Category: ରାଜନୀତି

ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର : ବାଲେଶ୍ବରରୁ ଲଢ଼ିବେନି ଅଶ୍ବିନୀ। ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କଟକରୁ ଲଢ଼ିବା ନେଇ ସମ୍ଭାବନା ଅଧିକା ରହିଛି । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ ଖାଲି ଏତିକି…

ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା; ବାଦ ପଡ଼ିଲେ ସୁର ଓ ତାରା

ଭୁବନେଶ୍ବର : ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟ ସ୍ଥାନୀତ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା…

ଘୋଷଣା କଲେ ସୁର; ମନ୍ମଥ ହେବେ ଜଟଣୀ ବିଧାୟକ ପ୍ରାର୍ଥୀ

ସୁର ରାଉତରାୟଙ୍କ ପରେ କିଏ ନେବ ଜଟଣୀର ଦାୟିତ୍ୱ? ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନେବେ ନା ତାଙ୍କ ସାନପୁଅ ମନ୍ମଥ ରାଉତରାୟ ନେବେ ତାକୁ ନେଇ ଚାଲିଥିଲା ଚର୍ଚ୍ଚା। ଆଜି ସେହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁର।…

ରାଜ୍ୟରେ ନିର୍ବାଚନ କମିଟି ଗଢ଼ିଲା କଂଗ୍ରେସ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ କମିଟି ଘୋଷଣା ହୋଇଛି । କମିଟିର ଅଧ୍ୟକ୍ଷ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ରହିଥିବାବେଳେ ଦଳର ବରିଷ୍ଠ ନେତାମାନଙ୍କ ସମେତ ଯୁବ ଓ ମହିଳା ଚେହେରାଙ୍କୁ ବି ସ୍ଥାନ…

ଅଙ୍ଗନବାଡ଼ି ଓ ଆଶାଦିଦିଙ୍କ ଦରମା ଖୁବ୍‌ ଶୀଘ୍ର ବଢ଼ିବ : ୫ଟି ଅଧ୍ୟକ୍ଷ

ଭୁବନେଶ୍ବର/ରାଇଘର: ଅଙ୍ଗନବାଡ଼ି ଓ ଆଶାଦିଦିମାନଙ୍କର ଦରମା ଖୁବ୍‌ ଶୀଘ୍ର ବଢ଼ିବ। ଏହା ଦ୍ବାରା ରାଜ୍ୟର ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ। ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି। ନବରଂଗପୁର ଜିଲ୍ଲା ଗସ୍ତରେ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ…

୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା

ଭୁବନେଶ୍ୱର:୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷେତ୍ରରୁ ଗଡିବ କଂଗ୍ରେସ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ…

ହାଇଟେକ୍ ଟ୍ରାଜେଡି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ

ଭୁବନେଶ୍ଵର: ହାଇଟେକ୍ ହାଇଡ୍ରାମାକୁ ନେଇ ତାତିଲା କଂଗ୍ରେସ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ କଲା ଅଣ୍ଡା ମାଡ । ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ଵର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତେବେ ଦଳରେ ଅବହେଳା ଅଭିଯୋଗ କରି…

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ବସରେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ କଂଗ୍ରେସ ବିଧାୟକ ଓ ନେତା । ନିର୍ବାଚନୀ ପୋଷ୍ଟରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଫଟୋ ଏକାସଙ୍ଗେ ରହିବ । ଅଲଗା ଅଲଗା ନରଖିବାକୁ ପିସିସି…

କଂଗ୍ରେସ ହେଉଛି ବିଜେଡିରେ ବିକ୍ରି ହୋଇଥିବା ଦଳ: ବିଧାୟକ ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ବୟାନକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବରିଷ୍ଠ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି, ବିଜେଡି-ବିଜେପି ଆସନ ବୁଝାମଣା ଆଲୋଚନା ସମୟରେ ବୋଧେ କଂଗ୍ରେସ ପ୍ରଭାରୀ ବସି ଶୁଣୁଥିଲେ। କଂଗ୍ରେସ…