Month: May 2023

ଥୁଆମୁଳ-ରାମପୁରରେ ହେବ ଯୁକ୍ତ ୩ ଡିଗ୍ରି କଲେଜ, ଘୋଷଣା କଲେ ୫-ଟି ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭିକେ. ପାଣ୍ଡିଆନ ଶନିବାର କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ…

ରାଜ୍ୟରେ ସ୍ଥାୟୀ ପୁଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ସ୍ଥାୟୀ ପୁଲିସ ଚୟନ ବୋର୍ଡ ଗଠନ ହେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ। ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ…

ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି

ଭୁବନେଶ୍ବର: ବହଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି। ଶ୍ରଦ୍ଧାଞ୍ଜଳି ବେହେରା ସିବିଆଇ କୋର୍ଟରେ ପିଟସନ ଦାଖଲ କରିଥିଲେ ବି ଶାରୀରିକ ଭାବେ ଅସୁସ୍ଥତା ଦେଖାଇ ହାଜର…

ଜୟପୁର ସରକାରୀ ଅଫିସ୍‌ରୁ ମିଳିଲା ଦାବିଦାର ନ ଥିବା ୨ କୋଟିରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଓ ୧ କିଲୋ ସୁନା

ଜୟପୁର: ସରକାରୀ ଅଟ୍ଟାଳିକା ‘ଯୋଜନା ଭବନ’ର ତଳଘର ବା ‘ବେସ୍‌ମେଣ୍ଟ୍‌’ରୁ ରାଜସ୍ଥାନ ସରକାରୀ ଅଧିକାରୀମାନେ ଶୁକ୍ରବାର ଦିନ ନଗଦ ୨.୩୧ କୋଟି ଟଙ୍କା ଓ ୧ କିଲୋ ସୁନା ବିସ୍କୁଟ୍‌ ପାଇଥିବା କଥା ପୁଲିସ କହିଛି। ଏ ବିଷୟରେ ଜେରା କରିବା…

ତିରୁପତି ବାଲାଜୀ ପରେ ଧନୀ ମନ୍ଦିର ତାଲିକାରେ ଦ୍ୱିତୀୟ ସ୍ଥାନରେ ମହାବୀର ମନ୍ଦିର

ପାଟନା: ଆୟ ମାମଲାରେ ଦେଶର ଐତିହାସିକ ତୀର୍ଥ ସ୍ଥାନ ତିରୁପତି ବାଲାଜୀ ମନ୍ଦିର ପରେ ବର୍ତ୍ତମାନ ପାଟନାର ମହାବୀର ମନ୍ଦିର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି, ଯେଉଁଠାରେ ସର୍ବାଧିକ ପ୍ରସାଦ ବିକ୍ରି ହେଉଛି। ଗତ ୩ମାସ ମଧ୍ୟରେ ମନ୍ଦିରର ଆୟ ବହୁତ ବୃଦ୍ଧି…

ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍‌ସ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୬୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୭୭ ରନ୍‌ରେ ପରାସ୍ତ କରିଛି। ୨୨୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳିରେ ବ୍ୟାଟିଂ କରିଥିବା ଦିଲ୍ଲୀ ଟିମ୍‌ ୧୪୬…

ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଯିବେ ଅଭିଷେକ ବାନାର୍ଜୀ

କୋଲକାତା: ସ୍କୁଲ୍‌ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ଆଜି ଟିଏମସି ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ଡାକିଥିଲା । ସେଠାରେ ସିବିଆଇ ଅଭିଷେକଙ୍କୁ ଅନେକ ପ୍ରଶ୍ନ ପଚାରିଛି | ତେବେ ଏହି ପଚରାଉଚୁରାକୁ ନେଇ…

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ

ବେଙ୍ଗାଲୁରୁ: ଦ୍ବିତୀୟ ଥର ପାଇଁ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଶିଷ୍ଟ କଂଗ୍ରେସ ନେତା ସିଦ୍ଦରମେୟା ଶପଥ ଗ୍ରହଣ କରିଥିବା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତୀରବ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଭବ୍ୟ ଶପଥ ଗ୍ରହଣ…

କର୍ଣ୍ଣାଟକର କଂଗ୍ରେସ ସରକାର : ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ୫ ନୂଆ ଯୋଜନା, ଖର୍ଚ୍ଚ ହେବ ୬୨,୦୦୦ କୋଟି

ନୂଆଦିଲ୍ଲୀ: ମତଦାନ ପରେ ବିପୁଳ ଭୋଟ ପାଇ ଜିତିଥିଲା କଂଗ୍ରେସ। ମାଟି କାମୁଡ଼ି ପଡ଼ିଥିବା କଂଗ୍ରେସ ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏକ ନୂଆ ଆଶା ନେଇ ଆସିଛି। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଏବେ କଂଗ୍ରେସ…

ବାୟୁସେନା ମିଗ୍‌-୨୧ର ଉଡ଼ାଣକୁ ସ୍ଥଗିତ ରଖିଲା

ନୂଆଦିଲ୍ଲୀ: ରାଜସ୍ଥାନରେ ବାୟୁସେନାର ଲଢ଼ୁଆ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ସୋଭିଏତ ରୁଷିଆ ଦ୍ୱାରା ନିର୍ମିତ ଏହି ବିମାନର ପୁରୁଣା ଫ୍ଲିଟ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ମେ’ ୮ରେ ହୋଇଥିବା ଦୁର୍ଘଟଣାର ତଦନ୍ତ…