Month: May 2023

ମାଗଣାରେ ମିଳୁଥିବା ପିଆଜକୁ ବୋହି ନେଇଗଲେ ଲୋକେ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କ ଘରେ ରୋଷେଇ ସମୟରେ ପିଆଜକୁ ଖାଦ୍ୟରେ ଅଧିକ ଭାବେ ବ୍ୟବହାର କରାଯାଇଥାଏ। ସମୟସମୟରେ ପିଆଜ ଦର ଆକାଶ ଛୁଆଁ ହୋଇଯାଇଥାଏ । ଏହି ସମୟରେ ସାଧାରଣଲୋକେ ଚାହିଁକି ବି ପିଆଜକୁ କିଣି ପାରନ୍ତି ନାହିଁ। ଏଥର କିନ୍ତୁ…

ଇମ୍ରାନ ଖାଁଙ୍କ ଲାହୋର ଘରେ ଲୁଚିଛନ୍ତି ୪୦ ଆତଙ୍କବାଦୀ ! ଘରକୁ ଘେରିଲେ ପୁଲିସ୍

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲାହୋରରେ ଥିବା ଜମାନ ପାର୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ରହିଛନ୍ତି ଓ ଇମ୍ରାନ ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ପାକିସ୍ତାନ ସରକାର ଦାବି କରିଛନ୍ତି । ସେମାନଙ୍କୁ ପୁଲିସ ହାତରେ ଦେବାକୁ…

ହାଇକମାଣ୍ଡଙ୍କ ନିକଟରେ ସର୍ତ୍ତ ରଖିଲେ ଶିବକୁମାର: ‘ମୋତେ ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯାଉ’

ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ହଟଚମଟ ଜାରି ରହିଛି | କଂଗ୍ରେସର ଶୀର୍ଷ ନେତୃତ୍ୱ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ସେନେଇ ଦ୍ଵନ୍ଦ୍ବରେ ଅଛନ୍ତି | ସିଦ୍ଦରମେୟା ଓ ଡିକେ ଶିବକୁମାର ଉଭୟ କର୍ଣ୍ଣାଟକ କଂଗ୍ରେସର ଦୁଇ…

ବିହାରରେ ଜେଡିୟୁର ‘ମଟନ୍ ଭୋଜି’କୁ ନେଇ କଟାକ୍ଷ କଲା ବିଜେପି

ପାଟନା: ମୁଙ୍ଗେରରେ ଆୟୋଜିତ ଜେଡିୟୁର ମଟନ୍-ଭାତ ଭୋଜିକୁ ନେଇ ବିହାର ବିଜେପି ନେତା ବିଜୟ କୁମାର ସିହ୍ନା କଟାକ୍ଷ କରିଛନ୍ତି । ବିଜୟ ସିହ୍ନା କହିଛନ୍ତି ଯେ ଜେଡିୟୁ ସଭାପତି ଲଲନ ସିଂ ମୁଙ୍ଗେରରେ ଏକ ମଟନ୍ ଭୋଜି ଦେଇଛନ୍ତି। କିନ୍ତୁ…

ତ୍ରୁଟିପୂର୍ଣ୍ଣ କେଶ କାଟିବା ପାଇଁ ମଡେଲଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବା ଆଦେଶ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜାତୀୟ ଖାଉଟି ବିବାଦ ନିବାରଣ କମିଶନ (ଏନ୍‌ସିଡିଆରସି) ଆଇଟିସି କମ୍ପାନିର ମାଲିକାନାରେ ଥିବା ଏକ ପଞ୍ଚତାରକା ହୋଟେଲରେ ତ୍ରୁଟିପୂର୍ଣ୍ଣ ଶୈଳୀରେ କେଶ କଟାଯିବା ପାଇଁ ଜଣେ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨ କୋଟି ଟଙ୍କା ଦେବାକୁ ଦେଇଥିବା ଆଦେଶ ଉପରେ…

ପାକିସ୍ତାନରୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗିବାକୁ ଆଦେଶ ଦେଲେ ଟିନା ଡାବି

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଆଇଏଏସ୍ ଟିନା ଡାବିଙ୍କ ଆଦେଶରେ ପାକିସ୍ତାନରୁ ଜୈସଲମେରକୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି। ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ କେଚମେଣ୍ଟ ଅଞ୍ଚଳରେ ୫୦ରୁ…

‘କର୍ଣ୍ଣାଟକରେ ବିଜେପି ହାର ପାଇଁ ମୁଁ ଦାୟୀ’

ବେଙ୍ଗାଲୁରୁ : ଚଳିତ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବିଜେପି ଧୂଳି ଚାଟିଥିବା ବେଳେ ବିପୁଳ ଭୋଟରେ ଜିତିଛି କଂଗ୍ରେସ । ଅପ୍ରତ୍ୟାଶିତ ଭାବେ ଦଳ ହାର୍‌ର ସମ୍ମୁଖୀନ ହେବା ପରେ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ଦୁର୍ନୀତି ଅଭିଯୋଗ ଆଣିଥିଲେ ସତ୍ୟପାଲ ମଲିକ, ତାଙ୍କରି ସହଯୋଗୀମାନଙ୍କ ଠିକଣାରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ : ଦିଲ୍ଲୀ ଓ ରାଜସ୍ଥାନ ସମେତ ୧୨ଟି ଠିକଣାରେ ରେଡ୍‌ କରିଛି ସିବିଆଇ। ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଲ ସତ୍ୟପାଲ ମଲିକଙ୍କ ୩ ସହଯୋଗୀଙ୍କ ଘରେ ମଧ୍ୟ ସିବିଆଇ ଛାନଭିନ କରିଛି। ଶ୍ରୀ ମଲିକଙ୍କ ପୂର୍ବତନ ପ୍ରେସ ସଚିବ, ଚାର୍ଟାଡ ଆକାଉଣ୍ଟାଣ୍ଟ…

ଭାରତକୁ ନାଲି ଆଖି ଦେଖାଇଲା ୟୁରୋପୀୟ ୟୁନିଅନ, କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ : ଭାରତ ଉପରେ ଭଡ଼କିଲା ୟୁରୋପୀୟ ୟୁନିଅନ । ଖପ୍ପା ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଲା। ଭାରତ ନିଜର ଏହି ଅଭ୍ୟାସ ତୁରନ୍ତ ନ ବଦଳାଇଲେ କଡ଼ା କର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛି। ହେଲେ ଏହା…

ପୁଣି ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀର ଉପ ରାଜ୍ୟପାଳଙ୍କୁ ପୁଣିଥରେ ସୁପ୍ରିମକୋର୍ଟ ଝଟକା। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଉପ ରାଜ୍ୟପାଳଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଥମେ ସୁପ୍ରିମକୋର୍ଟ ଉପ ରାଜ୍ୟପାଳଙ୍କ ହାତରୁ ପ୍ରଶାସନିକ କ୍ଷମତା…