ବର୍ଷା ପ୍ରଭାବିତ ୬ ଜିଲ୍ଲାର ୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର
ଭୁବନେଶ୍ୱର : ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ । କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ। ୧୨୭ଟି ପଞ୍ଚାୟତ ଓ ୨୭୩ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ୫ଟି ସହରାଞ୍ଚଳର…