ସମଲିଙ୍ଗୀ ଦମ୍ପତିଙ୍କୁ କେମିତି ମିଳିବ ସାମାଜିକ ସୁରକ୍ଷା? କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସମଲିଙ୍ଗୀ ଦମ୍ପତିଙ୍କୁ ମୌଳିକ ସାମାଜିକ ଅଧିକାର ପ୍ରଦାନ କରିବା ଦିଗରେ ସରକାର ଉପଯୁକ୍ତ ମାଧ୍ୟମ ବାହାର କରିବେ ଉଚିତ। ବିଶେଷ କରି ଯୁଗ୍ମ ଆକାଉଣ୍ଟ ଖୋଲିବା କିମ୍ବା ବୀମା ପଲିସିରେ ପାର୍ଟନଙ୍କୁ କେମିତି ନୋମିନେଟ କରିବ ହେବ, ତା’ର…