ। ବର୍ତ୍ତମାନର ଟ୍ରେଣ୍ଡ ମଧ୍ୟ କଂଗ୍ରେସ ସପକ୍ଷରେ ରହିଛି। କର୍ଣ୍ଣାଟକରେ କେମିତି କଂଗ୍ରେସ ବାଜିମାତ କରିବ, ସେଥିପାଇଁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି…