ଆସନ୍ତା ୨୫ରୁ ଭୁବନେଶ୍ବରରୁ ପୁଣେକୁ ଉଡ଼ିବ ଇଣ୍ଡିଗୋ ବିମାନ
ଭୁବନେଶ୍ବର: ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ୨୫ ତାରିଖରୁ ଭୁବନେଶ୍ବର-ପୁଣେ ମଧ୍ୟରେ ନୂଆ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ। ଏହି ବିମାନ ସପ୍ତାହର ପ୍ରତ୍ୟେକ ଦିନ ଚଳାଚଳ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା…