Month: May 2023

ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଡି ବ୍ରଦର୍ସ

କଟକ: ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୨ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଓ ସୁଶିଲ ଧଳସାମନ୍ତ। ଏଥିସହ ସହଯୋଗୀ ଆରିଫ୍ ଖାଁକୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଦୌରା ଜଜ୍।…

ମୋକିମ ଏବଂ ଚିରଞ୍ଜୀବୀଙ୍କ ବିରୋଧରେ ବର୍ଷିଲା ଜିଲ୍ଲା କଂଗ୍ରେସ, ୩ ଜଣିଆ କମିଟି ଯିବ ଝାରସୁଗୁଡ଼ା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପରାଜୟର ସମୀକ୍ଷା କରାଯିବ। ହାଇକମାଣ୍ଡ ଏସଂପର୍କରେ ଅବଗତ ଅଛନ୍ତି। ଏଥିଲାଗି ୩ ଜଣିଆ କମିଟି ଝାରସୁଗୁଡ଼ା ଯିବ। କାହିଁକି ଭୋଟ୍ କମିଲା ସେ ନେଇ ରିପୋର୍ଟ ଦେବ…

ନାବାଳିକା ଛାତ୍ରୀ ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷର ଜେଲ

ବାଲେଶ୍ଵର: ବାଲେଶ୍ୱର ସ୍ଵତନ୍ତ୍ର ପକସୋ ଅଦାଲତ ଦ୍ଵାରା ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଏବଂ ଏହା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲଦଣ୍ଡ। ଏଥିସହ ପୀଡ଼ିତାଙ୍କ ପରିବାରକୁ…

ଯାଜପୁରରେ ବଡଧରଣର ଡକାୟତି: ସୁନା ସୋରୁମରୁ ୭ ଜଣ ଲୁଟେରା ଲୁଟି ନେଲେ ୧୨ କୋଟିର ସୁନା ଓ ହୀରା

ଯାଜପୁର/ବ୍ୟାସନଗର:ଆଜି ମଧ୍ୟାହ୍ନରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରେ ବଡଧରଣର ଲୁଟ ହୋଇଛି। ସହରରେ ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ…

୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଟପିଲା

ଭୁବନେଶ୍ବର : ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ଆଜି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ ହୋଇଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀର ଓ ଟିଟିଲାଗଡ଼ଠାରେ ଯଥାକ୍ରମେ ୪୪.୪ ଓ ୪୪ ଡିଗ୍ରି ରେକର୍ଡ ହୋଇଛି।…

ଦୁବାଇ ଅଭିମୁଖେ ଭୁବନେଶ୍ୱରରୁ ଉଡିଲା ବିମାନ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହୋଇଛି ବିମାନ ସେବା । ୬.୩୦ ପରିବର୍ତ୍ତେ ୬.୪୦ରେ ବିମାନ ଉଡାଣ ଆରମ୍ଭ କରିଥିଲା | ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ରେ ଇଣ୍ଡିଗୋର ବିମାନ ୧୭୩…

ସୁରକ୍ଷାକର୍ମୀ ନଛାଡ଼ିବାରୁ ନିଜ ଛୁଆକୁ ମଞ୍ଚ ଉପରକୁ ଫୋପାଡ଼ିଲେ ବାପା; ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ରବିବାର କୁଶବାହା ସମାଜର ସମ୍ମିଳନୀରେ ସାମିଲ୍‌ ‌ହେବାକୁ ସାଗର ଜିଲ୍ଲାରେ ପହଞ୍ଚିଥିବା ବେଳେ ସେଠାରେ ଜଣେ ବ୍ୟକ୍ତି ମଞ୍ଚ ଉପରେ ଥିବା ଚୌହ୍ବାନଙ୍କ ଉପରକୁ ନିଜ…

କ୍ରିକେଟରେ ନୂଆ ନିୟମ : ଏପରି କ୍ଷେତ୍ରରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ

ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତା’ର ଖେଳ ନିୟମରେ କେତେକ ପରିବର୍ତ୍ତନ ଆଣିଛି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି ପୁରୁଷ କ୍ରିକେଟ୍ କମିଟିର ସୁପାରିସ ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଏହାକୁ…

ଟ୍ରକ୍‌ ପିଟିବାରୁ ଜଳିଗଲା ଭ୍ୟାନ୍‌; ଆଖି ବୁଜିଲେ ୨୬

ନୂଆଦିଲ୍ଳୀ : ଉତ୍ତର ମେକ୍ସିକୋର ଟାମୁଲିପାସ୍‌ରେ ଗତକାଲି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ୍‌ ଓ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟିବା ସହ ନିଆଁ ଲାଗିଯିବାରୁ ୨୬ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ବହୁ ଛୋଟ ଛୁଆ…

ଆଇନ-ଶୃଙ୍ଖଳା ଉପରେ ବିଶ୍ବାସ ରଖିବା ଲାଗି ପ୍ରତିବାଦକାରୀ କୁସ୍ତିଖେଳାଳିଙ୍କୁ କହିଲେ ଅନୁରାଗ ଠାକୁର

ହାମିରପୁର (ହିମାଚଳ ପ୍ରଦେଶ): ପ୍ରତିବାଦ ଶେଷ କରିବା ସହିତ ଆଇନ ଓ ଶୃଙ୍ଖଳା ଉପରେ ବିଶ୍ବାସ ରଖିବା ଲାଗି ରବିବାର ଦିନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ପ୍ରତିବାଦରତ କୁସ୍ତି ଖେଳାଳିମାନଙ୍କୁ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ରାୟ…