Category: ରାଜନୀତି

ବିଧାୟକଙ୍କୁ ଫାଇଭ ଟି ସଚିବଙ୍କ ସମାଲୋଚନା, ପିସିସି ସଭାପତି କହିଲେ ନିନ୍ଦନୀୟ

ଭୁବନେଶ୍ୱର: ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ବୟାନ ଦେବା ନିନ୍ଦନୀୟ। ପିସିସି ସଭାପତି ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ପରୋକ୍ଷରେ ଗୋପାଳ ବିଧାୟକଙ୍କୁ ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି…

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ

ପୁଣି ଏକ ସର୍ଭେ । ପୁଣି ନବୀନ ନମ୍ବର ୱାନ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ…

ପାଣ୍ଡିଆନ ପ୍ରୋଜେକ୍ଟ ପାଇଁ ତାମିଲ ମହିଳା କରୁଛନ୍ତି ଜମି ହଡପ : ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ସରକାରୀ ଅନାବାଦୀ ଜମି ଜବରଦଖଲ କରିନେଲେ । ଏଥିସହିତ ଛୋଟ ଜଙ୍ଗଲ ଜମି, ଗରିବ, ଅସହାୟଙ୍କ ଜମିକୁ ବି ଜବରଦଖଲ କରିନେଲେ । ଏହି ଜମିକୁ ନିଜ କବ୍ଜାକୁ ନେଇ ତାରବାଡ ଘେରାଇ ଦେଲେ । ଖାଲି ସେତିକି ନୁହେଁ,…

ଟୁଇଟରେ ବିଜେଡିକୁ ଜବାବ ମାଗିଲା ବିଜେପି

ଭୁବନେଶ୍ୱର:ଟୁଇଟରେ ଟାର୍ଗେଟ । ବିଜେଡିକୁ ଜବାବ ମାଗିଲା ବିଜେପି । ବିଜେପି ଓଡ଼ିଶା ମୁଖପାତ୍ର ତେଜେଶ୍ୱର ପରିଡା ବିଜେଡି ସାଂସଦଙ୍କୁ କରିଛନ୍ତି ଟାର୍ଗେଟ । ସାଂସଦ ସସ୍ମିତ ପାତ୍ର ଗତକାଲି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ଆକ୍ଷେପ କରିଥିଲେ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇ ଗାଡି ଉପରକୁ ପାଣିବୋତଲ ଓ ଅଣ୍ଡା ମାଡ

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରେ ଅଟକାଇଲେ । ଅଣ୍ଡା, ପାଣିବୋତଲ ମାଡ କଲେ । ଏମିତି ଭାବେ ଆଜି ପ୍ରଦୀପ ସମର୍ଥକ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ପରିସ୍ଥିତି ବିଷୟରେ…

ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ, ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀ

ବ୍ରହ୍ମପୁର:୫ଟି ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ୫ଟିଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧ କରିଛନ୍ତି ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲେ ହେଁ ସେ…

ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ। ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ସୌରୀନ୍ଦ୍ରୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା…

୨୦୨୪ ପାଇଁ କୋଣାର୍କରେ ବିଜେପିର ମାନସମନ୍ଥନ

୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପଞ୍ଚାୟତସ୍ତରୀୟ ନେତାଙ୍କର କ’ଣ ଭୂମିକା ରହିବ? ସେଥିପାଇଁ କୋଣାର୍କରେ ହେଲା ମନସ ମନ୍ଥନ। ଦୁଇ ଦିନିଆ କର୍ମଶାଳାରେ ଗୁରୁମନ୍ତ୍ରୀ ଦେଲେ ୪ କେନ୍ଦ୍ରମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି। କୋଣାର୍କ ଯାତ୍ରୀ ନିବାସଠାରେ ହୋଇଛି ଦୁଇ…

ରାଜ୍ୟରେ ଆଗାମୀ ନିର୍ବାଚନ ବିଜେପି ଏକାକୀ ଲଢିବ ଏବଂ ସରକାର ଗଢିବ-କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ଏକା ଲଢିବ ବିଜେପି । କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ…

ଚେଲ୍ଲାକୁମାରଙ୍କୁ ଭେଟିଲେ ଶିଶିର ଗମାଙ୍ଗ, କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଂକୁ ଭେଟିଲେ ଶିଶିର ଗମାଙ୍ଗ । ଆଜି ସକାଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଶିଶିର ଗମାଙ୍ଗ କଂଗ୍ରେସରେ ମିଶିବା ନେଇ କଥାବାର୍ତ୍ତା କରିଛନ୍ତି । ଏନେଇ ଶିଶିର ଗମାଙ୍ଗଙ୍କ ପ୍ରତିକ୍ରିୟାରେ କହିଛନ୍ତି,…