Category: ରାଜ୍ୟ ଖବର

ବଢୁଛି ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର: ସଚେତନ ରହିବାକୁ ପ୍ରଶାସନର ପରାମର୍ଶ

ଦିଗପହଣ୍ଡି: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ…

ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପାଇଁ ଆରମ୍ଭ ହେବ ଇ-ପୋର୍ଟାଲ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପାଇଁ ଆରମ୍ଭ ହେବ ଇ-ପୋର୍ଟାଲ । ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ । ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ…

ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ମାଲକାନଗିରିରେ ସ୍କୁଲ ଛୁଟି

ମାଲକାନଗିରି: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ…

ମୟୂରଭଞ୍ଜରେ ବନ୍ୟା ବିତ୍ପାତ: ପାୱାର ବୋଟ୍ ଯୋଗେ ଚାଲିଛି ଉଦ୍ଧାର, ସ୍ଥିତି ନିରୀକ୍ଷଣ କରୁଛନ୍ତି ଅଧିକାରୀ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ସହ ଉପରମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବଢି ବନ୍ୟା ସୃଷ୍ଟି ହୋଇଛି । ତେବେ ବୁଢାବଳଙ୍ଗ ନଦୀ ସହ ଜରାଳୀ ଓ ସରାଳୀ ନାଳରେ ପାଣି ବଢି ଅନେକ…

ହତ୍ୟା ମାମଲାରେ ୧୦ ଜଣଙ୍କୁ ଆଜୀବନ ଜେଲ୍

ଅନୁଗୋଳ:ଏକ ସେନ୍ସେସନାଲ୍ ହତ୍ୟା ମାମଲାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) କୋର୍ଟ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି । ଡେରଜଙ୍ଗ ଡ୍ୟାମର ଜଗୁଆଳି ଜଗନ୍ନାଥ ସେନାପତି ଓରଫ୍ ଜଗନଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ…

ଆସନ୍ତାକାଲି କଟକ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

କଟକ : କଟକ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ଥିବାରୁ, ଆସନ୍ତାକାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଡିଗ୍ରୀ କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।ଏକ ବିଜ୍ଞପ୍ତିରେ ଜିଲ୍ଲାପାଳ…

ପ୍ରଥମରୁ ଅଷ୍ଟମ ବହିରେ ୧,୭୪୧ ତ୍ରୁଟି ଚିହ୍ନଟ; ବିଧାନସଭାରେ ସ୍ୱୀକାର କଲେ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ସତ ମାନିଲେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଥମରୁ ଅଷ୍ଟମ ବହିରେ ୧୭୪୧ ଟି ତ୍ରୁଟି ରହିଛି ବୋଲି ବିଧାନ ସଭାରେ ଲିଖିତ ଭାବରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବରୁ ମାଳ ମାଳ…

ଲଗାଣ ବର୍ଷାରେ ଭୂସ୍ଖଳନ; କନ୍ଧମାଳ-ଗଞ୍ଜାମ ଯୋଗାଯୋଗ ବିଚ୍ଛିନ୍ନ

ଭୁବନେଶ୍ବର: ଲଗାଣ ବର୍ଷା ପରେ ଭୂସ୍ଖଳନ । ଚିତ୍ରକୋଣ୍ଡା-ଦାରାକୋଣ୍ଡା ରାସ୍ତାରେ ଭୂସ୍ଖଳନ ହେବାରୁ ମାଟି ଓ ପଥର ରାସ୍ତା ଉପରେ ଖସିପଡ଼ିଛି। ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଏହାଦ୍ବାରା ବିଶାଖାପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି ।ବର୍ଷା ଜାରି ରହିଲେ ସମସ୍ୟା…

ଅକ୍ଟୋବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ବକେୟା ବାର୍ଦ୍ଧକ୍ୟ ଭତ୍ତା: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ହିତାଧିକାରୀମାନଙ୍କୁ ଗତ ପାଞ୍ଚ ମାସ ଧରି ‘ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା’ ଅଧୀନରେ ଭତ୍ତା ମିଳିନାହିଁ। ସେମାନେ ଅକ୍ଟୋବର ମାସ ସୁଦ୍ଧା ବକେୟା ଅର୍ଥ ପାଇବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ…

ଓଏଏସ ଅଧିକାରୀ ଓ ଜେଲ୍ ଅଧୀକ୍ଷକ ନିଲମ୍ବିତ

ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ, କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ନିଲମ୍ୱିତ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ…