Month: March 2023

ଜେଲରେ ଥିବା ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନସର, ଇମୋସନାଲ ହୋଇ ଟ୍ୱିଟ କଲେ

ଚଣ୍ଡୀଗଡ଼ : କ୍ରିକେଟରରୁ ରାଜନେତା ବନିଥିବା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଷ୍ଟେଜ ୨ କ୍ୟାନସର ରୋଗରେ ପୀଡ଼ିତ। ସେ ଏହି ଖବରକୁ ଟ୍ୱିଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେହିପରି ତାଙ୍କର ଏପରି ସମୟରେ ସିଦ୍ଧୁ ଜେଲରେ…

ରାହୁଲଙ୍କୁ ଏବେ ଉପର କୋର୍ଟ ଭରସା, ନଚେତ ୮ ବର୍ଷ ଯାଏ ଲଢ଼ିପାରିବେନି ନିର୍ବାଚନ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୨୦୧୯ ମସିହା ଅପରାଧିକ ମାନହାନୀ ମାମଲାରେ ଆଜି ଗୁଜରାଟର ଗୋଟିଏ କୋର୍ଟ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ତାଙ୍କୁ ଜାମିନ ମିଳିଛି ଓ ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ…

ଫଡନାଭିସ-ଉଦ୍ଧବ ଠାକରେ, ପରସ୍ପରକୁ ଚାହଁଲେ କଥା ବି ହେଲେ

ମୁମ୍ବାଇ : ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନା(ଉଦ୍ଧବ ବାଲାସାହେବ ଠାକେର)ର ନେତା ଉଦ୍ଧବ ଠାକରେଙ୍କୁ ଆଜି ଗୋଟିଏ କ୍ୟାମେରା ଫ୍ରେମରେ ଦେଖିବାକୁ ମିଳିଛି। ସେମାନେ ପରସ୍ପରକୁ ଦେଖି ସ୍ମିତ ହାସ୍ୟ ଦେବା ସହ କଥା ମଧ୍ୟ ହୋଇଛନ୍ତି।…

ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି

ଭୁବନେଶ୍ବର : ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ…

ସକାଳୁ ସକାଳୁ ଟାଓ୍ଵାର ଉପରେ ଚଢିଗଲେ ଯୁବକ, ୨ ଘଣ୍ଟା ପରେ ଉଦ୍ଧାର

ଭୁବନେଶ୍ୱର : ସକାଳୁ ସକାଳୁ ଟାଓ୍ଵାର ଉପରେ ଚଢିଗଲେ ଯୁବକ । ଦୁଇ ଘଣ୍ଟା ଉପରେ ରହିଲେ । ପୋଲିସକୁ ନାକେଦମ୍‌ କଲେ ଯୁବକ । ୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଶିଶୁଭବନ…

ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ

ଭୁବନେଶ୍ବର: ଅମଳ ହେଉଥିବା ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ ବିଧାନସଭା ପ୍ରଶ୍ନ କାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ନରସିଂହ ମିଶ୍ର କହିଛନ୍ତି, ‘ଓଡ଼ିଶା…

ଏଣିକି ଖଣ୍ଡଗିରି-ଉଦୟଗିରି ରାସ୍ତାରେ ଗଡ଼ିବନି ଗାଡ଼ି

ଭୁବନେଶ୍ବର: ଏଣିକି ଯାନବାହନ ଚଳାଚଳ ପାଇଁ ବନ୍ଦ ରହିବ ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା। ଖଣ୍ଡଗିରି ଛକରୁ ଉଦୟଗିରି ନୂଆ ପାର୍କିଂ ଯାଏ ଥିବା ରାସ୍ତାକୁ ବନ୍ଦ କରିଛି ପ୍ରତ୍ନତତ୍ତ୍ୱ ବିଭାଗ। ପର୍ଯ୍ୟଟକଙ୍କ ଚଳପ୍ରଚଳ ବେଳେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବାକୁ ଦୀର୍ଘ…

ବର୍ଷାଙ୍କ ରିଟ ପିଟିସନକୁ ଖାରଜ କଲେ ହାଇକୋର୍ଟ

କଟକ: ବର୍ଷା-ଅନୁଭବ ମାମଲାର ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଆଜି ରାୟ ପ୍ରକାଶ କରି ବର୍ଷା ପ୍ରିୟଦର୍ଶୀନୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତ ଜାନୁଆରୀ ୬ ତାରିଖରେ ଏହି ମାମଲାର ଶୁଣାଣି…

ସର୍ବସାଧାରଣ ସ୍ଥାନକୁ ପୋଷା କୁକୁର ମନା

ଭୁବନେଶ୍ୱର: ଏଣିକି ରାଜଧାନୀ ରାସ୍ତା କଡ଼ରେ ଝାଡ଼ା ଫେରିପାରିବେନି ପୋଷା କୁକୁର। ଯଦି କୌଣସି ମାଲିକ ତାଙ୍କ କୁକୁରଙ୍କୁ ଏଭଳି କାର୍ଯ୍ୟ କରାଉଥିବାର ନଜର ଆସନ୍ତି, ତାଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଖାଲି ସେତିକି ନୁହେଁ ସର୍ବସାଧାରଣ ସ୍ଥାନକୁ ମଧ୍ଯ ପୋଷା…

ଶିକ୍ଷକ ଅଭାବ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ବର: ସ୍କୁଲ ରୂପାନ୍ତରୀକରଣକୁ ନେଇ ବିଧାନସଭାରେ ଜୋର୍‌ଦାର ଆଲୋଚନା ହୋଇଛି। ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ ଦେଖାଦେଇଛି। ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି।…