Month: May 2023

କିରଣ ରିଜିଜୁଙ୍କ ପରେ ଆଇନ ରାଷ୍ଟ୍ରମନ୍ତ୍ରୀ ବି ବଦଳିଲେ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ଅଦଳବଦଳ ହୋଇଛି । ପ୍ରଥମେ ଆଇନ ମନ୍ତ୍ରାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁଙ୍କ ଠାରୁ ତାଙ୍କ ଦାୟିତ୍ବ କାଢ଼ି ନିଆଯାଇଥିବା ବେଳେ ଏବେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବଘେଲଙ୍କୁ ମଧ୍ୟ…

ବଦଳିଲେ ଦେଶର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବିରୋଧରେ ଲଗାତାର ବୟାନ ଦେଉଥିବା କିରନ ରିଜିଜୁଙ୍କଠାରୁ ଆଇନ ମନ୍ତ୍ରଣାଳୟ ନିଆଯାଇ ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍‌ଙ୍କୁ ନୂଆ ଆଇନ୍‌ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଆଇନ ମନ୍ତ୍ରାଳୟ ଦାୟିତ୍ବରେ…

ସିଦ୍ଦରମେୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚାରି ଦିନର ରାଜନୈତିକ କସରତ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରିତ୍ବକୁ ନେଇ ଜାରିଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବରିଷ୍ଠ ନେତା ସିଦ୍ଦରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତ ମଧ୍ୟରାତ୍ରିରେ ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ।କଂଗ୍ରେସ ଶୀର୍ଷ ନେତୃତ୍ବ…

ପାଞ୍ଜିକଥା: ତିଥିର କ୍ଷୟବୃଦ୍ଧି

ଗୋଟିଏ ମାସରେ ଦୁଇଟି ପକ୍ଷ ଓ ପ୍ରତ୍ୟେକ ପକ୍ଷରେ ୧୫ଟି ତିଥି ଥାଏ। କିନ୍ତୁ ବେଳେବେଳେ ପାଞ୍ଜିରେ କୌଣସି ତିଥି କ୍ଷୟ ବୋଲି ଲେଖାଥାଏ। ପୁଣି ଅନ୍ୟ କେତେବେଳେ ତିଥିର ବୃଦ୍ଧି ହୋଇ ତାହା ପରଦିନକୁ ଯାଇଥାଏ। ଏଭଳି କ୍ଷୟବୃଦ୍ଧି କାରଣରୁ…

ବିଜେଡି ନେତାଙ୍କ ଘରେ ମହିଳା ନିର୍ଯାତନା ଘଟଣାକୁ ଅସ୍ତ୍ର କଲା ବିଜେପି, ସ୍ମୃତି ପଟ୍ଟନାୟକ ପଚାରିଲେ ନବୀନ ଚୁପ୍ କାହିଁକି

ଭୁବନେଶ୍ବର : ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ଅପରାଧ ତାଲିକାରେ ଯୋଡ଼ି ହେଉଛି ବିଜେଡିର ଜଣକ ପରେ ଜଣେ ନେତା ମନ୍ତ୍ରୀଙ୍କ ନାଁ। ଜଣକ ପରେ ଜଣେ ନେତା ମାମଲାରେ ଛନ୍ଦି ହେବା ପରେ ଦଳ ପାଇଁ ବଢୁଛି ଅଡୁଆ। ଯାହାକୁ…

ଏସ ସି ବି ମେଡ଼ିକାଲ କଲେଜରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: ଏସ ସି ବି ମେଡ଼ିକାଲ କଲେଜରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏକ ହଷ୍ଟେଲକୁ ଡାକି ଅନ୍ୟ ଜଣେ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ସଫେଇ ଦାୟିତ୍ୱରେ ଥିବା ଏକ ଘରୋଇ…

ପାଣିରେ ବୁଡି ଯୁବକ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଭାଲୁମୁଣ୍ଡା ଗାଁର ରୁଦ୍ର ପ୍ରସାଦ ମେହେର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ…

ବୋହୂଙ୍କ ଯୌତୁକ ଦାବି ଅଭିଯୋଗକୁ ଖଣ୍ଡନ କଲେ ଶଶିଭୂଷଣ

ବାଙ୍କୀ : ବୋହୂ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତୀହୀନ କହିଲେ ବିଧାୟକ ଶଶୀଭୂଷଣ ବେହେରା। ଘଟଣାକୁ ନେଇ ମୁଁ ଦୁଃଖିତ, ମର୍ମାହତ ଏବଂ ଆଶ୍ଚର୍ଯ୍ୟଚକିତ ବୋଲି କହିଛନ୍ତି ଶଶୀଭୂଷଣ। ବିବାହର ୨ ବର୍ଷ ପରେ ଏପରି ଅଭିଯୋଗ ଗ୍ରହଣୀୟ…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ଆର୍ଟ ଅଫ ଗିଭିଂ ଡେ। ପୁରୀ ଜିଲ୍ଲା ପିପିଲିରେ ଦଶମ ଆର୍ଟ ଅଫ୍‌ ଗିଭିଂ ଡେ’ ପାଳିତ ହୋଇଛି । ଏହି ଅବସରରେ ନିମାପଡ଼ା ଛକରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା ।…

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା STF, ୨ ଗିରଫ

ସୋନପୁର: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF। ୧୦କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର। ସୋନପୁର ଫରେଷ୍ଟ ଡିଭିଜନ ଭିତରେ ଚାଲିଥିଲା ଡିଲ। ୨ଭାଇ ଡିଲ କରୁଥିବା ନେଇ ଖବର ପାଇଥିଲା STF। ସୋନପୁର ବନ ବିଭାଗ ସହାୟତାରେ ଦୁଇ ଚୋରା…