Category: ରାଜ୍ୟ ଖବର

ସରପଞ୍ଚଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଜମିରେ ପାଣି ମଡାକୁ ନେଇ ବୁଲିଲା ଖଣ୍ଡା । ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ଗୁରୁତର ଆହତ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁରୁ । ବନ୍ଥପଲ୍ଲୀର ସରପଞ୍ଚ ଚାନ୍ଦିନୀ ନାୟକଙ୍କ ସ୍ୱାମୀ…

ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା: ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୯ଟି ସ୍ଥାନରେ ଇଡି ରେଡ୍

ଭୁବନେଶ୍ବର: ଚର୍ଚ୍ଚିତ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୯ଟି ସ୍ଥାନରେ ଚଢ଼ାଉ । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଆଧାରରେ ଇଡିର ଅଧିକାରୀମାନେ ଏକକାଳୀନ ରାଜ୍ୟର ୯ଟି…

ଭିଜିଲାନ୍ସ ପଞ୍ଝାରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ, ୮ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ ପାତ୍ରଙ୍କ ଘରେ ଚଢାଉ । ସୁନ୍ଦରଗଡ଼ ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ…

ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ: ରୋଗୀ ମୃତ, ୩ ଗୁରୁତର

ଉଦଳା : ଉଦଳା ମେଡିକାଲରେ ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ । ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣରେ ରୋଗୀ ଜୀବନ୍ତ ଦଗ୍ଧ, ୩ ଆହତ । ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ…

ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ରାଜଧାନୀରେ ଜନଜୀବନ ପ୍ରଭାବିତ

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ଡକାଯାଇଥିବା ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବନ୍ଦକୁ ‘ଇଣ୍ଡିଆ’ (INDIA) ମେଣ୍ଟର ଅନ୍ୟ ଦଳଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଥିଲେ। ତେବେ ୪ ଦଫା ଦାବି…

ଅବଢା ଯୋଜନାରେ ଆଉ ୧୦୦.୮୩ କୋଟି ମଞ୍ଜୁର

ପୁରୀ: ଶ୍ରୀକ୍ଷେତ୍ର ପୁରୀର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅବଢା ଯୋଜନା ଅଧୀନ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ଆଉ ୧୦୦.୮୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅର୍ଥ ମଞ୍ଜୁର କରିବା ପରେ…

ଟ୍ରେନ୍‌ରୁ ଶରଣକୂଳ କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଉଦ୍ଧାର

ନୟାଗଡ଼: ଦଶପଲ୍ଲା ଷ୍ଟେସନରେ ଭୁବନେଶ୍ୱର-ଦଶପଲ୍ଲା ସେବା ଏକ୍ସପ୍ରେସ୍ ଟ୍ରେନରୁ ଶରଣକୂଳ କଲେଜ ଅଧ୍ୟକ୍ଷ ମହେଶ୍ୱର ମହାପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଟ୍ରେନ୍ ଭିତରେ ଜଣେ ବ୍ୟକ୍ତି ମୁହଁ ମାଡ଼ି ପଡ଼ିଥିବା ଦେଖି ଜିଆରପି ପୋଲିସ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା…

ବାଣ ବିସ୍ଫୋରଣରେ ଆଖି ବୁଜିଲେ ବାପ-ପୁଅ

ଜଗତସିଂହପୁର : ଜଗତସିଂହପୁରରେ ଅଭାବନୀୟ ଘଟଣା । ବାଣ ବିସ୍ଫୋରଣ ନେଇଗଲା ଦୁଇ ନୀରିହଙ୍କ ଜୀବନ । ବିସ୍ଫୋରଣରେ ଆଖି ବୁଜିଲେ ଗୋଟିଏ ପରିବାରର ବାପ-ପୁଅ । ଜଗତସିଂହପୁର ଜିଲ୍ଲା ମହିଲୋ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ବିସ୍ଫୋରକ ଘଟଣା…

୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଏକଲବ୍ୟ ମଡେଲ ସ୍କୁଲ ଅଧ୍ୟକ୍ଷ

ନୂଆପଡ଼ା: ନୂଆପଡ଼ାସ୍ଥିତ ଏକଲବ୍ୟ ମଡେଲ ସ୍କୁଲରେ କାର୍ଯ୍ୟରତ ଜଣେ ଏଏନଏମ୍‌ଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡିଛନ୍ତି ସେହି ସ୍କୁଲର ଅଧ୍ୟକ୍ଷ । ସିବିଆଇ ପକ୍ଷରୁ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯିବା ସହ…

ଭିଜିଲାନ୍ସ ପଞ୍ଝାରେ ଶିକ୍ଷା ବିଭାଗ ଅଧିକାରୀ, ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗୁରୁବାର ଦିନ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ କାର୍ଯ୍ୟାଳୟରେ ଜଣେ ପ୍ରୋଗ୍ରାମରଙ୍କୁ ଧରିଛନ୍ତି। ସେ ବାକି ଥିବା ବିଲ୍ ପରିଶୋଧ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ଚନ୍ଦ୍ରଜିତ ପରିଜା…