Month: May 2023

ବାଣୀବିହାର କ୍ୟାମ୍ପସରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସ ପରିସରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଜବତ କରାଯାଇଛି। ସହିଦନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତକଙ୍କ ମିଳିଛି ପରିଚୟ। ମୃତକଙ୍କ ନାମ ଉତ୍ତମ ନାୟକ। ବୟସ ୨୧। ଘର ଦାଣ୍ଡମକୁନ୍ଦପୁର ପିପିଲି…

ଝାରପଡା ଜେଲରେ ଜୀବନ ହାରିଲେ ଅନ୍ତେବାସିନୀ

ଭୁବନେଶ୍ୱର: ଆଜିକାଲି ଜୀବନ ହାରିବାର ବହୁତ ଘଟଣା ସାମ୍ନାକୁ ଆସୁଛି । ହେଲେ ଆଜି ଏମିତି ଏକ କାହାଣୀ ଆପଣମାନଙ୍କୁ ଜଣାଉଛୁ ତାହା ଯେତିକି କୌତୁହଳପୂର୍ଣ୍ଣ ସେତିକି ଦୁଃଖଦ ମଧ୍ୟ । ଭୁବନେଶ୍ୱର ଝାରପଡା ଜେଲ ଭିତରେ ସଜା କାଟୁଥିବା ଜଣେ…

ଶିମିଳିପାଳରେ ବନ କର୍ମଚାରୀଙ୍କୁ ଆବଶ୍ୟକ ପଡିଲେ ବନ୍ଧୁକ ଦିଆଯିବ: ପିସିସିଏଫ୍‌

ଶିମିଳିପାଳରେ ମୁତୟନ ହେବେ ଏପିଆର୍‌ ଫୋର୍ସ । ଆବଶ୍ୟକ ପଡିଲେ ବନ କର୍ମଚାରୀଙ୍କୁ ବନ୍ଧୁକ ପ୍ରଦାନ କରାଯିବ। ମୟୂରଭଞ୍ଜ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ଓ୍ଵାଇଲ୍ଡ ଲାଇଫ୍‌ ପିସିସିଏଫ୍‌ ସୁଶୀଲ କୁମାର ପୋପ୍‌ଲି। ଏହାସହ ଶିକାରୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା…

ସ୍ତ୍ରୀର ମୁଣ୍ଡରୁ ଶରୀର ଅଲଗା କରି ହାଣିଲା ସ୍ବାମୀ

ଗଜପତି: ବର୍ବର, ନୃଶଂସ ହତ୍ୟା । ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀର ମୁଣ୍ଡ କାଟିଲା । ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲା ସ୍ୱାମୀ । କଟା ମୁଣ୍ଡ ନେଇ ଘର ଆଗରେ ରଖିଲା । ଗଜପତି କାଶୀନଗର ଥାନା…

ରାଜ୍ୟର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା Wifi ସହ ୧ ଜିବି ଡାଟା

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା wifi ଓ 1 GB ଡାଟା । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ…

ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର

ଉଦଳା : ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର । ଫଳରେ ତଦନ୍ତ କରିବାକୁ ଆସିଥିବା ଡାକ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏହି ଘଟଣା ଘଟିଛି ଉଦଳାରେର । ଉଦଳା ଡିମଗଡିଆ ପୋଷ୍ଟ ଅଫିସରେ ଲକ୍ଷ ଲକ୍ଷ…

ଜମୁଛି ଶୀତଳ ଷଷ୍ଠୀ, ୪୪ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ

ସମ୍ବଲପୁର : ସମ୍ବଲପୁରରେ ଶୀତଳ ଷଷ୍ଠୀ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ବିଭିନ୍ନ ସ୍ଥାନରେ ନାକାବନ୍ଦି କରିଛି ପୁଲିସ। ବୁଧବାରଠାରୁ ନାକାବନ୍ଦି କରାଯାଇଥିବା ବେଳେ ଆଜି ଆଉ ୩ଟି ସ୍ଥାନରେ ବଢ଼ାଇ ମୋଟ୍‌ ୨୬ଟି ସ୍ଥାନରେ ନାକାବନ୍ଦି…

ଭିମ୍‌ସାର୍‌ରେ ପୁଣି ରାଗିଂ

ବୁର୍ଲା : ଭିମ୍‌ସାର୍‌ରେ ପୁଣି ରାଗିଂ ଅଭିଯୋଗ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର। ଅଭିଯୋଗ ମିଳିବା ପରେ ଭିମ୍‌ସାର୍ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ରାଜ୍ୟର…

ଛତ୍ରପୁର: କୁମାରବେଗପଲି ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କୁମାରବେଗପଲି ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ଏହାଫଳରେ ଉକ୍ତ ବାଟଦେଇ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନା ପ୍ରକାରେ ଆଜି ସକାଳ ୯ଟା ୨୦ରେ ଏକ ମାଲବାହୀ…

ମେ ୨୯ରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ, ଜୁନ ୨୮ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର: ମେ ୨୯ ତାରିଖରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ ହେବ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନର…