Month: May 2023

ଚୀନର ଉହାନ୍ ଲ୍ୟାବରୁ ବ୍ୟାପିଥିଲା କରୋନା, ମିଳିଲା ପ୍ରମାଣ

ୱାଶିଂଟନ୍: ଚୀନର ଉହାନ୍ ଇନଷ୍ଟିଚ୍ୟୁଟ ଲ୍ୟାବରୁ ହିଁ ବ୍ୟାପିଥିଲା କରୋନା | ଏବେ ଏନେଇ ପ୍ରମାଣ ମିଳିଛି | କୋଭିଡ୍ -୧୯ ମହାମାରୀର ଉତ୍ପତ୍ତି ନେଇ ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଲ୍ୟାବରୁ ଏକ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ହନୁମାନଙ୍କର ଜଣେ ପରମ ଭକ୍ତ !

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ସରି ଫଳାଫଳ ବାହାରିସାରିଛି | ତେବେ ନିର୍ବାଚନ ସମୟରେ କଂଗ୍ରେସର ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଯିବା ପ୍ରତିଶୃତିକୁ ନେଇ ବିଜେପି କଡା ସମାଲୋଚନା କରିଥିଲା | ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି…

ଆଇପିଏଲ-୨୦୨୩ର କ୍ୱାଲିଫାୟର ଓ ଏଲିମିନେଟର ମ୍ୟାଚ ପାଇଁ ଆରମ୍ଭ ହେଲା ଟିକେଟ ବିକ୍ରି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ସିଜିନର ଶେଷ ଲିଗ୍ ମ୍ୟାଚ୍ ମେ ୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ | ଏହା ପରେ ପ୍ରଥମ ଯୋଗ୍ୟତା(କ୍ୱାଲିଫାୟର) ମ୍ୟାଚ ମେ ୨୩ରେ ଖେଳାଯିବ | ମେ ୨୪ରେ ଏଲିମିନେଟର…

ଶିଳ୍ପପତି ଏସ୍‌ପି ହିନ୍ଦୁଜାଙ୍କ ପରଲୋକ

ନୂଆଦିଲ୍ଲୀ : ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜା। ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏସ୍‌ପି ହିନ୍ଦୁଜା ଆଜି ଲଣ୍ଡନରେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ…

ଖୁବ୍‌ ଶୀଘ୍ର ବଦଳିବେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ବଦଳିବେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ । ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ପିକେ ଗୁପ୍ତାଙ୍କୁ ବସାଇବାକୁ ଅଣ୍ଟା ଭିଡିଲେଣି କେଜ୍ରିୱାଲ ସରକାର । ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ…

ଜଲ୍ଲିକଟୁକୁ ସବୁଜ ସଙ୍କେତ ଦେଲେ ଦେଶର ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ : ତାମିଲନାଡୁର ପାରମ୍ପରିକ କ୍ରୀଡ଼ା ଜଲ୍ଲିକଟୁକୁ ସବୁଜ ସଙ୍କେତ ଦେଲେ ଦେଶର ସର୍ବୋଚ୍ଚ ଅଦାଲତ । ଏହା ତାମିଲନାଡ଼ୁର ସାଂସ୍କୃତିକ ପରମ୍ପରାର ଅଂଶ ହୋଇଥିବାରୁ ଏହି ମାମଲାରେ ତାମିଲନାଡୁ ସରକାରଙ୍କ ଆଇନକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଜଲ୍ଲିକଟୁ କ୍ରୀଡ଼ା…

ଭାରତ ଫେରିବ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା

ନୂଆଦିଲ୍ଲୀ : ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା ଭାରତ ଫେରିବା ବାଟ ପରିଷ୍କାର ହୋଇଛି। ଆମେରିକା କାଲିଫର୍ଣ୍ଣିଆର ଏକ କୋର୍ଟ ପାକିସ୍ତାନୀ ମୂଳ ବ୍ୟବସାୟୀ…

ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୨୦ ତାରିଖରେ ଶପଥ ନେବେ ସିଦ୍ଦରମୈୟା। ଏଥିସହ ଡିକେ ଶିବକୁମାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବକୁ ବେଶ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ…

ଲଣ୍ଡନ ପଳାଅ ନଚେତ୍ ଫାଶୀ ପାଇଁ ପ୍ରସ୍ତୁତ ରୁହ : ଇମ୍ରାନଙ୍କ ଉପରେ ବଢୁଛି ସେନାର ଚାପ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁପ୍ରିମ୍ କୋର୍ଟରୁ ଆଶ୍ୱସ୍ତି ପାଇବା ସତ୍ତ୍ୱେ ତାଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ଉପରେ ପାକିସ୍ତାନ ସରକାର ଓ ସେନାର ନିୟନ୍ତ୍ରଣ କଠୋର ହେବାରେ ଲାଗିଛି । କେତେକ ଗଣମାଧ୍ୟମ…

ଭାରତ ମହାସାଗରରେ ବୁଡ଼ିଗଲା ଚୀନ ଜାହାଜ, ଲୋକଙ୍କ ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଭଲ ସମ୍ପର୍କ ନଥିଲେ ବି ଚୀନ ନୌସେନାର ସହାୟତା ନିବେଦନକୁ ଗ୍ରହଣ କରି ନିଜର ବିଶାଳ ହୃଦୟ ଦେଖାଇଛି ଭାରତୀୟ ନୌସେନା । ଭାରତ ମହାସାଗରରେ ବୁଡ଼ିଯାଇଥିବା ଏକ ଚୀନ ଜାହାଜରୁ ୩୯…