Month: April 2023

ଅଜଣା ଜନ୍ତୁ ଆକ୍ରମଣରେ ୩୫ ମେଣ୍ଢା ମୃତ

ମହାକାଳପଡ଼ା: ୩୫ ମେଣ୍ଢା ମାରିଲା ଅଜଣା ଜନ୍ତୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । କଳାଗଡ ଗାଁର ମହନି ଦାସଙ୍କ ଗୁହାଳରେ ବିଳମ୍ବିତ ରାତିରେ ୩୦ରୁ ଉର୍ଦ୍ଧ୍ଵ ମେଣ୍ଢା ଅଜଣା…

ଆସନ୍ତାକାଲି ଠାରୁ ବଦଳିବ ପାଗ, ଫେରିବ ତାତି

ଭୁବନେଶ୍ବର : ଆସନ୍ତାକାଲି ଠାରୁ ବଦଳିବ ପାଗ , ଫେରିବ ତାତି । କାଲି ଠାରୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନଥିବା ବେଳେ ଆଜି ରାତିରେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି ।ଗତ ୨୪…

ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲା, ଆଉ ଜଣେ ଅଟକ

ଝାରସୁଗୁଡ଼ା: ସରବାହାଲରୁ ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲାରେ ଆଉ ଜଣେ ଅଟକ। ଝାରସୁଗୁଡ଼ା ପୋଲିସ ବୁର୍ଲାରୁ ଆଉ ଜଣକୁ ଉଠାଇ ନେଇ ଅଟକ ରଖିଛି। ଅପହରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ସମର୍ଥକୁ ଲୁଚାଇ ରଖାଯାଇଥିବା ସୂଚନା ମିଳିଛି।…

ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରେ ଅଘଟଣ। ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ। ଅଗ୍ନିଶ୍ରମ କର୍ମଚାରୀ ମାନେ ଖବର ପାଇ ତୁରନ୍ତ କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ…

ସଫଳ ହେଲା ଅସ୍ତ୍ରୋପଚାର: ଦୀର୍ଘ ୪ ଘଣ୍ଟାର ଅପରେସନ୍‌ ପରେ ଯୁବକଙ୍କ ମଳଦ୍ୱାରରୁ ବାହାରିଲା ଶାବଳ

ବାଲିଗୁଡା : ଦୀର୍ଘ ଚାରିଘଣ୍ଟାର ଅପରେସନ୍‌ ପରେ ଯୁବକଙ୍କ ମଳଦ୍ୱାରରେ ପଶିଥିବା ଶାବଳକୁ ବାହାର କରାଯାଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ସର୍ଜରୀ ବିଭାଗ ବରିଷ୍ଠ ଡାକ୍ତରମାନଙ୍କ ଦ୍ଵାରା ଅସ୍ତ୍ରୋପଚାର ସଫଳ ହୋଇଛି। ୧୬ ବର୍ଷୀୟ ଶକ୍ତି ପାଟଗୁରୁଙ୍କ ମଳଦ୍ୱାରରୁ ବାହାର କରାଯାଇଛି…

ଛୁରା ମାଡ଼ରେ ଅମ୍ପାୟର ହୋଇଥିବା ଯୁବକ ମୃତ

କଟକ : କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା। ଛୁରା ମାଡ଼ରେ ଅମ୍ପାୟର ହୋଇଥିବା ଯୁବକ ମୃତ। ଆଜି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ମହିଂସାଲଣ୍ଡା ଗ୍ରାମର…

ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ: ଭର୍ତ୍ତୃହରି ମହତାବ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି। ଜାତୀୟ ରାଜପଥରେ ଓ ତ୍ରିଶୁଳିଆ-ନନ୍ଦନକାନନ ରାସ୍ତାରେ ଗମନାଗମନ ବହୁ ମାତ୍ରାରେ ବୃଦ୍ଧି ପାଇଛି।ଫଳରେ ଅଧିକାଂଶ…

ନକଲି ସାର୍ଟିଫିକେଟ ମାମଲା: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ବଲାଙ୍ଗୀର: ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ୫ ଜଣିଆ ଟିମ୍ ଟାଉନ ଥାନାରେ ପ୍ରଥମେ ପହଞ୍ଚି ମାମଲାର ସବୁ ଜବତ କାଗଜପତ୍ର ନିଜ ହାତକୁ ନେଇଛି। ଆଜି କେସ ଦାୟିତ୍ବ ନିଆଯିବ ବୋଲି ଟିମରେ ଆସିଥିବା…

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ଏଜି ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଚାଲିଥିବା ବେଳେ ଘଟଣାସ୍ଥଳରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସୁର ରାଉତରାୟଙ୍କୁ ପୁଲିସ ଉଠାଇନେଇଥିବାର ଖବର ମିଳିଛି। ରାଜଧାନୀରେ ବିଧାନସଭା ଘେରାଉ ପାଇଁ…

ନୂଆପଡ଼ାରେ ଥମୁନି ବାଘ ଆତଙ୍କ

ନୂଆପଡ଼ା : ନୂଆପଡ଼ାରେ ଥମୁନି ବାଘ ଆତଙ୍କ। ସୁନାବେଡ଼ା ଅଭୟାରଣ୍ୟ ପରେ କୋମନା ବ୍ଳକ ବେଲରଦନା ଗାଁରେ ବାଘ ଭୟ। ଗତକାଲି ରାତିରେ ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ବାଛୁରୀକୁ ଗୁହାଳରୁ ଟାଣିନେଇ ମାରିଖାଇଥିବା ଅଭିଯୋଗ ହୋଇଛି। ସକାଳେ ବାଛୁରୀ ଗୁହାଳରେ…