Month: April 2023

ଆଇପିଏଲ : ଦିଲ୍ଲୀକୁ ୨୩ ରନରେ ହରାଇଲା ବାଙ୍ଗାଲୋର୍

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ଦିଲ୍ଲୀକୁ ୨୩ ରନରେ ହରାଇଦେଇଛି ବାଙ୍ଗାଲୋର୍ । ଏହି ମ୍ୟାଚରେ ଦିଲ୍ଲୀ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଏହି ଦଳ ୨୦ ଓଭରରେ ୯…

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୧୩ ମୃତ, ୨୫ରୁ ଊର୍ଦ୍ଧ୍ବ ଆହତ

ମୁମ୍ବାଇ : ଆଜି ସକାଳୁ ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଅକାଳରେ ଚାଲି ଯାଇଛି ୧୩ ଜୀବନ । ଏକ ଯାତ୍ରୀବାହୀ ବସ୍‌ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ଗୋରେଗାଓଁ…

ପ୍ରତିଶ୍ରୁତି ଦେଲା ଜେଡିଏସ: ପ୍ରତିବର୍ଷ ମାଗଣାରେ ମିଳିବ ୫ଟି ଏଲପିଜି ସିଲିଣ୍ତର

ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ଭେଟରାନ ଏଚ୍‌ଡି ଦେବଗୌଡ଼ା ଭୋଟରଙ୍କୁ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଆଜି ଜେଡିଏସ୍‌ ପକ୍ଷରୁ ୧୨ ସୂତ୍ରୀ ପ୍ରତିଶ୍ରୁତି ପତ୍ର…

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌

ନୂଆଦିଲ୍ଲୀ : କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌ । ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମନ୍‌ । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ସମନ କରିଛି ସିବିଆଇ । ୧୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି…

ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଦେବା ସମୟରେ ବିସ୍ଫୋରଣ

ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ସ୍ମୋକ୍‌ ବମ୍‌ ହମ୍‌ଲା । ଫୁମିଓ କିଶିଦା ଭାଷଣ ଦେବା ସମୟରେ ବିସ୍ଫୋରଣ ହୋଇଛି । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିିଶିଦା । ସଭାସ୍ଥଳରୁ ସୁରକ୍ଷିତ ଭାବେ ତାଙ୍କୁ…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୭୫୩ କରୋନା ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦,୭୫୩ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା…

ପୁଅର ଶେଷକୃତ୍ୟ ସମ୍ପନ୍ନ କରିଥିବା ପାଦ୍ରୀଙ୍କୁ ଭେଟିବା ପରେ ଲୁହ ଛଳଛଳ ହୋଇଗଲା ଜୋ ବାଇଡେନ୍‌ଙ୍କ ଆଖି

ବାଲିନା (ଆୟର୍ଲାଣ୍ଡ୍‌): ପୁଅ ବିୟୁର ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣେ ଆଇରିସ୍‌ ଗୀର୍ଜାର ପାଦ୍ରୀଙ୍କ ସହିତ ଶୁକ୍ରବାର ଦିନ ହଠାତ୍‌ ଭେଟ ହେବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କାନ୍ଦି ପକାଇଥି‌ବା କଥା ‘ରଏଟର୍ସ’ ରିପୋର୍ଟ କରିଛି। ଆୟର୍ଲାଣ୍ଡ୍‌ ଗସ୍ତରେ…

ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ବାର୍ଷିକ ଅମରନାଥ ଯାତ୍ରା କେବେ ଠାରୁ ଆରମ୍ଭ ହେବ, ତା’ର ତାରିଖ ଆଜି ଘୋଷଣା କରାଯାଇଛି। ଜୁଲାଇ ୧ରୁ ବାବା ଅମରନାଥଙ୍କ ଯାତ୍ରା ଆରମ୍ଭ ହେବ। ଦୀର୍ଘ ୬୦ ଦିନ ଧରି ଏହି ଯାତ୍ରା ଚାଲିବ। ଏହି ଅବସରରେ ଦକ୍ଷିଣ କଶ୍ମୀରରେ…

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଦ୍ବାରକା : ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଗତ କାଲି ସନ୍ଧ୍ୟାରେ ଦ୍ୱାରକାରେ ଘଟିଛି। ମୃତ ନେତାଜଣକ ହେଲେ ନଫଜଗଡ଼ ଅଞ୍ଚଳର ଭାଜପା କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମଟିୟାଲା । ବିନ୍ଦାପୁର…

‘‌କ୍ଷେପଣାସ୍ତ୍ର ପ୍ରତିରକ୍ଷା ସମରାଭ୍ୟାସ’ କରିବେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ

ସିଓଲ୍: ଉତ୍ତର କୋରିଆର ଆଣବିକ ଓ କ୍ଷେପଣାସ୍ତ୍ର ଧମକକୁ ମୁକାବିଲା କରି ବାଧା ଦେବା ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଓ ବୁଡ଼ାଜାହାଜ-ନିରୋଧୀ ସମରାଭ୍ୟାସ ନିୟମିତ କରିବା ଲାଗି ଆଲୋଚନା କରିଥିବା କଥା ଏକ ମିଳିତ ବିବୃତିରେ ଆମେରିକା, ଜାପାନ ଓ ଦକ୍ଷିଣ…