Category: ରାଜ୍ୟ ଖବର

ହାଇୱା ପଛରେ ପିଟି ହେଲା ବାଇକ୍, ୨ ମୃତ

ବୌଦ୍ଧ : ହାଇୱା ପଛରେ ପିଟି ହୋଇଗଲା ବାଇକ୍, ୨ ମୃତ । ବୌଦ୍ଧ ପୁରୁଣାକଟକ ଥାନା କରଞ୍ଜକଟା ହାଟପଦା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଜଣେ ବିହାରର ଉପେନ୍ଦ୍ର ପାଲ ଓ ଅନ୍ୟ ଜଣେ ଅନୁଗୁଳ…

ବାଲି ଘାଟରେ ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ

ସୁନ୍ଦରଗଡ଼: ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ କଲେ ବାଲି ମାଫିଆ । ସକାଳେ ସୁନ୍ଦରଗଡ଼ ଟାଉନ୍ ଥାନା ଅମଲିପାଲି ଇବ ନଦୀ ବାଲିଘାଟରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଖବର ପାଇଥିଲା ପୋଲିସ । କନିଷ୍ଠ ଖଣି ଅଧିକାରୀ…

ଭତ୍ତା ପାଇଁ ବ୍ଲକ ଅଫିସ ସମ୍ମୁଖରେ ଧାରଣା

ଭୁବନେଶ୍ବର: ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା । ଭତ୍ତା ପାଇଁ ଚାତକ ଭଳି ଚାହିଁଛନ୍ତି ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ । ୨ରୁ ୪ ମାସ ହେଲା ଭତ୍ତା ମିଳିନଥିବାରୁ ନାନା ହଇରାଣ ହେଉଛନ୍ତି । ବାଲେଶ୍ବର…

ଅଟୋ ସହ ୩୦୦ ଏସକଫ ସିରଫ ଜବତ, ଅଭିଯୁକ୍ତ ଗିରଫ

ପୁରୀ : ପୁରୀ କୁମ୍ଭାରପଡା ଥାନା ପୁଲିସ ବସଷ୍ଟାଣ୍ଡ ପରିସରରୁ ଏକ ଅଟୋ ସହ ବିପୁଳ ପରିମାଣର ନିଶା ଔଷଧ ଏସକଫ ସିରଫ ଜବତ କରିଛି । ଏହା ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବଳିଆପଣ୍ଡା ଦାମୋଦର…

କଲେଜ କ୍ୟାମ୍ପସରୁ ଛାତ୍ରଙ୍କୁ ଅପହରଣ, ୪ ଗିରଫ

ଭୁବନେଶ୍ୱର : ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରୁ ଜଣେ ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଦୁଇଜଣ ଛାତ୍ରଙ୍କ ସମେତ ଚାରିଜଣ ଅପହରଣ କରି ନେଇଥିଲେ। ଅଭିଯୋଗକୁ ଭିତ୍ତିକରି ଭରତପୁର ପୁଲିସ ମାତ୍ର ଦୁଇଘଣ୍ଟାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ…

ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଜଳଖିଆ ଖର୍ଚ୍ଚ ବଢିଲା । ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଏଣିକି ଦୈନିକ ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ରାଜ୍ୟରେ…

୫ ଦିନରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର : ସଉଦା କିଣିବାକୁ ଆସି ପାଞ୍ଚଦିନ ତଳୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ନିଖୋଜ ମହିଳା ଜଣକ ପରଜଙ୍ଗ ଥାନା ତୁଳସୀପଶି ଗାଁର ପାଞ୍ଚାଳୀ ନାଏକ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ପାଞ୍ଚାଳୀ ଆଜିକୁ…

ପାଣି ପିଇବାକୁ ଯାଇ ପୋଖରୀରେ ଫସିଗଲା ହାତୀ ଛୁଆ, ଉଦ୍ଧାର କଲା ବନବିଭାଗ

ଅନୁଗୋଳ : ପାଣି ପିଇବାକୁ ଯାଇ ଫସିଗଲା ହାତୀ ଛୁଆ । ଛୁଆକୁ ଉଦ୍ଧାର ପାଇଁ ଯାଇଥିବା ଜେସିବିକୁ ଆକ୍ରମଣ କଲା ମାଆ ହାତୀ । ଶେଷରେ ଦେଢ଼ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଛୁଆ । ଏହି ଘଟଣା…

ଚା’ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ

ସୋରଡ଼ା : ଚା’ ଦୋକାନରେ ନିଆଁ ଲାଗି ନାବାଳକ ଜୀବନ୍ତ ଦଗ୍ଧ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତିଲିଙ୍ଗି ଛକରେ ଥିବା ଚା ଦୋକାନରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା । ବଡ଼ଗଡ ଥାନା ଗାଙ୍ଗପୁର ଗାଁର…

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି : ରାଇରଙ୍ଗପୁର ସାଧାରଣ ସଭାରେ ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ବିଶାଳ ସାଧାରଣ ସଭା ହେବ । କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି…