Month: March 2023

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଆବେଦନ: ଏପ୍ରିଲ ୧୮ରେ ସୁପ୍ରିମ୍‌କୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ ଶୁଣାଣି

ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ଚୂଡ଼ାନ୍ତ ଯୁକ୍ତି ଉପରେ ଏପ୍ରିଲ ୧୮ ତାରିଖରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ। ଏହି ବିଷୟରେ କୌଣସି ନିଷ୍ପତ୍ତି ସମାଜ ଉପରେ ବହୁତ ପ୍ରଭାବ ପକାଇବ ବୋଲି…

‘ନାଟୁ ନାଟୁ’ର ଲୋକପ୍ରିୟତା ବିଶ୍ବବିଦିତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘ଶ୍ରେଷ୍ଠ ମୌଳିକ ଗୀତ’ ବର୍ଗରେ ଏକାଡେମି ପୁରସ୍କାର (ଓସ୍କାର୍‌) ପାଇଥିବା ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତର ‌ଜନପ୍ରିୟତା ବିଶ୍ବବିଦିତ ବୋଲି ଆଜି ଟୁଇଟ୍‌ ଆନନ୍ଦ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବିଭାଗରେ ‘ଓସ୍କାର୍‌’ ପାଇଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ…

ସଂସଦରେ ବଜେଟ୍‌ ଅଧିବେଶନ: ରାହୁଲ୍‌ ଗାନ୍ଧୀଙ୍କ ଇଂଲଣ୍ଡ ମନ୍ତବ୍ୟ ପାଇଁ ହଟ୍ଟ‌ଗୋଳ ଯୋଗୁଁ ଦିନ ୨ଟାଯାଏଁ ଲୋକସଭା ମୁଲତବୀ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍‌ ଅଧିବେଶନର ଦ୍ବୀତିୟାର୍ଦ୍ଧ ଆରମ୍ଭ ହେବା କ୍ଷଣି ଇଂଲଣ୍ଡ୍‌ରେ ଭାରତକୁ ଅପମାନିତ କରିଥିବା ସାଂସଦ ରାହୁଲ୍‌ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଲୋକସଭାରେ ‘ବିଜେପି’ ସାଂସଦମାନେ ଦାବି କରି ହଟ୍ଟଗୋଳ କରିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ…

ଲାଲୁ ଯାଦବଙ୍କ ପରିବାର ଉପରେ ଚଢ଼ଉ ଯୋଗୁଁ ନୀତୀଶ କୁମାର ଖୁସି; ତାଙ୍କର ଇଚ୍ଛା ତେଜସ୍ବୀ ଜେଲ୍‌ ଯାଆନ୍ତୁ: ସୁଶୀଲ୍‌ ମୋଦୀ

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସଦସ୍ୟମାନଙ୍କ ଘରେ ହେଉଥିବା ଚଢ଼ଉ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆନନ୍ଦିତ ଓ ତାଙ୍କର ଇଚ୍ଛା ତେଜସ୍ବୀ ଯାଦବ ଜେଲ୍‌ ଯାଆନ୍ତୁ। ଏ କଥା ‘ବିଜେପି’ ନେତା ସୁଶୀଳ ମୋଦୀ କହିଛନ୍ତି। ‘ଜମି…

ଦିଲ୍ଲୀରେ ମନ୍ତ୍ରୀଙ୍କ ୧୩୬ ଓ ବିଧାୟକଙ୍କ ୬୭ ପ୍ରତିଶତ ଦରମା ବୃଦ୍ଧି ପାଇଲା

ନୂଆଦିଲ୍ଲୀ: ଦିଲ୍ଲୀର ମନ୍ତ୍ରୀ ଏବଂ ବିଧାୟକଙ୍କ ପାଇଁ ଖୁସି ଖବର। କାରଣ ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଛି। ବୃଦ୍ଧି ପାଇଥିବା ଦରମା ଅନୁଯାୟୀ ବର୍ତ୍ତମାନ ବିଧାୟକମାନେ ପ୍ରତି ମାସରେ ୯୦ ହଜାର ଟଙ୍କା ପାଇବେ। ଏଥିସହିତ ମନ୍ତ୍ରୀ ଏବଂ…

କୋଭିଡ ଭଳି ସ୍ଥିତି ସୃଷ୍ଟି କରିପାରେ ଏଚ୩ଏନ୨ ଭାଇରସ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ଇନଫ୍ଲୁଏଞ୍ଜା ଏଚ୩ଏନ୨ ଭାଇରସର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିଯୋଗୁ ଲୋକମାନେ ଥଣ୍ଡା,କାଶ ଓ ଜ୍ୱରରେ ପୀଡ଼ିତ ହେଉଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କୁ ସତର୍କ କରାଇଛନ୍ତି ସରକାର। ତେବେ ପଦ୍ମଶ୍ରୀ ଡାକ୍ତର ରଣଦୀପ ଗୁଲେରିଆ ଏହି…

ବରିଷ୍ଠ ପୁଲିସ ଅଫିସର୍‌ଙ୍କୁ ବାହାହେବେ ପଞ୍ଜାବ ଶିକ୍ଷାମନ୍ତ୍ରୀ

ଚଣ୍ଡୀଗଡ଼: ଚଳିତ ମାସ ଶେଷ ଭାଗରେ ‘ଆପ୍‌’ ବିଧାୟକ ହର୍‌ଜୋତ୍‌ ସିଂହ ବୈଂସ୍‌ ‘ଆଇପିଏସ୍‌’ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବିବାହ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଅଳ୍ପ ଦିନ ତଳେ ଦୁହଁଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି ବୋଲି ସେମାନେ କହିଛନ୍ତି।…

ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, ରାଜନାଥ କହିଲେ- କ୍ଷମା ମାଗନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲଣ୍ଡନରେ ଦେଇଥିବା ବୟାନକୁ ନେଇ ସଂସଦରେ ଝଡ଼। ତାଙ୍କ ବୟାନକୁ ନେଉ ସଂସଦର ଉଭୟ ଗୃହରେ ହୋଇଛି ଜୋରଦାର ହଙ୍ଗାମା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ନେତା ଦେଇଥିବା ବୟାନକୁ ବିରୋଧ…

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଏପର୍ଯ୍ୟନ୍ତ ‘ଆନ୍ତରିକତା’ ଦେଖାଇନାହିଁ: ବୈଦେଶିକ ମନ୍ତ୍ରାଳୟ ରିପୋର୍ଟ

ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୋମବାର (ମାର୍ଚ୍ଚ ୧୩, ୨୦୨୩) ଏହାର ବାର୍ଷିକ ରିପୋର୍ଟ ଜାରି କରି କହିଛି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଦେବାରେ ପାକିସ୍ତାନ ବିଫଳ ହୋଇଛି। ମନ୍ତ୍ରାଳୟର ପଲିସି ପ୍ଲାନିଂ…