Category: ରାଜନୀତି

ସରକାର ଡରୁଛନ୍ତି କାହିଁକି: ଶରତ ପଟ୍ଟନାୟକ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବାକୁ ସରକାର ଡରୁଛନ୍ତି ବୋଲି ପ୍ରଶ୍ନ କଲେ ଶରତ । ରତ୍ନଭଣ୍ଡାର ପ୍ରସଙ୍ଗରେ ପିସିସି ଶରତ ପଟ୍ଟନାୟକ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି । ଖୋଲିବାକୁ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତ ଚାହୁଁଛନ୍ତି । ଯଦି…

ବିଜେଡି ନେତାଙ୍କର ସାମାନ୍ୟତମ ସ୍ୱାଭିମାନ ଥିଲେ, ୫ଟି ସଚିବଙ୍କ ଗସ୍ତକୁ ସମର୍ଥନ କରନ୍ତେ ନାହିଁ

ଭୁବନେଶ୍ଵର: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ବିଜେଡି ଉପରେ ବର୍ଷିଛି ବିଜେପି। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେତେବେଳେ ସରକାର ମୁଣ୍ଡବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ।…

ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌: ଜୁଏଲ ଓରାମ

ଭୁବନେଶ୍ୱର: ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ସାଂସଦ ଜୁଏଲ ଓରାମଙ୍କ ବିରୋଧ । ଅପରାଜିତା ଷଢଙ୍ଗୀ ଉଠାଇଥିବା ପ୍ରସଙ୍ଗକୁ ଠିକ୍ କହିଲେ ଜୁଏଲ୍ । ଆଇଏଏସ୍ ଅଡଫିସର କିଭଳି ଭାବେ ସିଧାସଳଖ ରାଜନୀତି କରୁଛନ୍ତି ପଶ୍ନ କରିଛନ୍ତି ସାଂସଦ। ଏଥିପାଇଁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି

ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ହିତାଧିକାରୀଙ୍କୁ ଘର ନଦେବା ଷଡ଼ଯନ୍ତ୍ର ଧରା ପଡ଼ିଲା  ଷଡ଼ଯନ୍ତ୍ର ପଛରେ ରାଜ୍ୟ ବିଜେପିର ସାଂସଦ ଓ ଓଡ଼ିଶାରୁ ଯାଇଥିବା ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ  ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ…

ମନ୍ତ୍ରୀ ପଦ ପାଇଁ ବ୍ଲାକମେଲିଂ କରୁଛନ୍ତି ସୌମ୍ୟରଞ୍ଜନ: ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ଫାଇଭ ଟି ସଚିବ ପ୍ରସଙ୍ଗରେ ନିଜର ମତାମତ ଆଲେଖ୍ୟ ଜରିଆରେ ଲେଖିଛନ୍ତି, ‘ସମ୍ବାଦ’ ଖବରକାଗଜରେ ସମ୍ପାଦକ ତଥା ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏବେ…

୫ଟି ସଚିବଙ୍କୁ ଅଧିକାର ଦେଲା କିଏ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଜିଲ୍ଲା ବୁଲୁଛନ୍ତି, ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଲଗାତାର ପ୍ରଶ୍ନ କରି ଚାଲିଛନ୍ତି । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପୁଣି…

ସଚିବଙ୍କୁ ଏତେ ସୁରକ୍ଷା କାହିଁକି: ଅପରାଜିତା

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପିର ଜାତୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ଏବଂ ପୂର୍ବତନ ଆଇଏଏସ ଅଧିକାରୀ ତଥା ଏବେର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଅପରାଜିତା ଟ୍ବିଟ୍ କରି ଏକ ଚିଠି…

ଅପରାଜିତାଙ୍କ ‘ଫାଇଭ ଟି ସଚିବ’ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର: ଫାଇଭ ଟି ସଚିବ ଆଇଏଏସ ଚାକିରିରି ଦୁରୂପଯୋଗ କରୁଛନ୍ତି ବୋଲି ଅଭିଯୋଗ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ଏବେ ଖୋଦ୍ ଶାସକ ଦଳର ବିଧାୟକ ତଥା ଓଡ଼ିଶାର ଅଗ୍ରଣୀ ଖବରକାଗଜ ‘ସମ୍ବାଦ’ର ସମ୍ପାଦର…

ବିଜେଡି ଲିଗାଲ୍ ସେଲ୍ ଉପଦେଷ୍ଟା ପଦ ଛାଡ଼ି କଂଗ୍ରେସରେ ଯୋଗଦେଲେ ଗୋପାଳକୃଷ୍ଣ ମହାନ୍ତି

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବିଜେଡି ଲିଗାଲ ସେଲ୍ ଉପଦେଷ୍ଟା ଗୋପାଳକୃଷ୍ଣ ମହାନ୍ତି ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ବିଜେଡି ଲିଗାଲ ସେଲ୍ ବିଭାଗର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ…

ଆବାସ ଦୋଷୀ ଜେଲ ଯିବେ: ଗିରିରାଜ

ଭୁବନେଶ୍ୱର: ଅବାସ ଦୁର୍ନୀତି ତଦନ୍ତ ହେବ କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ତଦନ୍ତ କରାଯାଇ ଯିଏ ଦୋଷୀ,ଜେଲ ପଠାଯିବ ବୋଲି କହିଲେ ଗିରିରାଜ । ଆବାସ ଦୁର୍ନୀତ୍ତିରେ ହେରଫେରକୁ ରୋକିବାକୁ ଚେଷ୍ଟା କରାଯିବ । ଆବାସ ସହ ମନରେଗା କାର୍ଯ୍ୟ…